Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, September 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ ଉପରେ ୧୦୦% ଟାରିଫ୍‌ର ଟେନସନ୍, ...

  • ନାଳରେ ଭାସିଗଲା କାର୍‌, ୭ ମୃତ

  • ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ...

  • ମାଓବାଦୀର ବଡ଼ ନେତାଙ୍କୁ ଗିରଫ

  • ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ମିଳିବ ...

  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

  • ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ...

  • UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ...

  • ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ...

  • ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ...

ରାଜ୍ୟ
Home ›› ରାଜ୍ୟ ››ଢିଲା ସୁରକ୍ଷା ଜଳଜଳ; ଲଜ୍‌ରେ ରହୁଥିଲେ ହାଇଦରକୁ ଜଗୁଥିବା ପୁଲିସ୍ କର୍ମଚାରୀ

ଢିଲା ସୁରକ୍ଷା ଜଳଜଳ; ଲଜ୍‌ରେ ରହୁଥିଲେ ହାଇଦରକୁ ଜଗୁଥିବା ପୁଲିସ୍ କର୍ମଚାରୀ

2021-04-13 20:21:33
15771
Share:
Facebook
Twitter
E-Mail
WhatsApp
Telegram
ଢିଲା ସୁରକ୍ଷା ଜଳଜଳ; ଲଜ୍‌ରେ ରହୁଥିଲେ ହାଇଦରକୁ ଜଗୁଥିବା ପୁଲିସ୍ କର୍ମଚାରୀ
କଟକ: କଟକ ବଡ ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର୍ ଫେରାର୍ ହେବା ପଛରେ ଢିଲା ସୁରକ୍ଷା ଜଳଜଳ । ଦିନ ଯେତିକି ଗଡ଼ୁଛି ସେତିକି ସଂଘାତିକ ତଥ୍ୟ ପଦାକୁ ଆସୁଛି । ଏବେ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ହସ୍ତଗତ ହୋଇଛି । ତାହା ହେଲା; ହାଇଦରକୁ ଜଗୁଥିବା ପୁଲିସ୍ କର୍ମଚାରୀ ଲଜ୍ ବୁକ୍ କରି ରହୁଥିଲେ । ପୁଲିସ୍ କର୍ମଚାରୀମାନେ ମଙ୍ଗଳାବାଗର କଟକ ଚଣ୍ଡି ରୋଡ୍‌ରେ ଥିବା ଅହଲ୍ୟା ଲଜରେ ରହୁଥିଲେ । କନଷ୍ଟେବଲ ମହମ୍ମଦ ମୌସିମ ରୁମ୍‌ ବୁକ୍‌ କରିଥିଲେ । ଗତ ୨୩ ତାରିଖରେ ଅହଲ୍ୟା ହୋଟେଲ୍‌ର ରୁମ୍‌ ନମ୍ୱର ୨୦୧ ଓ ୧୧୦କୁ ବୁକ୍‌ କରିଥିଲେ ମହମ୍ମଦ ମୌସିମ । ପର ଦିନ ୨୦୧ ରୁମ୍‌ଟିକୁ ଛାଡ଼ି ଦେଇଥିଲେ । ୧୧୦ ରୁମ୍‌ରେ ଆଜି ପର୍ଯ୍ୟନ୍ତ ପୁଲିସ କର୍ମଚାରୀ ରହୁଛନ୍ତି ବୋଲି ହୋଟେଲ୍‌ କର୍ମଚାରୀ କହିଛନ୍ତି । ଗତ ଶନିବାର ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ଫେରାର ହୋଇଥିଲା ହାଇଦର । ଖବର ପ୍ରକାଶ ପାଇବା ପରେ ସୀମାକୁ ନାକାବନ୍ଦୀ କରି ଯାଞ୍ଚକୁ କଡ଼ାକଡ଼ି କରିଛି ପୁଲିସ । ହେଲେ ହାଇଦର ପତ୍ତା ପାଉନି । ଏସସିବି ମେଡିକାଲ ସର୍ଜରୀ ୱାର୍ଡ଼ ବାହାରୁ ଏକ କାର୍‌ରେ ହାଇଦରକୁ ତା’ର ପୁଅ ସମେତ ୪ରୁ ୫ଜଣ ବ୍ୟକ୍ତି ଖସାଇ ନେଇଥିବା କୁହାଯାଉଛି । ହସ୍ପିଟାଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ଭିଜୁଆଲରୁ ପୋଲିସ ସେହି କାରର ନମ୍ବର ଜାଣିବାକୁ ଚେଷ୍ଟା କରୁଛି । ଏଥିସହ ହାଇଦର ସହଯୋଗୀଙ୍କ ଫୋନ୍‌କୁ ମଧ୍ୟ ଟ୍ରାକିଂ କରାଯାଉଛି । ହାଇଦରକୁ ଧରିବାକୁ ୩୦ଜିଲ୍ଲାର ଏସପିଙ୍କ ଆଲର୍ଟ କରିଛନ୍ତି ପୁଲିସ ଡିଜି । ଏଥିସହ ସାରା ରାଜ୍ୟରେ ଏସଟିଏଫ୍‌ ଟିମ୍‌ ସଜାଗ ଥିବା ବେଳେ ତନାଘନା ଚଳାଇଛି ୮ଟି ସ୍ପେଶାଲ ଟିମ୍‌ । ସେପଟେ ଏହି ମାମଲାରେ ୬ ପୁଲିସ କର୍ମଚାରୀଙ୍କୁ ନିଲମ୍ୱିତ କରାଯାଇଛି । ୧୭ ଦିନ ଧରି ଏସ୍‌ସିବିରେ ଚିକିତ୍ସାଧୀନ ଥିଲା ହାଇଦର । ସେହି ସମୟରେ ସେ ତିଆରି କରିଥିଲା ଷଡଯନ୍ତ୍ର । ଆଉ ତା’ପରେ ସେହି ଆଧାରରେ ଖସିବାରେ ସକ୍ଷମ ହୋଇଥିଲା । ମାର୍ଚ୍ଚ ୨୩ ତାରିଖରେ ସମ୍ୱଲପୁର ବୁର୍ଲାରୁ ଆସି ଏସ୍‌ସିବିରେ ଭର୍ତ୍ତି ହୋଇଥିଲା ହାଇଦର । ଏଥିପାଇଁ ମାଗିଥିଲା କ୍ୟାବିନ । ଆଉ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ସୁପାରିଶ କରିଥିଲେ । ହାଇଦରଙ୍କ ଏହି ପ୍ରସ୍ତାବରେ ରାଜି ହୋଇ ତତ୍‌କ୍ଷଣାତ କ୍ୟାବିନ ଦେଇଥିଲେ ମେଡ଼ିକାଲ ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ସେ କହିଛନ୍ତି, ହାଇଦରର ଡାଇବେଟିସ ନିୟନ୍ତ୍ରଣକୁ ଆସିଥିଲେ ତା’ର ହାଇଡ୍ରୋସିଲ୍‌ ଅପରେସନ ହୋଇଥାନ୍ତା । ହାଇଦରର ଏସ୍‌ସିବିରେ ଭର୍ତ୍ତି ହେବା ନେଇ ପୁଲିସକୁ କୁହାଯାଇନଥିଲା । ନିଖୋଜ ପରେ ଯାଇ ଅବଗତ କରାଯାଇଥିଲା ବୋଲି ଶ୍ରୀ ମହାରଣା କହିଛନ୍ତି । ଅପରପକ୍ଷରେ ହାଇଦରକୁ ହସ୍ପିଟାଲରୁ ଖସାଇ ଦେଶ ବାହାରକୁ ପଠାଇ ଦେବାକୁ ସୁଚିନ୍ତିତ ଯୋଜନା କରାଯାଇଛି । ଏଭଳି କିଛି ସୁରାକ୍ ମିଳିବା ପରେ ହାଇଦର ଯେମିତି ସୀମା ପାର୍‌ ହୋଇ ଦେଶ ବାହାରକୁ କି କୌଣସି ପଡୋଶୀ ଦେଶକୁ ଚାଲିନଯାଏ ସେଥିପାଇଁ ସବୁ ସୀମାବର୍ତ୍ତୀ ଇଲାକାରେ ପୁଲିସର ସ୍ଵତନ୍ତ୍ର ଟିମ୍ ଯାଇ ଡେରା ପକାଇଛି । ହେଲେ ଖବର ଆସୁଛି ଯେ, ହାଇଦର କେନ୍ଦ୍ରାପଡାର ଜମ୍ବୁ ଦେଇ ଜଳପଥରେ ବାଂଲାଦେଶ ଫେରାର ହୋଇଯାଇଛି ।
Tags HYDER

Related articles Odisha News Lens 4.1

  • ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ଲୁଟିନେଲେ ୪୧.୭୦ ଲକ୍ଷ ଟଙ୍କା
    ଅପରାଧ

    ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ଲୁଟିନେଲେ ୪୧.୭୦ ଲକ୍ଷ ଟଙ୍କା

    14227
    Sep 18, 2026
  • ନାଳରେ ଭାସିଗଲା କାର୍‌, ୭ ମୃତ
    ଦେଶ-ଦେଶାନ୍ତର

    ନାଳରେ ଭାସିଗଲା କାର୍‌, ୭ ମୃତ

    13877
    Sep 19, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ
    ବିଶେଷ

    ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14136
    Sep 18, 2026
  • ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା
    ଦେଶ-ଦେଶାନ୍ତର

    ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା

    15193
    Sep 18, 2026
  • ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

    14974
    Sep 18, 2026
  • ଭାରତ ଉପରେ ୧୦୦% ଟାରିଫ୍‌ର ଟେନସନ୍, ଟ୍ରମ୍ପଙ୍କ ସ୍ୱାକ୍ଷର ବଢାଇଲା ଚିନ୍ତା
    ଦେଶ-ଦେଶାନ୍ତର

    ଭାରତ ଉପରେ ୧୦୦% ଟାରିଫ୍‌ର ଟେନସନ୍, ଟ୍ରମ୍ପଙ୍କ ସ୍ୱାକ୍ଷର ବଢାଇଲା ଚିନ୍ତା

    13628
    Sep 19, 2026
  • ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ମିଳିବ ନାହିଁ ପେଟ୍ରୋଲ ଓ ଡିଜେଲ
    ଦେଶ-ଦେଶାନ୍ତର

    ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ମିଳିବ ନାହିଁ ପେଟ୍ରୋଲ ଓ ଡିଜେଲ

    14593
    Sep 18, 2026
  • ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ଚନ୍ଦ୍ରଶେଖରନ
    ଦେଶ-ଦେଶାନ୍ତର

    ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ଚନ୍ଦ୍ରଶେଖରନ

    15897
    Sep 18, 2026
  • UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ବଦଳିର ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ବଦଳିର ନିର୍ଦ୍ଦେଶ

    13724
    Sep 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ବଦଳିର ନିର୍ଦ୍ଦେଶ

    13724
    Sep 18, 2026
  • ଦେଶ-ଦେଶାନ୍ତର

    ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ଚନ୍ଦ୍ରଶେଖରନ

    15897
    Sep 18, 2026
  • ଦେଶ-ଦେଶାନ୍ତର

    ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

    14974
    Sep 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17107
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17791
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17772
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18179
    Sep 06, 2023

ବିଶେଷ

  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14136
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14633
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16256
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14784
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    14094
    Sep 03, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15551
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15308
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14652
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14324
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ଲୁଟିନେଲେ ୪୧.୭୦ ଲକ୍ଷ ଟଙ୍କା

    14227
    Sep 18, 2026
  • ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା

    15193
    Sep 18, 2026
  • ଭାରତ ଉପରେ ୧୦୦% ଟାରିଫ୍‌ର ଟେନସନ୍, ଟ୍ରମ୍ପଙ୍କ ସ୍ୱାକ୍ଷର ବଢାଇଲା ଚିନ୍ତା

    13628
    Sep 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In