Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ...

  • ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ...

  • ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ...

  • ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ...

  • ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ...

  • ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା ...

  • ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ...

  • ଝିଅର ଚିକିତ୍ସା କରିପାରିଲାନି ମା’, ...

  • ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ, ...

  • ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା

ବିଶେଷ
Home ›› ବିଶେଷ ››ଏହିସବୁ ଜନିଷ ଖରାପ କରେ ଆପଣଙ୍କ ଦାନ୍ତର ସୁନ୍ଦରତା

ଏହିସବୁ ଜନିଷ ଖରାପ କରେ ଆପଣଙ୍କ ଦାନ୍ତର ସୁନ୍ଦରତା

2021-04-28 06:06:55
14500
Share:
Facebook
Twitter
E-Mail
WhatsApp
Telegram
ଏହିସବୁ ଜନିଷ ଖରାପ କରେ ଆପଣଙ୍କ ଦାନ୍ତର ସୁନ୍ଦରତା

ଚମକପ୍ରଦ ଦାନ୍ତ ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । କେବେ କେବେ ଆମେ ଏମିତି କିଛି ଖାଇ ଦେଇଥାଉ , ଯେଉଁଥି ପାଇଁ ଆମର ଦାନ୍ତରେ ଦାଗ ପଡ଼ିଯାଏ ଏବଂ ଦାନ୍ତ ଖରାପ ଦେଖାଯାଏ । ଆସନ୍ତୁ ଜାଣିବା ଖାଦ୍ୟ ପେୟର କେଉଁ ଜିନିଷ ଆମର ଦାନ୍ତର ସୁନ୍ଦରତା ବିଗିଡ଼ିବାର କାମ କରିଥାଏ ଏବଂ କୁଆଡେ ଯିବା ପୂର୍ବରୁ ଏହି ଖାଦ୍ୟରୁ ଦୂରେଇ ରୁହନ୍ତୁ।

ଚା – ଚା ପିଇବା ସମସ୍ତଙ୍କୁ ଭଲ ଲାଗିଥାଏ , କିନ୍ତୁ ଦାନ୍ତ ପାଇ ଚା ଭଲ ନୁହେଁ ବୋଲି କୁହାଯାଇଥାଏ । ଚା ଦାନ୍ତରେ ଅଧିକ ପ୍ରଭାବ ପକାଇ ଥାଏ । ଚା ଦାନ୍ତର ବାହାର ପରସ୍ତ ଇନେମଲକୁ କ୍ଷତି ପହଞ୍ଚାଇଥାଏ , ଯେଉଁଥିରେ ଏହି ଦୁର୍ବଳତା ହେବା ସହ ହଳଦିଆ ପଡିଥାଏ ।
କ୍ୟାଣ୍ଡିଜ୍‌ – ଯଦି ଆପଣଙ୍କର ମିଠା ଖାଇବା ସଉକ ଥାଏ ଏବଂ ଆପଣ ସବୁବେଳେ କ୍ୟାଣ୍ଡିଜ୍‌ ଖାଉଥାନ୍ତି ତ ଏହା ଆପଣଙ୍କର ଦାନ୍ତ ପାଇଁ ଭଲ ନୁହେଁ । ଏହା ଆପଣଙ୍କର ଜିଭର ରଙ୍ଗ ପରିବର୍ତ୍ତନ କରିବା ସହ ଦାନ୍ତ ଉପରେ ମଧ୍ୟ ଦାଗ ଛାଡ଼ି ଦେଇଥାଏ । ଯଦି ଆପଣ ଅଧିକ କ୍ୟାଣ୍ଡିଜ୍‌ ଖାଉଥାନ୍ତି ତ ଏହାର ମାତ୍ରା ସୀମିତ କରି ଦିଅନ୍ତୁ ।

ଏନର୍ଜି ଡ୍ରିଙ୍କ୍‌ – ଏସିଡ୍‌ ଥିବା ଫୁଡ୍‌ ଓ ଡ୍ରିଙ୍କ୍‌ ମଧ୍ୟ ଦାନ୍ତକୁ ଖରାପ କରିଥାଏ । ଏନର୍ଜି ଡ୍ରିଙ୍କ୍ସ ମଧ୍ୟ ଦାନ୍ତର ବାହାର ପରସ୍ତକୁ ଖରାପ କରିଥାଏ । ଭଲ ହେବ କି ଆପଣ ୱାର୍କଆଉଟ୍‌ ସମୟରେ ଏନର୍ଜି  ଡ୍ରିଙ୍କସ ସ୍ଥାନରେ ପାଣି ପିଅନ୍ତୁ।

ଫଳ ଓ ବେରୀ – କିଛି ଖାସ୍‌ ଫଳ ଓ ବେରୀ ମଧ୍ୟ ଦାନ୍ତର ସୁନ୍ଦରତାକୁ ବିଗାଡ଼ି ଦେଇଥାଏ । ବ୍ଲୁବେରୀ, ବ୍ଲାକବେରୀ , ଚେରୀ ଓ ଅନେକ ଫଳ ଦାନ୍ତ ଉପରେ ନିଜର ଦାଗ ଛାଡ଼ି ଦେଇଥାନ୍ତି । ଭଲ ହେବ ଏହାର ଜୁସ୍‌ ପିଅନ୍ତୁ ବା ଏହାକୁ ଛୋଟ ଛୋଟ ଖଣ୍ଡ କରି ଖାଆନ୍ତୁ ।  

ସସ୍‌ – ସସ୍‌ ଖାଇବାରେ ବହୁତ ସ୍ୱାଦିଷ୍ଟ ଲାଗିଥାଏ , କିନ୍ତୁ ଗଭୀର ରଙ୍ଗ ଭଳି ସୋୟା ସସ୍‌ ଓ ଟମାଟୋ ସସ୍‌ ଦାନ୍ତଗୁଡ଼ିକୁ ଖରାପ କରିପାରେ । ଦାନ୍ତକୁ ରକ୍ଷା କରିବା ପାଇଁ ଭଲ ହେବ କି ଆପଣ ହାଲକା ରଙ୍ଗର ଓ କ୍ରିମି ସସ୍‌ ଖାଆନ୍ତୁ । ଖାଇବା ତୁରନ୍ତ ପରେ ବ୍ରସ୍‌ ଓ କୁଳି କରନ୍ତୁ ।

କାର୍ବୋନେଟେଡ୍‌ ଡ୍ରିଙ୍କ୍ସ – ସୋଡ଼ା , କୋଲା ଓ ଅନ୍ୟ ସଫ୍ଟ ଡ୍ରିଙ୍କସ ଦାନ୍ତ ପାଇଁ କ୍ଷତିକାରକ ଅଟେ । ଏହି କାର୍ବୋନେଟେଡ୍‌  ଡ୍ରିକ୍ସରେ ମିଳୁଥିବା କେମିକଲ ଦାନ୍ତର ଏନେମଲକୁ ଖରାପ  କରିଦିଏ ଏବଂ ଦାନ୍ତରେ ହଳିଦିଆ ପଡ଼ିବା ସହ , ଦୁର୍ବଳ ନଜର ଆସେ ।

ଖାଇବା ପରେ ବ୍ରସ୍‌ କରନ୍ତୁ -–ଦାଗ ପକାଉଥିବା ଫୁଡ୍‌ ଆଇଟମ ବା ଡ୍ରିଙ୍କସ ପିଇବା ପରେ କୁଳି କରି ନିଅନ୍ତୁ । ଏଥିରେ ଦାନ୍ତରେ ଦାଗ ପଡ଼େନାହିଁ । ଯଦି ଆପଣ କିଛି ଏସିଡ୍‌ ଥିବା ଜିନିଷ  ଖାଇଛନ୍ତି , ଏହାପରେ ଦାନ୍ତର ଇନେମଲକୁ କ୍ଷତି କରିପାରେ , ତ ତୁରନ୍ତ ଖାଇବାର ୩୦ ମିନିଟ୍ ପରେ ବ୍ରସ୍‌ କରି ନିଅନ୍ତୁ।

ଡ୍ରିଙ୍କିଂ ଷ୍ଟ୍ରର ବ୍ୟବହାର କରନ୍ତୁ –  ସୋଡ଼ା , ଜୁସ୍‌ ଓ ଆଇସ୍‌ ଟି ଭଳି  ଦାଗ ଛାଡ଼ିବା ଡ୍ରିଙ୍କସକୁ ଷ୍ଟ୍ରରୁ ପିଅନ୍ତୁ । ଏଥିରେ ଲିକ୍ୱିଡ୍‌ ବିନା ଆପଣଙ୍କର ଦାନ୍ତକୁ ଛୁଇଁ ପାଟି ଭିତରକୁ ଯିବ ଏବଂ ଏହାକୁ କୌଣସି କ୍ଷତି ପହଞ୍ଚିବ ନାହିଁ ।

 ଦାଗ ପକାଉଥିବା  ଫୁଡ୍‌ ଆଇଟମ ଓ ଡ୍ରିଙ୍କସକୁ ମୁହଁରେ ନରଖନ୍ତୁ ଏବଂ ଏହାକୁ ଶୀଘ୍ର-ଶୀଘ୍ର ବାହାରକୁ ବାହାରି କରିଦିଅନ୍ତୁ । ଏଥିରେ ଦାନ୍ତରେ ଦାଗ ହେବନାହିଁ । ଖାଦ୍ୟକୁ  ଚୋବାଇ ଚୋବାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ।

Powered by Froala Editor

Tags teeth care

Related articles Odisha News Lens 4.1

  • ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ
    ଦେଶ-ଦେଶାନ୍ତର

    ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ

    14760
    Oct 12, 2026
  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ
    ଦେଶ-ଦେଶାନ୍ତର

    ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ

    14275
    Oct 12, 2026
  • ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ ଗିରଫ
    ଦେଶ-ଦେଶାନ୍ତର

    ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ ଗିରଫ

    13900
    Oct 12, 2026
  • ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା
    ଦେଶ-ଦେଶାନ୍ତର

    ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା

    14851
    Oct 12, 2026
  • ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ, ସୋସିଆଲ ମିଡିଆକୁ ଆଉ ମନଇଚ୍ଛା ବ୍ୟବହାର ...
    ଦେଶ-ଦେଶାନ୍ତର

    ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ, ସୋସିଆଲ ମିଡିଆକୁ ଆଉ ମନଇଚ୍ଛା ବ୍ୟବହାର ...

    14027
    Oct 11, 2026
  • ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ
    ଦେଶ-ଦେଶାନ୍ତର

    ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ

    14430
    Oct 12, 2026
  • ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି
    ଦେଶ-ଦେଶାନ୍ତର

    ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି

    14415
    Oct 12, 2026
  • ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା
    ଅପରାଧ

    ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା

    13857
    Oct 11, 2026
  • ଝିଅର ଚିକିତ୍ସା କରିପାରିଲାନି ମା’, ହ୍ରଦକୁ ଠେଲିଦେଲା
    ଦେଶ-ଦେଶାନ୍ତର

    ଝିଅର ଚିକିତ୍ସା କରିପାରିଲାନି ମା’, ହ୍ରଦକୁ ଠେଲିଦେଲା

    14016
    Oct 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ

    14430
    Oct 12, 2026
  • ଦେଶ-ଦେଶାନ୍ତର

    ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ

    14760
    Oct 12, 2026
  • ଅପରାଧ

    ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା

    13857
    Oct 11, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17174
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17864
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17820
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18238
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14525
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14631
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15636
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14310
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16046
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15799
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15028
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15550
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14027
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା

    13857
    Oct 11, 2026
  • ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ, ସୋସିଆଲ ମିଡିଆକୁ ଆଉ ମନଇଚ୍ଛା ବ୍ୟବହାର କରିପାରିବେ ନାହିଁ

    14027
    Oct 11, 2026
  • ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା

    14851
    Oct 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In