Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 22, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିୟମିତ ମୁଗ ଡ଼ାଲି ପାଣି ପିଇଲେ ହୃଦୟ ...

  • ବାର ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇପାରେ ...

  • ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

  • ଏୟାର ଇଣ୍ଡିଆ ବିମାନର ୩ଟି ଟାୟାର ଫାଟିଗଲା

  • ୟୁଏଇ ଫ୍ଲାଟରୁ ମିଳିଲା ମହିଳାଙ୍କ ମୃତଦେହ

  • ଦକ୍ଷିଣ ଭାରତର ୪ ଫିଲ୍ମ ଷ୍ଟାରଙ୍କୁୁ ଇଡି ...

  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ...

  • ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ ...

  • ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୧ ମୃତ

  • ବିଧାନସଭାରେ ବସି ତାସ୍ ଖେଳିଲେ ମନ୍ତ୍ରୀ

ରାଜ୍ୟ
Home ›› ରାଜ୍ୟ ››ନବୀନ ଓ ମୋଦୀଙ୍କୁ ପ୍ରଶଂସା କରୁଥିବା ଗଣମାଧ୍ୟମ ସଂସ୍ଥା ଜନବିରୋଧି – ୟାସିର ନୱାଜ

ନବୀନ ଓ ମୋଦୀଙ୍କୁ ପ୍ରଶଂସା କରୁଥିବା ଗଣମାଧ୍ୟମ ସଂସ୍ଥା ଜନବିରୋଧି – ୟାସିର ନୱାଜ

2022-01-25 07:43:33
14236
Share:
Facebook
Twitter
E-Mail
WhatsApp
Telegram
ନବୀନ ଓ ମୋଦୀଙ୍କୁ ପ୍ରଶଂସା କରୁଥିବା ଗଣମାଧ୍ୟମ ସଂସ୍ଥା ଜନବିରୋଧି – ୟାସିର ନୱାଜ

ଭୁବନେଶ୍ୱର - ଇଣ୍ଡିଆ ଟୁଡେ” ପକ୍ଷରୁ କରାଯାଉଥିବା ମୁଡ୍ ଅଫଦି ନେସନ ସର୍ଭେ- ୨୦୨୨ରେ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ମାନ୍ୟତା ଦେବା ଘଟଣା ଓଡ଼ିଶାବାସୀଙ୍କୁ ବିସ୍ମିତ କରିଛି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି । ଓଡ଼ିଶାର ମାତ୍ର ୨,୭୪୩ ଜଣଙ୍କ ମତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସବୁଠାରୁ ଜନପ୍ରିୟ ଭାବେ ପ୍ରଚାର କରାଯାଉଛି । ଦୀର୍ଘ ୨୧ ବର୍ଷର ଶାସନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ କ୍ଷେତ୍ରର ବିଫଳ ହେଲାପରେ “ଇଣ୍ଡିଆ ଟୁଡେ” ଭଳି ମର୍ଯ୍ୟାଦାଜନକ ଗଣମାଧ୍ୟମ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ଦେଶରେ ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଏକ ମିଥ୍ୟା ସମ୍ମାନ ଦେଉଛନ୍ତି ।  ନବୀନ ବାବୁଙ୍କ ଶାସନରେ ୨୧ ବର୍ଷ ଧରି ଯୁବକ, ଛାତ୍ର, •ଷୀ ଉପେକ୍ଷିତ ଓ ମହିଳା ଅତ୍ୟାଚାରିତ । ବେବିନା, ଇତିଶ୍ରୀ, କୁନ୍ଦୁଲି ଛାତ୍ରୀ ଠାରୁ ମମିତା ମେହେର ପର୍ଯ୍ୟନ୍ତ ବହୁ ନିରୀହ ମହିଳାଙ୍କର ହତ୍ୟା ଓ ବହୁମହିଳାଙ୍କ ଗଣଦୁଷ୍କର୍ମରେ ଶାସକ ଦଳର ବିଧାୟକ, ମନ୍ତ୍ରୀ ସଂପୃକ୍ତ ଥିବାବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମା’କୁ ସମ୍ମାନ ଆହ୍ୱାନ ଏକ ପ୍ରହସନରେ ପରିଣତ ହୋଇଛି । ଓଡ଼ିଶାର ମହିଳାମାନେ ନବୀନବାବୁ ଉପରୁ ଭରସା ତୁଟାଇ ସାରିଥିବା ବେଳେ ନୀବନ ବାବୁଙ୍କ ଜନପ୍ରିୟ ମୁଖ୍ୟମନ୍ତ୍ରୀ କହିବା ଦୁଃଖଦାୟକ । ନବୀନ ବାବୁ ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବେବୋଲି ପ୍ରତିଶ୍ରୁତି ଦେଇଥିଲେ । ୨୧ ବର୍ଷରେ ୪୨ ଲକ୍ଷ ବଦଳରେ ୨ଲକ୍ଷ ନିଯୁକ୍ତି ଦେବାକୁ ସମର୍ଥ ହୋଇନାହାନ୍ତି । ଋଣ ଭାର ଓ ଫସଲହାନୀ କାରଣରୁ ଓଡ଼ିଶା ୨୧ ବର୍ଷରେ ୮ ହଜାର •ଷୀ ମୃତୁ୍ୟ, ୧ଲକ୍ଷ ୨୫ ହଜାର କୋଟି ଋଣ ଭାର, ସ୍ୱାସ୍ଥ୍ୟ ସେବାର ଦୁର୍ନୀତି ଓ ବିଫଳତା, ଓଡ଼ିଶା ସୀମା ସୁରକ୍ଷାରେ ଅପାରଗତା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଉକôଟ ଦାରିଦ୍ର୍ୟ ଓ ବୋକରୀ, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଦାଦନ ସଂଖ୍ୟ ବୃଦ୍ଧି, ସରକାରୀ ଯୋଜନାରେ ବ୍ୟାପକ ହରିଲୁଟ ଏବଂ ବିଶେଷକରି ଭୋକିଲାଙ୍କ ସଂଖ୍ୟାବୃଦ୍ଧି ପ୍ରଭୃତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ବଦନାମ ହୋଇଛନ୍ତି । ମାତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି “ଇଣ୍ଡିଆଟୁଡେ” ନବୀନ ପଟ୍ଟନାୟକଙ୍କୁ ଜନପ୍ରିୟ ମାନ୍ୟତା ଦେଉଛନ୍ତି । ବାସ୍ତବ ଚିତ୍ର ଏହିକିଯେ ଗତ ୩ବର୍ଷ ହେବ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଲୁଚିବସିଛନ୍ତି ଏବଂ କେତେ ଜଣ ଉଚ୍ଚପଦସ୍ଥ ସରକାରୀ କର୍ମ•ରୀ ସରକାର ଚଳାଉଛନ୍ତି । 

ଅନ୍ୟପକ୍ଷରେ “ମର୍ନିଂ କନସଲ୍ଟ ପଲଟିକାଲ ଇଂଟେଲିଜେନ୍ସି”ନାମକ ଆମେରୀକୀୟ କମ୍ପାନୀ ମୋଦୀଙ୍କ ଆଦୃତିକୁ ଠିକ୍ ଭାବେ ତଉଲି ନାହାନ୍ତି । ବର୍ତମାନ ମୋଦି ଦେଶ ବିକୁଛନ୍ତି । ରେଳବାଇ, ଏୟାରପୋର୍ଟ, ଖଣି, ସରକାରୀ ଶିଳ୍ପ, ସାମରିକ ବିଭାଗ, ଏଲଆଇସି, ବ୍ୟାଙ୍କ୍, ବିମାନ ଓ ସାମୁଦି୍ରକ ବନ୍ଦର ପ୍ରଭୃତି ସମସ୍ତ ସରକାରୀ ସଂସ୍ଥାକୁ ବିକ୍ରି କରୁଥିବା ମୋଦିଙ୍କ ଆଦୃତି କଣ ତାହା ଉକ୍ତ ଆମେରିକୀୟ କମ୍ପାନୀ ତଉଲି ପାରିନାହାନ୍ତି । ଭାରତରେ କଳା କୃଷି ଆଇନ ଓ ୭୫୦ ଚାଷୀଙ୍କ ମୃତୁ୍ୟ, ଚାଷୀ ହତ୍ୟା,  ଅନିୟନ୍ତ୍ରିତ ତୈଳ ଓ ଗ୍ୟାସ ଦର ଏବଂ ବେଲଗାମ୍  ନିତ୍ୟ ବ୍ୟବହାର୍ଯ୍ୟ ଦର, ନୋଟ ବନ୍ଦୀ ବିଫଳତା ଓ ଋଣ ଭାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପାରଗତା ଓ କୁଶାସନକୁ ପଦାରେ ପକାଇଛି । ମୋଦୀଙ୍କ ଶାସନରୁ ମୁକ୍ତି ପାଇବାପାଁଇ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । 

ସୁତରାଂ ଭାରତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଓଡ଼ିଶା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟେ ବିନାଶର କାରଣ । ଏଣୁ ଏମାନଙ୍କ ଗୁଣ ଚର୍ଚ୍ଚା କରିବା  ସଂସ୍ଥା ଜନସ୍ୱାର୍ଥ ବିରୋଧି ବୋଲି ନୱାଜ କହିଛନ୍ତି ।

Powered by Froala Editor

Tags Yasin nawaj

Related articles Odisha News Lens 4.1

  • ନିୟମିତ ମୁଗ ଡ଼ାଲି ପାଣି ପିଇଲେ ହୃଦୟ ରହିଥାଏ ସୁସ୍ଥ
    ବିଶେଷ

    ନିୟମିତ ମୁଗ ଡ଼ାଲି ପାଣି ପିଇଲେ ହୃଦୟ ରହିଥାଏ ସୁସ୍ଥ

    14426
    Jul 22, 2025
  • ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୧ ମୃତ
    ଦେଶ-ଦେଶାନ୍ତର

    ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୧ ମୃତ

    13763
    Jul 21, 2025
  • ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ କୃପା
    ବିଶେଷ

    ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ କୃପା

    14923
    Jul 21, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ...
    ବାଣିଜ୍ୟ

    ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ...

    13831
    Jul 21, 2025
  •  ବାର ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇପାରେ ଏହି ରୋଗର ଲକ୍ଷଣ
    ବିଶେଷ

    ବାର ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇପାରେ ଏହି ରୋଗର ଲକ୍ଷଣ

    15450
    Jul 22, 2025
  • ଦକ୍ଷିଣ ଭାରତର ୪ ଫିଲ୍ମ ଷ୍ଟାରଙ୍କୁୁ ଇଡି ସମନ
    ମନୋରଞ୍ଜନ

    ଦକ୍ଷିଣ ଭାରତର ୪ ଫିଲ୍ମ ଷ୍ଟାରଙ୍କୁୁ ଇଡି ସମନ

    14772
    Jul 21, 2025
  • ୟୁଏଇ ଫ୍ଲାଟରୁ ମିଳିଲା ମହିଳାଙ୍କ ମୃତଦେହ
    ଦେଶ-ଦେଶାନ୍ତର

    ୟୁଏଇ ଫ୍ଲାଟରୁ ମିଳିଲା ମହିଳାଙ୍କ ମୃତଦେହ

    14707
    Jul 21, 2025
  • ବିଧାନସଭାରେ ବସି ତାସ୍ ଖେଳିଲେ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ବିଧାନସଭାରେ ବସି ତାସ୍ ଖେଳିଲେ ମନ୍ତ୍ରୀ

    15671
    Jul 21, 2025
  • ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର
    ଦେଶ-ଦେଶାନ୍ତର

    ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

    15529
    Jul 21, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୟୁଏଇ ଫ୍ଲାଟରୁ ମିଳିଲା ମହିଳାଙ୍କ ମୃତଦେହ

    14707
    Jul 21, 2025
  • ବାଣିଜ୍ୟ

    ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ...

    13831
    Jul 21, 2025
  • ଦେଶ-ଦେଶାନ୍ତର

    ବିଧାନସଭାରେ ବସି ତାସ୍ ଖେଳିଲେ ମନ୍ତ୍ରୀ

    15671
    Jul 21, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16630
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16743
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17062
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15547
    Apr 03, 2021

ବିଶେଷ

  • ନିୟମିତ ମୁଗ ଡ଼ାଲି ପାଣି ପିଇଲେ ହୃଦୟ ରହିଥାଏ ସୁସ୍ଥ

    14426
    Jul 22, 2025
  • ବାର ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇପାରେ ଏହି ରୋଗର ଲକ୍ଷଣ

    15450
    Jul 22, 2025
  • ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ କୃପା

    14923
    Jul 21, 2025
  • ଚପଲ ଓଲଟା ରଖିଲେ ହୋଇଥାଏ ଏହା

    14189
    Jul 19, 2025
  • ଶୁଭ କଳସ ବସାଇବାର ନିୟମ

    13866
    Jul 19, 2025

ବାଣିଜ୍ୟ

ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

ନ୍ୟୁବର୍ଗ ଗ୍ରୁପ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ସମଗ୍ର ଝାଡ଼ଖଣ୍ଡରେ ନିଦାନ ସୁବିଧା ଆରମ୍ଭ କରିବା ପାଇଁ ୧୦୦କୋଟିରୁ ଅଧିକ ଟଙ୍କା ନିବେଶର ପ୍ରତିଶ୍ରୁତି ଦେଇଛି, ହର୍ମୁ କଲୋନିରେ ୩୦ କୋଟି ଟଙ୍କା ବ୍ୟୟରେ ପ୍ରଥମ କ ...

  • ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ

    14430
    Jul 19, 2025
  • ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

    15009
    Jul 09, 2025
  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15893
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16422
    Jul 01, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିୟମିତ ମୁଗ ଡ଼ାଲି ପାଣି ପିଇଲେ ହୃଦୟ ରହିଥାଏ ସୁସ୍ଥ

    14426
    Jul 22, 2025
  • ବିଧାନସଭାରେ ବସି ତାସ୍ ଖେଳିଲେ ମନ୍ତ୍ରୀ

    15671
    Jul 21, 2025
  • ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ କୃପା

    14923
    Jul 21, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In