Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏଭରେଷ୍ଟ ଜିରା ପାଉଡରର ଅସୁରକ୍ଷିତ ଘୋଷଣା, ...

  • ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍, ...

  • ସବୁ ସତ କହିଲା ଓମାନୀ ପାଇଲଟ ହମ୍ମାନି, ...

  • ‘ଏଭରେଷ୍ଟ ଜିରା ପାଉଡର’ରେ FSSAI ର ବଡ଼ ...

  • ଏହି ଦେଶରେ ଲୋକଙ୍କ ଜୀବନ ଆୟୁଷ କମ

  • ଆଣ୍ଡିଜ୍‌ ପର୍ବତମାଳାରେ ନୂଆ ପ୍ରଜାତି ...

  • ପ୍ରେସର୍ କୁକର୍, ପଥର, ଲାପଟପ୍ ଚାର୍ଜର ...

  • ଦୃଶ୍ୟମ୍ ଦେଖି ବାପାକୁ ହତ୍ୟା, ଗୋଟିଏ ଫୋନ୍ ...

  • ବେଦ ପଢି ଇସ୍ରୋ ବୈଜ୍ଞାନିକ

  • ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ...

ରାଜ୍ୟ
Home ›› ରାଜ୍ୟ ››ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

2023-09-30 06:27:25
15668
Share:
Facebook
Twitter
E-Mail
WhatsApp
Telegram
ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

ଭୁବନେଶ୍ବର : ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ଜଷ୍ଟିସ ତାଳପତ୍ରଙ୍କ ସ୍ଥାନ ନେବେ ଜଷ୍ଟିସ ଷଡ଼ଙ୍ଗୀ । ଜଷ୍ଟିସ ତାଳପତ୍ରଙ୍କ କାର୍ୟ୍ୟକାଳ ଶେ‌ଷ ପରେ ସେ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି  । 

ପ୍ରକାଶ ଯେ, ଜଷ୍ଟିସ ଷଡ଼ଙ୍ଗୀଙ୍କ ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁରେ । ୧୯୬୨ମସିହାରେ ତାଙ୍କର ଜନ୍ମ ହୋଇଥିଲା । ବାପାଙ୍କ ନାମ ବାଞ୍ଝାନିଧି ଷଡ଼ଙ୍ଗୀ ଓ ମା’ଙ୍କ ନାମ ଶୈଳବାଳା । ସେ ନିରୁପମା ଷଡ଼ଙ୍ଗୀଙ୍କୁ ବିବାହ କରିଥିବାବେଳେ ତାଙ୍କର ଦୁଇ ଝିଅ ଦେବର୍ଚ୍ଚିତା ଏବଂ ଦେବସ୍ମିତା । ଜଷ୍ଟିସ ଷଡ଼ଙ୍ଗୀ ଏବେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି । ଅକ୍ଟୋବର ୪ରେ ଶପଥ ନେବେ ଜଷ୍ଟିସ ଷଡ଼ଙ୍ଗୀ । 

Powered by Froala Editor

Tags chief justice of high court

Related articles Odisha News Lens 4.1

  • ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ଇସ୍ରାଏଲ ...
    ଦେଶ-ଦେଶାନ୍ତର

    ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ଇସ୍ରାଏଲ ...

    14412
    Oct 04, 2026
  • ‘ଏଭରେଷ୍ଟ ଜିରା ପାଉଡର’ରେ FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ
    ଦେଶ-ଦେଶାନ୍ତର

    ‘ଏଭରେଷ୍ଟ ଜିରା ପାଉଡର’ରେ FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ

    15433
    Oct 05, 2026
  • ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍, ପାଞ୍ଚଟି ହସ୍ପିଟାଲ୍ ବନ୍ଦ
    ଦେଶ-ଦେଶାନ୍ତର

    ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍, ପାଞ୍ଚଟି ହସ୍ପିଟାଲ୍ ବନ୍ଦ

    14774
    Oct 05, 2026
  • ସବୁ ସତ କହିଲା ଓମାନୀ ପାଇଲଟ ହମ୍ମାନି, ପ୍ଲେନ୍ କ୍ରାସ କରିବା ପାଇଁ କରିଥିଲା ଯୋଜନା
    ଦେଶ-ଦେଶାନ୍ତର

    ସବୁ ସତ କହିଲା ଓମାନୀ ପାଇଲଟ ହମ୍ମାନି, ପ୍ଲେନ୍ କ୍ରାସ କରିବା ପାଇଁ କରିଥିଲା ଯୋଜନା

    14239
    Oct 05, 2026
  • ବେଦ ପଢି ଇସ୍ରୋ ବୈଜ୍ଞାନିକ
    ଦେଶ-ଦେଶାନ୍ତର

    ବେଦ ପଢି ଇସ୍ରୋ ବୈଜ୍ଞାନିକ

    14745
    Oct 05, 2026
  • ଏଭରେଷ୍ଟ ଜିରା ପାଉଡରର ଅସୁରକ୍ଷିତ ଘୋଷଣା, ବଜାରରୁ ତୁରନ୍ତ ଫେରାଇ ନେବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଏଭରେଷ୍ଟ ଜିରା ପାଉଡରର ଅସୁରକ୍ଷିତ ଘୋଷଣା, ବଜାରରୁ ତୁରନ୍ତ ଫେରାଇ ନେବାକୁ ନିର୍ଦ୍ଦେଶ

    14105
    Oct 05, 2026
  • ଆଣ୍ଡିଜ୍‌ ପର୍ବତମାଳାରେ ନୂଆ ପ୍ରଜାତି ଏଣ୍ଡୁଅ ସନ୍ଧାନ
    ଦେଶ-ଦେଶାନ୍ତର

    ଆଣ୍ଡିଜ୍‌ ପର୍ବତମାଳାରେ ନୂଆ ପ୍ରଜାତି ଏଣ୍ଡୁଅ ସନ୍ଧାନ

    13729
    Oct 05, 2026
  • ପ୍ରେସର୍ କୁକର୍, ପଥର, ଲାପଟପ୍ ଚାର୍ଜର କେବଲରେ ସ୍ତ୍ରୀକୁ ମାରୁଥିଲେ ସ୍ୱାମୀ
    ଅପରାଧ

    ପ୍ରେସର୍ କୁକର୍, ପଥର, ଲାପଟପ୍ ଚାର୍ଜର କେବଲରେ ସ୍ତ୍ରୀକୁ ମାରୁଥିଲେ ସ୍ୱାମୀ

    14450
    Oct 05, 2026
  • ଏହି ଦେଶରେ ଲୋକଙ୍କ ଜୀବନ ଆୟୁଷ କମ
    ଦେଶ-ଦେଶାନ୍ତର

    ଏହି ଦେଶରେ ଲୋକଙ୍କ ଜୀବନ ଆୟୁଷ କମ

    14810
    Oct 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ପ୍ରେସର୍ କୁକର୍, ପଥର, ଲାପଟପ୍ ଚାର୍ଜର କେବଲରେ ସ୍ତ୍ରୀକୁ ମାରୁଥିଲେ ସ୍ୱାମୀ

    14450
    Oct 05, 2026
  • ଦେଶ-ଦେଶାନ୍ତର

    ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ

    14412
    Oct 04, 2026
  • ଦେଶ-ଦେଶାନ୍ତର

    ଏଭରେଷ୍ଟ ଜିରା ପାଉଡରର ଅସୁରକ୍ଷିତ ଘୋଷଣା, ବଜାରରୁ ତୁରନ୍ତ ଫେରାଇ ନେବାକୁ ନିର୍ଦ୍ଦେଶ

    14105
    Oct 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17153
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17844
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17807
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18222
    Sep 06, 2023

ବିଶେଷ

  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14411
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15462
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14135
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15872
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15440
    Sep 21, 2026

ବାଣିଜ୍ୟ

ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

ପୂର୍ବରୁ ସୁନା ଚମକ ଆଗରେ ରୁପା ଫିକା ପଡ଼ିଥିଲା । ମାତ୍ର ଏବେ ରୁପାରେ ଚମକ ରହିଥିବା କହିଛନ୍ତି ବ୍ୟବସାୟୀ । ଲୋକେ ସୁନା ପରିବର୍ତ୍ତେ ରୁପା ମୁହାଁ ହୋଇଛନ୍ତି । ପାର୍ବଣରେ ଏହି ଧାରା ଆହୁରି ଦୃଢ଼ ହୋଇଛି । ଏହାକୁ ଦେଖି ସୁନା ଦୋକାନୀ ଏବଂ ବ୍ୟବସାୟୀମାନେ ବ୍ୟାପକ ବର୍ଗର ଗହଣା ରେଞ୍ଜ୍ ସହ ଆକର୍ଷଣୀୟ ଅଫର ଦେଉଛନ୍ତି ।

  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15388
    Oct 01, 2026
  • ଭାରତରେ ‘Apple Pay’ ପ୍ରବେଶ

    15051
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14402
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14351
    Sep 26, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଣ୍ଡିଜ୍‌ ପର୍ବତମାଳାରେ ନୂଆ ପ୍ରଜାତି ଏଣ୍ଡୁଅ ସନ୍ଧାନ

    13729
    Oct 05, 2026
  • ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍, ପାଞ୍ଚଟି ହସ୍ପିଟାଲ୍ ବନ୍ଦ

    14774
    Oct 05, 2026
  • ସବୁ ସତ କହିଲା ଓମାନୀ ପାଇଲଟ ହମ୍ମାନି, ପ୍ଲେନ୍ କ୍ରାସ କରିବା ପାଇଁ କରିଥିଲା ଯୋଜନା

    14239
    Oct 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In