କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ ପୋଡ଼ି ମାମଲାରେ ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?
ବ୍ରହ୍ମପୁର :ବ୍ରହ୍ମପୁର ଏମ୍ ଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ ପୋଡ଼ି ମାମଲାରେ ବଡ଼ ଅପଡେଟ୍। ଯୌତୁକ ନିର୍ଯାତନା ଏବଂ ଗର୍ଭ ନଷ୍ଟ ଅଭିଯୋଗ ମାମଲାର ଜାମିନ ଅର୍ଡର୍ କପି ସାମ୍ନାକୁ ଆସିଛି। ଯେଉଁଥିରେ ବ୍ରହ୍ମପୁର ସ୍ଥିତ ସେସନ୍ ଜଜଙ୍କ କୋର୍ଟ ଦର୍ଶାଇଛନ୍ତି, ଅଭିଯୋଗ ନେଇ ସେଭଳି ଠୋସ୍ ପ୍ରମାଣ ମିଳିନାହିଁ।
ଆଶୁତୋଷଙ୍କ ପତ୍ନୀ ସଂଧ୍ୟାଙ୍କ ଶରୀରରେ ଯେଉଁ ସବୁ କ୍ଷତ କିମ୍ବା ଦାଗ ରହିଛି, ତାହା ସାମାନ୍ୟ। ଏହାଦ୍ବାରା ଗର୍ଭ ଉପରେ ପ୍ରଭାବ ପଡ଼ିଲା ଭଳି କୌଣସି କାରଣ ନାହିଁ ବୋଲି ଜାମିନ ଅର୍ଡର୍ କପିରେ ଦର୍ଶାଯାଇଛି।
Powered by Froala Editor