Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 29, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ...

ଜିଲ୍ଲା ପରିକ୍ରମା
Home ›› ଜିଲ୍ଲା ପରିକ୍ରମା ››୮ ଦିନ ପାଇଁ ଢେଙ୍କାନାଳର ଏସବୁ ପର୍ଯ୍ୟଟନସ୍ଥଳରେ ଲାଗିବ ୧୪୪ ଧାରା, ଜାଣନ୍ତୁ କାହିଁକି...

୮ ଦିନ ପାଇଁ ଢେଙ୍କାନାଳର ଏସବୁ ପର୍ଯ୍ୟଟନସ୍ଥଳରେ ଲାଗିବ ୧୪୪ ଧାରା, ଜାଣନ୍ତୁ କାହିଁକି...

2021-12-23 19:45:16
15674
Share:
Facebook
Twitter
E-Mail
WhatsApp
Telegram
୮ ଦିନ ପାଇଁ ଢେଙ୍କାନାଳର ଏସବୁ ପର୍ଯ୍ୟଟନସ୍ଥଳରେ ଲାଗିବ ୧୪୪ ଧାରା, ଜାଣନ୍ତୁ କାହିଁକି...

କୋଭିଡ ଗାଇଡଲାଇନ ଅନୁଯାୟୀ ୨୫ ତାରିଖ ବଡଦିନଠାରୁ ଜାନୁଆରୀ ୨ ତାରିଖ ନୂତନ ବର୍ଷ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାରେ ଜାରି ହୋଇଛି କଟକଣା । ମନ୍ଦିରରେ ସମାବେଶ, ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ, ଜନଗହଳି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲଗାଯାଇଛି । ଜିଲ୍ଲାର ୨୩ଟି ପ୍ରସିଦ୍ଧ ମନ୍ଦିର ଓ ୬ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଜାରି କରାଯିବା ସହ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରାଯାଇଛି ।  ଜିଲ୍ଳାରେ ଥିବା କପିଳାସର ଶ୍ରୀଶ୍ରୀ ଚନ୍ଦ୍ରଶେଖରଜୀଉ ପୀଠ, ଲତାଦେଇପୁରସ୍ଥିତ ଊନ୍ନକୋଟିଶ୍ୱର ମନ୍ଦିର, ବଳରାମଜୀଉ  ମନ୍ଦିର, ବଡନାଗେନାସ୍ଥିତ ନାଗନାଥେଶ୍ୱର, ଗଙ୍ଗାଧରପ୍ରସାଦସ୍ଥିତ ପଶ୍ଚିମେଶ୍ୱର, କାମାକ୍ଷାନଗରସ୍ଥିତ ରାମେଶ୍ୱର ମନ୍ଦିର, ହାଟୁଆରୀର କପିଳେଶ୍ୱର, ଶିବୁଳାପଶି ସ୍ୱପ୍ନେଶ୍ୱର ମନ୍ଦିର, ଭୁବନର ବୁଦ୍ଧେଶ୍ୱର ମନ୍ଦିର, କୁଆଳୋ ଅଷ୍ଟଶମ୍ଭୁ ସ୍ୱପ୍ନେଶ୍ୱର ମନ୍ଦିର, ବାଲିମୀ ଅଞ୍ଚଳରେ ଥିବା ରଞ୍ଜାଗୋଳ ଶିବ ମନ୍ଦିର, ରକୋଳାର କୁଣ୍ଡେଶ୍ୱର ମନ୍ଦିର, ମହାତଲାର ମାତଳେଶ୍ୱର ମନ୍ଦିର, ଚିତ୍ତଲପୁରର ଉଗ୍ରେଶ୍ୱର ମହାଦେବ ମନ୍ଦିର, ନାଧରାସ୍ଥିତ ଗୋ-କନକେଶ୍ୱର ଏବଂ ରାମଚଣ୍ଡି ମନ୍ଦିର ଆଦି ୨୩ ମନ୍ଦିର ସମେତ ଢେଙ୍କାନାଳ ସଦର ବ୍ଲକ୍ ସପ୍ତଶଯ୍ୟା, କାମାକ୍ଷାନଗର ରାମିଆଳନଦୀ ସାଇନ୍ସ ସ୍ପଟ୍‌, ଗୁଣ୍ଡିଚାନାଳି ନଦୀକୂଳ, କଙ୍କଡାହାଡର ଦଣ୍ଡାଧର ଜଳପ୍ରପାତ, ପରଜଙ୍ଗର ଦଦରାଘାଟି ଜଳପ୍ରପାଦ ଓ ରାସୋଳର ସାପୁଆ ଜଳପ୍ରପାତ ଆଦି ପର୍ଯ୍ୟଟନସ୍ଥଳୀ ଗୁଡିକରେ ୮ ଦିନ ପାଇଁ ୧୪୪ ଧାରା ଲାଗିଛି ।  ୟୁ/ଏସ୍ ୧୪୪ ସିଆରପିସି ୧୯୭୩ ଅନୁସାରେ ଏହି ନିଷେଧାଜ୍ଞା ଜାରି କରାଯାଇଛି ।

Powered by Froala Editor

Tags DKL

Related articles Odisha News Lens 4.1

  • ଲସ୍କର-ଏ-ତୈବାର ଦୁଇ ଆତଙ୍କବାଦୀ କଲେ ଆତ୍ମସମର୍ପଣ
    ଦେଶ-ଦେଶାନ୍ତର

    ଲସ୍କର-ଏ-ତୈବାର ଦୁଇ ଆତଙ୍କବାଦୀ କଲେ ଆତ୍ମସମର୍ପଣ

    14226
    May 29, 2025
  • ଚା’ ସହିତ ଏହି  ଜିନିଷ ଖାଇବା ମନା
    ବିଶେଷ

    ଚା’ ସହିତ ଏହି ଜିନିଷ ଖାଇବା ମନା

    14011
    May 29, 2025
  • ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ମସ୍କ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ମସ୍କ

    14983
    May 29, 2025
  • ନିର୍ବାଚନ ଲଢ଼ିବେ ସିଦ୍ଧୁ ମୁସେୱାଲାଙ୍କ ବାପା
    ଦେଶ-ଦେଶାନ୍ତର

    ନିର୍ବାଚନ ଲଢ଼ିବେ ସିଦ୍ଧୁ ମୁସେୱାଲାଙ୍କ ବାପା

    14766
    May 28, 2025
  • ମାତ୍ର ୪୫ ମିନିଟ୍‌ରେ ଏହି ଦୁଇ ବୀର ତିଆରି କରିଥିଲେ ‘ଅପରେସନ ସିନ୍ଦୂର’ ଲୋଗୋ
    ଦେଶ-ଦେଶାନ୍ତର

    ମାତ୍ର ୪୫ ମିନିଟ୍‌ରେ ଏହି ଦୁଇ ବୀର ତିଆରି କରିଥିଲେ ‘ଅପରେସନ ସିନ୍ଦୂର’ ଲୋଗୋ

    15262
    May 28, 2025
  • ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ
    ବିଶେଷ

    ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ

    15398
    May 29, 2025
  • ରୂପେଲି ପରଦାକୁ ଆସିବେ ‘ମଧୁ ବାରିଷ୍ଟର’
    ମନୋରଞ୍ଜନ

    ରୂପେଲି ପରଦାକୁ ଆସିବେ ‘ମଧୁ ବାରିଷ୍ଟର’

    14270
    May 28, 2025
  • ହନିମୁନ ଯାଇ ନବବିବାହିତ ଦମ୍ପତି ନିଖୋଜ
    ଦେଶ-ଦେଶାନ୍ତର

    ହନିମୁନ ଯାଇ ନବବିବାହିତ ଦମ୍ପତି ନିଖୋଜ

    14431
    May 28, 2025
  • ପାରାଙ୍କୁ ଖାଇବାକୁ ଦେଇ ୮୦ ହଜାର ଟଙ୍କା ଜରିମାନା ଗଣିଲେ
    ଦେଶ-ଦେଶାନ୍ତର

    ପାରାଙ୍କୁ ଖାଇବାକୁ ଦେଇ ୮୦ ହଜାର ଟଙ୍କା ଜରିମାନା ଗଣିଲେ

    15287
    May 28, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମାତ୍ର ୪୫ ମିନିଟ୍‌ରେ ଏହି ଦୁଇ ବୀର ତିଆରି କରିଥିଲେ ‘ଅପରେସନ ସିନ୍ଦୂର’ ଲୋଗୋ

    15262
    May 28, 2025
  • ମନୋରଞ୍ଜନ

    ରୂପେଲି ପରଦାକୁ ଆସିବେ ‘ମଧୁ ବାରିଷ୍ଟର’

    14270
    May 28, 2025
  • ଦେଶ-ଦେଶାନ୍ତର

    ବାତିଲ ହେଲା ମୋଦୀଙ୍କ ସିକ୍କିମ୍‌ ଗସ୍ତ

    14282
    May 29, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16629
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16919
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15458
    Apr 03, 2021

ବିଶେଷ

  • ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ

    15398
    May 29, 2025
  • ଚା’ ସହିତ ଏହି ଜିନିଷ ଖାଇବା ମନା

    14011
    May 29, 2025
  • ରୁଦ୍ରାକ୍ଷ ପାଣି ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ...

    14181
    May 28, 2025
  • ଏକ କିଲୋ ଆମ୍ବକୁ ୨.୭ ଲକ୍ଷ ଟଙ୍କା

    15228
    May 28, 2025
  • ଏହି ଖାଦ୍ୟ ଗରମ କରି ଖାଇଲେ ସୃଷ୍ଟି ହୋଇଥାଏ ମାରାତ୍ମକ rogo

    14132
    May 26, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16289
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14002
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14796
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15322
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରୂପେଲି ପରଦାକୁ ଆସିବେ ‘ମଧୁ ବାରିଷ୍ଟର’

    14270
    May 28, 2025
  • ବାତିଲ ହେଲା ମୋଦୀଙ୍କ ସିକ୍କିମ୍‌ ଗସ୍ତ

    14282
    May 29, 2025
  • ଚା’ ସହିତ ଏହି ଜିନିଷ ଖାଇବା ମନା

    14011
    May 29, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In