ଯୁବକଙ୍କ ଗଳକାଟି ନିର୍ମମ ହତ୍ୟା
ରାଉରକେଲା ସେକ୍ଟର-୫ ଦୀପିକା ସ୍କୁଲ ନିକଟରେ ଜଣେ ଯୁବକଙ୍କ ଗଳକାଟି ନିର୍ମମ ହତ୍ୟା କରାଯଇଛି। ଯୁବକଙ୍କ ବୟସ ପ୍ରାୟ ୩୦ ରୁ ୩୫ ବର୍ଷ ବୟସ ବୋଲି ଅନୁମାନ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳିଛି । ତାଙ୍କ ଘର ସେକ୍ଟର-୬ ମହିମା ଆଶ୍ରମ ବସ୍ତିରେ ବୋଲି ଜଣା ପଡିଛି । ତାଙ୍କ ମାଆ ପୁଅର ମୃତ ଦେହକୁ ଚିହ୍ନଟ କରିଛନ୍ତି।
Powered by Froala Editor