୧୦୨୫ କେଜି ଗଞ୍ଜେଇ ଜବତ
ମାଲକାନଗିରି : ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ। କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରକୋଣ୍ଡା ପଞ୍ଚାୟତ ନିକଟ ଜଙ୍ଗଲରୁ ପ୍ରାୟ ୧୦୨୫ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ। ଏହି ଜଙ୍ଗଲରେ ଏତେ ମାତ୍ରାର ଗଞ୍ଜେଇ କିଏ ଆଣିଲା କେଉଁଠୁ ଆସିଲା ସେ ସମ୍ୱନ୍ଧରେ ତଦନ୍ତ ଜାରି ରହିଛି।
Powered by Froala Editor