ସ୍ୱଚ୍ଛତା କେବଳ ଏକ କାର୍ଯ୍ୟ ନୁହେଁ, ଏହା ହେଉଛି ଆମର ନୈତିକ ସଂସ୍କାର: ଧର୍ମେନ୍ଦ୍ର

14293

ସମ୍ବଲପୁର:  ସ୍ୱଚ୍ଛତା କେବଳ ଏକ କାର୍ଯ୍ୟ ନୁହେଁ, ଏହା ହେଉଛି ଆମର ନୈତିକ ସଂସ୍କାର । ସୁସ୍ଥ ରହିବା ପାଇଁ ହେଲେ ପରିବେଶକୁ ସ୍ୱଚ୍ଛ ରଖିବାକୁ ପଡ଼ିବ । ତେଣୁ ଏହାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା ସହ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ...

  • 15362

    ଆନନ୍ଦପୁର ବ୍ଲକ୍ କୋଳୀମାଟି ପଞ୍ଚାୟତ ବଣପାହାଡଘେରା ଏହି ଅଞ୍ଚଳଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । କେନ୍ଦୁଝର ବନବିଭାଗ ଅଧୀନ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦରଗଡିଶିଳାର ଶୋଭା ବେଶ ଆକର୍ଷଣୀୟ । ଏହାର ଗରିମାକୁ ବୃଦ୍ଧି କରିବା ନିମନ୍ତେ ବନ ବିଭାଗ ପକ୍ଷରୁ ଟୁରିଜିମ୍ ପ୍ଲାନ୍ ଆଧାରରେ ୬ ଗୋଟି କଟେଜର ବ୍ୟବସ୍ଥା କରାଯାଇ ...

  • 15312

    ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଜଣେ ମା’ ୭ ବର୍ଷର ଶିଶୁପୁତ୍ରକୁ କାମୁଡ଼ି ବାରମ୍ବାର କ୍ଷତାକ୍ତ କରି ପକାଉଥିବା ଅଭିଯୋଗ ହେଉଛି । ମହିଳା ଜଣକ ମାନସିକ ବିକୃତିରୁ ଏଭଳି ଅଘଟଣ ଘଟାଉଥିବା ଅନୁମାନ କରାଯାଉଛି ।  

    ବେଲପାହାଡ଼ ଜୋରବଗାରେ ରୁହନ୍ତି ସାହିଲ୍‌ ମହାରଣା । ୬ବର୍ଷ ତଳୁ ବାପା ଆରପାରିକୁ ...

  • 15027

    ଖପ୍ରାଖୋଲ ଥାନା ଘୁଚାପାଲି ଗ୍ରାମର ଜଣେ ଗାୟିକା ତଥା ଆଲବମ୍ ଅଭିନେତ୍ରୀ ଜସ୍ମିନ ମାଝୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି । ଜସ୍ମିନ ଏକାଧାରରେ ଜଣେ ସଂକୀର୍ତ୍ତନ ଗାୟିକା ହେବା ସହ ଏକାଧିକ ଆଲବମରେ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ହେ ...

  • 16121

    ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ଉଦୟପୁର ବନବିଭାଗ ଟିମ୍ । ଠାବ ହୋଇଥିବା ଓରାଙ୍ଗଉଟାନଙ୍କ ବୟସ ପ୍ରାୟ ୧ରୁ ୨ ବର୍ଷ ମଧ୍ୟରେ ବୋଲି ସୂଚନା ମିଳିଛି । ଭାରତରେ ସ୍ୱାଭାବିକ ଭାବେ ଓରାଙ୍ଗଉଟାନ ଦେଖାଯାଆନ୍ତି ନାହିଁ । ମାଲେସିଆ, ସୁମାତ୍ରା ଓ ...

  • 16386

    ମୟୂରଭଞ୍ଜ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସ୍ବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏଟିଏମ୍ ରୁ ନୂଆ ତରିକାରେ ଟଙ୍କା ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରି ଏଟିଏମ୍ ଲୁଟ କରିଛନ୍ତି ଦୁର୍ବୃତ୍ତ। ଏପରିକି ଲୁଟ୍ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ...

  • 16230

    କଣାସ ମୁଖ୍ୟରାସ୍ତା ୫ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ପନିକିରେ ହାଣିଛନ୍ତି। ଡାହାଣ ହାତ ଓ ଡାହାଣ ଗୋଡ଼ ଆଣ୍ଠୁ ପାଖରୁ କଟିଯିବା ପରେ ତାଙ୍କ ଉପରେ ସ୍କୁଟି ଚଢ଼ାଇ ମୁହଁକୁ ଗୋଇଠା ମାରିଛନ୍ତି। ପରେ ବୁଲେଟ୍‌ ମୋଟରସାଇକଲ୍‌ରେ ତିନିଜଣ ବସି ତାଙ୍କ ଉପରେ ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଛନ୍ତି। ପ୍ରାୟ ଅଧଘଣ ...

ପ୍ରେସର୍ କୁକର୍, ପଥର, ଲାପଟପ୍ ଚାର୍ଜର କେବଲରେ ସ୍ତ୍ରୀକୁ ମାରୁଥିଲେ ସ୍ୱାମୀ

14847

କେରଳର ନୀନ୍ଦକାରା ଅଞ୍ଚଳରୁ ଯୌତୁକ ନିର୍ଯାତନାର ମାମଲା ସାମ୍ନାକୁ ଆସିଛି। ଜଣେ ୨୪ ବର୍ଷୀୟା ନବବିବାହିତା ମହିଳା ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ ପାଇଁ ଅମାନୁଷିକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି।

ଅଞ୍ଜୁଙ୍କ ଅଭିଯୋଗ ଅନୁଯାୟୀ, ବିବାହର ମାତ୍ର ଗୋଟିଏ ସପ୍ତାହ ...

14915

୭୫ ବର୍ଷ ବୟସରେ ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୋଆର ଡୋନା ପାଉଲା ସ୍ଥିତ ବାସଭବନରେ ନାନା ପାଟେକର ଅଚେତ ଅବସ୍ଥାରେ ମିଳିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। 

ନାନା ପାଟେକର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କର ପ୍ରସ ...

ଏକ ନଜରରେ ଖବର