ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାର ଶୁଭାରମ୍ଭ, ଅଯୋଧ୍ୟା ଅଭିମୁଖେ ବାହାରିଲେ ୭୭୫ ଜଣ

15180

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାର ଶୁଭାରମ୍ଭ। ଭୁବନେଶ୍ୱର ପଟିଆସ୍ଥିତ ନ୍ୟୁ ରେଳ ଷ୍ଟେସନରୁ ବାରଣାସୀ ଓ ଅଯୋଧ୍ୟା ଅଭିମୁଖେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି। 

ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ...

14644

ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟର ୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ବିହାରର ବାଙ୍କିପୁରରେ ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପିକେ) ୧୯,୩୨୪ ଖଣ୍ଡ ଭୋଟ୍ ବ୍ୟବଧାନରେ ପ୍ରଚଣ୍ଡ ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ପରାସ୍ତ କରି ସେ ନି ...

  • 14236

    ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କମିବାର ନା ଧରୁନି। ବିବାଦ ଦିନକୁ ଦିନ ପୁଣି ଘନେଇବାରେ ଲାଗିଛି। ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏହା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ଏବେ ପ୍ ...

  • 14109

    ନୂଆଦିଲ୍ଲୀ: ଚିନିର କଳାବଜାରୀ ଓ ଅତ୍ୟଧିକ ମହଜୁଦକୁ ରୋକିବା ପାଇଁ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ଚିନି ଡିଲରମାନେ ୨ ହଜାର କ୍ୱିଣ୍ଟାଲରୁ ଅଧିକ ଚିନି ମହଜୁଦ ରଖିପାରିବେ ନାହିଁ। ସେପ୍ଟେମ୍ବର ୧୫ରୁ ଏହି ନୂଆ ନିୟମ ଲାଗୁ ହେବ। ପୂର୍ବରୁ ଡିଲରମାନଙ୍କୁ ସର୍ବାଧିକ ୪ ହଜାର କ୍ୱିଣ୍ଟାଲ ପର୍ଯ୍ୟନ୍ତ ଚିନ ...

  • 13632

    କାଠମାଣ୍ଡୁ: ନେପାଳରେ ଭୟାବହ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମୃତ୍ୟୁସଂଖ୍ୟା ୧ ହଜାର ପାର୍‌ କରିଛି। ନେପାଳରେ ୯୮୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଡ଼ୋଶୀ ଚୀନ୍‌ରେ ମଧ୍ୟ ୧୬ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି। ଫଳରେ ଦୁଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧ ହଜାର ୩ ଜଣରେ ପହଞ୍ଚିଛି।

    ନେପାଳ ବିପର୍ଯ ...

  • 14408

    ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ସାମର୍ଥ୍ୟ ପାଇବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହା କମ୍ପ୍ୟୁଟର ଓ ଇଣ୍ଟରନେଟ ସମ୍ବନ୍ଧିତ କାମରେ ମଣିଷକୁ ପଛରେ ପକାଇ ଦେବ। ଏହା ଫଳରେ ଇଣ ...

  • 14273

    ତେହରାନ: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ପୁନର୍ବାର ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ଆମେରିକା ସେନା ହର୍ମୁଜ ପ୍ରଣାଳୀରେ ଥିବା ଇରାନୀ ରକେଟ୍ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ କରିଛି। କିଛି ଦିନର ଅସ୍ତ୍ରବିରତି ପରେ ଆମେରିକା ପୁଣି ଥରେ ଇରାନ ଉପରେ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇରାନ ଏହି ଆକ୍ରମଣ ...

  • 16314

    ମୟୂରଭଞ୍ଜ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସ୍ବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏଟିଏମ୍ ରୁ ନୂଆ ତରିକାରେ ଟଙ୍କା ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରି ଏଟିଏମ୍ ଲୁଟ କରିଛନ୍ତି ଦୁର୍ବୃତ୍ତ। ଏପରିକି ଲୁଟ୍ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ...

  • 16155

    କଣାସ ମୁଖ୍ୟରାସ୍ତା ୫ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ପନିକିରେ ହାଣିଛନ୍ତି। ଡାହାଣ ହାତ ଓ ଡାହାଣ ଗୋଡ଼ ଆଣ୍ଠୁ ପାଖରୁ କଟିଯିବା ପରେ ତାଙ୍କ ଉପରେ ସ୍କୁଟି ଚଢ଼ାଇ ମୁହଁକୁ ଗୋଇଠା ମାରିଛନ୍ତି। ପରେ ବୁଲେଟ୍‌ ମୋଟରସାଇକଲ୍‌ରେ ତିନିଜଣ ବସି ତାଙ୍କ ଉପରେ ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଛନ୍ତି। ପ୍ରାୟ ଅଧଘଣ ...

  • 16113

    ଉଦଳା ଥାନା ଜଗନ୍ନାଥୀ ଗ୍ରାମରେ ଲୁଗା ଦୋଳିରେ ଖେଳୁଥିବା ବେଳେ ବେକରେ ଫାଶ ପଡି ଚାଲିଗଲା ନାବାଳକର ଜୀବନ। ମୃତ ନାବାଳକ ଜଣକ ହେଲେ ସତ୍ୟ ମୁର୍ମୁ ।

    ଉଦଳା ଥାନା ଜଗନ୍ନାଥୀ ଗ୍ରାମର ଦୁର୍ଗା ମୁର୍ମୁଙ୍କ ସାନପୁଅ ସତ୍ୟ ମୁର୍ମୁ ଘର ବାଡ଼ିରେ ଆତ ଗଛରେ ଶାଢ଼ୀରେ ହୋଇଥିବା ଦୋଳିରେ ବସି ଝୁଲୁଥିଲା। ପୁଅ ଖେଳୁଥିବା ଦେଖ ...

  • 14835

    ସାରା ଦେଶରେ ପାଟଣା ବ୍ଲକ୍‌ର ଡିଆନାଳୀ ଗ୍ରାମ ଜିତୁ ମୁଣ୍ଡାର ଘଟଣା ଖବରର ଶିରୋନାମା ପାଲଟିଛି। ୩ ମାସ ତଳେ ପ୍ରାଣ ହରାଇଥିବା ଭଉଣୀର ମୃତଦେହକୁ ଖୋଳି ବାହାର କରି ବ୍ୟାଙ୍କରେ ପହଞ୍ଚିବା ଘଟଣା ସାରା ବିଶ୍ୱରେ ଆଲୋଡ଼ନ କରିଛି । ଏହି ଘଟଣାରେ ରବିବାର ପୁଣି ଥରେ ଜିତୁ ମୁଣ୍ଡାର ପରିବାର ଶୁଦ୍ଧି ହେବେ । 

  • 15640

    ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । କଏଦୀଙ୍କ ଝୁଲନ୍ତା ମୃତାଦେହ ଶୌଚାଳୟରୁ ମିଳିଛି । ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦୀପ୍ତି ରଞ୍ଜନ ସ୍ୱାଇଁ ।  

    ଜେଲ୍ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୩ ମସିହାରେ ଏକ ଦୁଷ୍କର୍ମ ଅଭିଯୋଗ ...

  • 14559

    କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଲୁଟ୍ ହୋଇ ଚାଲିଛି । ଦୁଇଦିନ ଭିତରେ ଦୁଇଟି ଲୁଟ୍ ପୁଲିସ ନିଦ ହଜାଇ ଦେଇଛି । ଗତ ମଙ୍ଗଳବାର ସୁଲଣ ଗାଁ ନିକଟରୁ ମଧୁସୂଦନ ଜେନାଙ୍କ ଘରୁ ଲୁଟ୍ ହୋଇଥିଲା । ମଧୁସୂଦନ ଶିକ୍ଷକ ହୋଇଥିବାରୁ ସେ ସ୍କୁଲ ଯିବାପରେ ତାଙ୍କ ଅନୁପସ୍ଥିତର ସୁଯୋଗ ନେଇ ଦୁର୍ବୃତ୍ତମାନ ...

ଟଙ୍କା ପାଇଁ ବାହାଘର, ଯୁବକଙ୍କୁ ଲୁଟି କନ୍ୟା ଫେରାର

14318

ଉତ୍ତରପ୍ରଦେଶର ମଥୁରାରେ ବିବାହ ପରେ ଯୁବକଙ୍କଠାରୁ ଟଙ୍କା ଲୁଟି ଯୁବତୀ ଫେରାର ହୋଇଛି । ସୂଚନା ଅନୁଯାୟୀ, ଏହି ମାମଲା ମଥୁରା ଜିଲ୍ଲାର ସୁରୀର କୋତୱାଲି ଥାନା ଅନ୍ତର୍ଗତ ନଗଲା ଜୟ ସିଂହ ଗାଁର । ଏହି ଗାଁର ବାସିନ୍ଦା ଚନ୍ଦ୍ରଭାନ ନାମକ ଜଣେ ଯୁବକ ବାହାଘର ଆଶାରେ ଥିଲେ । 

ଚନ୍ଦ୍ରଭାନଙ୍କ ସମ୍ପର୍କୀୟ ସୁନ୍ ...

14557

ନେପାଳ ଓ ତିବ୍ଦତରେ ହୋଇଥିବା ଭୟଙ୍କର ବନ୍ୟା ମଧ୍ୟରେ ଅଭିନେତ୍ରୀ ମାନସୀ ପାରେଖ ନିଖୋଜ ଥିବା ନେଇଙ୍କୁ ନେଇ ବିଭିନ୍ନ ଗୁଜବ ସୃଷ୍ଟି ହୋଇଥିଲା। ତେବେ ମାନସୀ ସୁରକ୍ଷିତ ଭାବେ କୈଳାସ ମାନସରୋବର ଯାତ୍ରା ସମାପ୍ତ କରି ମୁମ୍ବାଇ ଫେରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ପରିବାର ସଦସ୍ୟମାନେ ତାଙ୍କୁ ଦେଖି ଆଶ୍ୱସ୍ତ ହୋଇଛ ...

ଏକ ନଜରରେ ଖବର