ବିଜୟା ଦଶମୀ ନେଇ ଶ୍ରଦ୍ଧାଳୁଙ୍କ ମନରେ ଦ୍ୱନ୍ଦ୍ୱ
ଭୁବନେଶ୍ବର: ୨ ଦିନ ଧରି ବିଜୟା ଦଶମୀ ତିଥି ରହିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଆଜି ମଧ୍ୟାହ୍ନ ପରଠାରୁ ବିଜୟା ଦଶମୀ ତିଥି ଯୋଗୁ କିଛି ଶ୍ରଦ୍ଧାଳୁ ନିଜ ବ୍ୟବସାୟୀ ଅନୁଷ୍ଠାନ, ଯାନବାହାନ ଘରେ ବ୍ୟବହୃତ ଲୁହା ସାମଗ୍ରୀ ଆଦିକୁ ଅପରାହ୍ନ ୧ଟା ପରେ ଦଶମୀ ପୂଜା ପାଳନ କରାଯିବା ସହ ଆସନ୍ତା ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ତିଥି ରହିଥିବାରୁ ସେହି ଦିନ ମଧ୍ୟ ବ୍ୟବସାୟୀ ଅନୁଷ୍ଠାନ ସହ ଯାନବାହାନ ଆଦି ପୂଜାର୍ଚ୍ଚନା ହେବ। ଏଥିସହ ନବାନ୍ନ ଖିଆ ରହିଛି।
Powered by Froala Editor