Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ

  • ୨ ଫାଳ ଉଦ୍ଧବସେନା : ‘ଅପରେଶନ ଟାଇଗର’ ...

  • କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ...

  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ...

  • ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ ...

  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ...

  • ୫୨ ବର୍ଷରେ ପାଦ ଥାପିଲେ ବିଜୟ

  • ଟ୍ରେନରେ ଧୁମ୍ରପାନ କଲେ ଜରିମାନା

  • ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ...

  • ଇନଷ୍ଟାମାର୍ଟରେ ଚା’ ଅର୍ଡର କରିବାରେ ...

Home ›› ››ଆପଣାନ୍ତୁ ଏହି ଅଭ୍ୟାସ, ପାଖ ମାଡ଼ିବନି ରୋଗ

ଆପଣାନ୍ତୁ ଏହି ଅଭ୍ୟାସ, ପାଖ ମାଡ଼ିବନି ରୋଗ

2022-01-05 05:30:55
14017
Share:
Facebook
Twitter
E-Mail
WhatsApp
Telegram
ଆପଣାନ୍ତୁ ଏହି ଅଭ୍ୟାସ, ପାଖ ମାଡ଼ିବନି ରୋଗ


ଭୁବନେଶ୍ୱର: ପୁରୁଣା ବର୍ଷକୁ ବିଦାୟ ଦେଇ ପାଦ ଥାପିଛନ୍ତି ନୂଆ ବର୍ଷରେ । କିନ୍ତୁ କମିନାହିଁ କରୋନାର ଭୟ ଗତ ୨ବର୍ଷ ହେବ ବିଶ୍ୱରେ ନିଜର ଭୟାବହତା ବିସ୍ତାରରେ ଲାଗି ରହିଛି । ଏବେ ମଧ୍ୟ କମିବା ଅପେକ୍ଷା ନିଜର କାୟା ବିସ୍ତାରରେ ଲାଗିପଡ଼ିଛି କରୋନା । ଏଥିପାଇଁ ନୂତନ ବର୍ଷ ଅବସରରେ ନିଜକୁ ସୁରକ୍ଷିତ ରଖିବା ସହିତ ନିଜର ପାରିପାଶ୍ୱିକ ପରିବେଶ ଓ ନିଜ ପରିବାର ଓ ପ୍ରିୟ ଜନଙ୍କ ମଧ୍ୟରେ ସାବଧାନତା ଓ ସୁସ୍ଥ ରହିବାର ବାର୍ତ୍ତା ପ୍ରଦାନ କରିବେ । ଆସନ୍ତୁ ଏହି ନୂଆ ବର୍ଷରେ ନେବା କିଛି ନୂଆ ଶପଥ ନିଜକୁ ଓ ଆମର ପରିପାଶ୍ୱର୍କ ସୁସ୍ଥ ଓ ସମୃଦ୍ଧ କରିବାକୁ । ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ପାଇଁ ଅନ୍ତତଃ କିଛି ସମୟ ବାହାର କରିବା ଏକ ସୁସ୍ଥ ଓ ନିରାମୟ ଜୀବନ ପାଇଁ । ତେବେ ଏହି କ୍ରମରେ ଆଜି ଏପରି ୧୦ଟି ଅଭ୍ୟାସ ବିଷୟରେ ଜାଣିବା ଯାହାକୁ ଦୈନନ୍ଦିନ ଜୀବନରେ ଆପଣେଇଲେ କେବେବି ଅସୁସ୍ଥ ହେବେ ନାହିଁ ।


 ୧- ଏପରି କରନ୍ତୁ ଦିନର ଆରମ୍ଭ : ବିଳମ୍ବରେ ଶୋଇ ବିଳମ୍ବରେ ଉଠିବା ଏକ ଖରାପ ଅଭ୍ୟାସ, ତେଣୁ ସକାଳେ ଉଠିବା ଏକ ଅଭ୍ୟାସ କରନ୍ତୁ  । ସୁସ୍ଥ ରହିବା ପାଇଁ ଫଳ ସହିତ ଦିନ ଆରମ୍ଭ କରନ୍ତୁ । ଦିନରେ ବ୍ରେକଫାଷ୍ଟ ପରେ ଅନ୍ତତଃ ଦୁଇ ପ୍ରକାରର ଫଳ ଖାଆନ୍ତୁ । ୨୧ ଦିନରେ ଏହା ଅପଣଙ୍କର ଅଭ୍ୟାସରେ ବଦଳିଯିବ । ରାତି ୯ଟା ପୂର୍ବରୁ ରାତ୍ରୀ ଭୋଜନ କରନ୍ତୁ  ।ଏହାପରେ ଅଧଘଣ୍ଟା ହାଲକା ଚଲାଚଲି କରିବା ପରେ ଶୋଇବାକୁ ଯାଆନ୍ତୁ ।


 ୨- ବ୍ରେକଫାଷ୍ଟ, ଲଞ୍ଚ ଓ ଡିନରକୁ ନେଇ ଠିକ ଭାବେ ଯୋଜନା କରନ୍ତୁ । ବ୍ରେକଫାଷ୍ଟ ଓ ଦ୍ୱିପହର ଖାଇବା ପେଟପୁରା କରିବା ଦରକାର । ଓ ରାତିରେ ହାଲକା ଖାଇବା ସହ ଅଧାପେଟ ଖାଇ କିଛି ପାଣି ପାଇଁ ସ୍ଥାନ ରଖନ୍ତୁ । ପ୍ରୋଟିନ, ଫାଇବର ପରି ପୋଷକ ତତ୍ତ୍ୱ ଥିବା ଖାଦ୍ୟ ଖାଆନ୍ତୁ ।

୩- ସବୁବେଳେ ତଟକା , ଋତୁକାଳୀନ ଫଳ ଓ ପନିପରିବା ଖାଇବାକୁ ଚେଷ୍ଟା କରନ୍ତୁ । ବାହାରେ ଖାଇବା ଛାଡି ଘରେ ପ୍ରସ୍ତୁତ ଖାଦ୍ୟକୁ ଖାଇବକୁ ଚେଷ୍ଟା କରନ୍ତୁ । ଯେତେ ସମ୍ଭବ କମ ମସଲା ଯୁକ୍ତ ବା ବିନା ମସଲାଯୁକ୍ତ ଖାଦ୍ୟ ଓ ଅନେକାଂଶରେ ସିଝା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।

୪- ଖାଦ୍ୟର ପରିମାଣ ଆପଣଙ୍କ ବୟସ ଓ କାର୍ଯ୍ୟର ପ୍ରକାର ଭେଦ ଉପରେ ନିର୍ଭର କରେ । ଯଦି ଆପଣ କଠିନ ପରିଶ୍ରମ କରୁଛନ୍ତି ତେବେ ହାଇ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇପାରିବେ ହେଲେ କର୍ମ ଶାରୀରିକ ପରିଶ୍ରମ କରୁଥିଲେ କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।


 ୫- ସୁସ୍ଥ ଶରୀର ପାଇଁ ସୁସ୍ଥ ମସ୍ତଷ୍କ ମଧ୍ୟ ଆବଶ୍ୟକ । ଏଥିପାଇଁ ଅବଶ୍ୟକ ୭ରୁ ୮ ଘଣ୍ଟା ନିଦ୍ରା । ଏହା ଦ୍ୱାରା ଆପଣଙ୍କ ବ୍ରେନ୍ ଚିନ୍ତା ମୁକ୍ତ ରହିପାରିବ । ଏହାସହ ଭଲ ବହି ପଢିବା ସହ ଭଲ ଗୀତ ଶୁଣିବାକୁ ଚେଷ୍ଟା କରନ୍ତୁ ।ଏହାସହ ମଝିରେ ମଝିରେ ବାହାରକୁ ବୁଲିବାକୁ ଯିବାକୁ ଚେଷ୍ଟା କରନ୍ତୁ ।

୬- ଖୁବ ଗୁରୁତ୍ୱପୂର୍ଣ୍ଣ ହେଉଛି ପାଣି । ମାୟୋ କ୍ଲିନକର ଏକ ରିପୋର୍ଟ ମୁତାବକ, ପୁରୁଷଙ୍କୁ ଦୈନିକ ୩.୭ ଲିଟର ପାଣିବା ଉଚିତ  ।ସେହିପରି ମହିଳାଙ୍କୁ ଦୈନିକ ୨.୫ ଲିଟର ପାଣି ପିଇବା ଉଚିତ । ଏହା ଶରୀରରୁ ବିଷାକ୍ତ ଧାତବକୁ ଝାଳ ଓ ପରିଶ୍ରା ଭାବେ ବାହାରି କରିବା ସହ ଶରୀରକୁ କୋମଳ ରଖେ ।

୭- ଦୈନିକ କିଛି ସମୟ ବ୍ୟାୟାମ କରନ୍ତୁ । ଯଦି ବ୍ୟସ୍ତ ରହୁଛନ୍ତି ତେବେ ସପ୍ତାହକୁ ଅନ୍ତତଃ ୫ ଦିନ ୱାର୍କଆଉଟ କରିବାକୁ ଚେଷ୍ଟା କରନ୍ତୁ । ଦିନକୁ ଅନ୍ତତଃ ୪୫ମିନିଟ ୱାର୍କଆଉଟ କରନ୍ତୁ ।

୮- ବାହାରର ଖାଇବାକୁ ନାଁ କୁହନ୍ତୁ । ହାଇ ସୁଗାର ଓ ହାଇ ସୋଡିୟମ ଯୁକ୍ତ ଖାଦ୍ୟ ଯେପରି ଅଧିକ ମିଠା ଓ ନମକିନ୍ ବାଲା ଖାଦ୍ୟରୁ ଦୂରେଇ ରୁହନ୍ତୁ ।

୯- ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସତସଙ୍ଗ । ଏପରିକ ଇଚି ବନ୍ଧୁ କରନ୍ତୁ ଯେଉଁମାନେ ସକାରାତ୍ମକ ହୋଇଥିବେ  ।ଯାହାଙ୍କ ସହ ମିଶି ଆପଣଙ୍କୁ କିଛି ଭଲ ଟିପ୍ସ ମିଳିପାରିବ , ଅସମୟରେ ମାନସିକ ସହଯୋଗ ମିଳିପାରୁଥିବ ।

୧୦-ବାହାରକୁ ଯାଇଥିଲେ ପ୍ରତିଥର ହାତ ଓ ପାଦକୁ ଧୋଇବାକୁ ଚେଷ୍ଟା କରନ୍ତୁ । ଏହି ଅଭ୍ୟାସ ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିପାରିବ ।  ତେବେ ଏହି କିଛି ଅଭ୍ୟାସକୁ ଆପଣଙ୍କ ଜୀବନରେ ସାମିଲ କରିପାରିଲେ ଆପଣ ସୁସ୍ଥ ରହିବା ନିଶ୍ଚିତ ।

Powered by Froala Editor

Tags Life style

Related articles Odisha News Lens 4.1

  • କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ଇସ୍ତଫା
    ରାଜନୀତି

    କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ଇସ୍ତଫା

    15505
    Jun 23, 2026
  • ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ
    ଦେଶ-ଦେଶାନ୍ତର

    ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ

    13715
    Jun 23, 2026
  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...
    ଦେଶ-ଦେଶାନ୍ତର

    ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...

    14618
    Jun 22, 2026
  • ଇନଷ୍ଟାମାର୍ଟରେ ଚା’ ଅର୍ଡର କରିବାରେ ଭୁବନେଶ୍ୱର ଆଗରେ
    ଦେଶ-ଦେଶାନ୍ତର

    ଇନଷ୍ଟାମାର୍ଟରେ ଚା’ ଅର୍ଡର କରିବାରେ ଭୁବନେଶ୍ୱର ଆଗରେ

    14877
    Jun 22, 2026
  • ଟ୍ରେନରେ ଧୁମ୍ରପାନ କଲେ ଜରିମାନା
    ଦେଶ-ଦେଶାନ୍ତର

    ଟ୍ରେନରେ ଧୁମ୍ରପାନ କଲେ ଜରିମାନା

    14618
    Jun 22, 2026
  • ୨ ଫାଳ ଉଦ୍ଧବସେନା  : ‘ଅପରେଶନ ଟାଇଗର’ ସମ୍ପୂର୍ଣ୍ଣ
    ରାଜନୀତି

    ୨ ଫାଳ ଉଦ୍ଧବସେନା : ‘ଅପରେଶନ ଟାଇଗର’ ସମ୍ପୂର୍ଣ୍ଣ

    13790
    Jun 23, 2026
  • ୫୨ ବର୍ଷରେ ପାଦ ଥାପିଲେ ବିଜୟ
    ଦେଶ-ଦେଶାନ୍ତର

    ୫୨ ବର୍ଷରେ ପାଦ ଥାପିଲେ ବିଜୟ

    15357
    Jun 22, 2026
  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା
    ଦେଶ-ଦେଶାନ୍ତର

    କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା

    13425
    Jun 23, 2026
  • ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ଓଡ଼ିଶାର ୨ ମହିଳା ମୃତ
    ଦେଶ-ଦେଶାନ୍ତର

    ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ଓଡ଼ିଶାର ୨ ମହିଳା ମୃତ

    14808
    Jun 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର କଲେ ସିଧା ଯମରାଜଙ୍କ ପାଖକୁ ଯିବ

    14618
    Jun 22, 2026
  • ଦେଶ-ଦେଶାନ୍ତର

    ଟ୍ରେନରେ ଧୁମ୍ରପାନ କଲେ ଜରିମାନା

    14618
    Jun 22, 2026
  • ଦେଶ-ଦେଶାନ୍ତର

    ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ

    14841
    Jun 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16937
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17556
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17606
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18002
    Sep 06, 2023

ବିଶେଷ

  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    14737
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    14612
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15583
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14442
    Jun 19, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15768
    Jun 18, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13769
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14870
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15484
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15235
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ଇସ୍ତଫା

    15505
    Jun 23, 2026
  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା

    13425
    Jun 23, 2026
  • ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ

    14841
    Jun 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In