ଯାତ୍ରା ପରିବେଷଣ ବେଳେ ଅସୁସ୍ଥ ହୋଇପଡ଼ିଲେ ପୀୟୁଷ ତ୍ରିପାଠୀ
ଭୁବନେଶ୍ୱର : ଯାତ୍ରା ପରିବେଷଣ ବେଳେ ଅସୁସ୍ଥ ହେଲେ ଲୋକପ୍ରିୟ ଅଭିନେତା ପୀୟୁଷ ତ୍ରିପାଠୀ। ଦେବଗଡ଼ ଜିଲା ବାରକୋଟ ବ୍ଲକ ବାସୁପାଲି ଗାଁରେ ଯାତ୍ରା ସିଂହବାହିନୀର ନାଟକ ପରିବେଷଣ ବେଳେ ପୀୟୁଷ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।
Powered by Froala Editor