Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ...

  • ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ ...

  • ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ...

  • CUET UG 2026 ପରୀକ୍ଷା ସ୍ଥଗିତ

  • ୧୦ ଦିନରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ...

  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ...

  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ...

  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ...

  • ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ...

  • ସୁପ୍ରିମକୋର୍ଟରେ ଟ୍ବିଶା ଶର୍ମା ମୃତ୍ୟୁ ...

Home ›› ››ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ

ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ

2026-05-25 07:24:43
14724
Share:
Facebook
Twitter
E-Mail
WhatsApp
Telegram
ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ

କକ୍ରୋଚ୍ ଜନତା ପାର୍ଟିକୁ ନେଇ ଚାଲିଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସଂଗଠନର କାର୍ଯ୍ୟକଳାପ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାୟର କରାଯାଇଛି। ଏ ନେଇ ଏଏଫଆଇଆର ଦାୟର ସିବିଆଇ ଦ୍ୱାରା ତଦନ୍ତ କରାଇବା ଲାଗି ଦାବି କରାଯାଇଛି ।

ନକଲି ଆଇନ ଡିଗ୍ରିର ବ୍ୟବହାର ଓ ସର୍ବୋଚ୍ଚ ନ୍ୟାୟାଳୟର ପ୍ରତିଷ୍ଠାକୁ ହାନି ପହଞ୍ଚାଇବା ଆଦି ଅଭିଯୋଗ ରହିଛି। ସମ୍ପୃକ୍ତ ବ୍ୟକ୍ତିମାନେ ନିଜକୁ ଆଇନଜୀବୀ ବୋଲି ମିଥ୍ୟା ପରିଚୟ ଦେଇ ଜନସାଧାରଣଙ୍କୁ ଭ୍ରମିତ କରିଛନ୍ତି ଓ ନ୍ୟାୟିକ ପ୍ରକ୍ରିୟାର ବିଶ୍ୱସନୀୟତାକୁ ଆଘାତ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସିଜେପିର ଆଧିକାରିକ ‘ଏକ୍ସ’ ହ୍ୟାଣ୍ଡଲ୍‌କୁ ଭାରତରେ ପ୍ରତିବନ୍ଧିତ କରାଯାଇଛି। ଗୁଇନ୍ଦା ସଂସ୍ଥାମାନଙ୍କ ଅଭିଯୋଗ ଅନୁଯାୟୀ, ସିଜେପି ଦେଶର ଯୁବବର୍ଗଙ୍କୁ ସରକାର ବିରୋଧରେ ମତାଇବାକୁ ଯୋଜନାବଦ୍ଧ ଉଦ୍ୟମ କରୁଥିଲା ଓ ଦେଶର ସାର୍ବଭୌମତ୍ବକୁ ଚ୍ୟାଲେଞ୍ଜ କରୁଥିଲା।

ଜନସ୍ୱାର୍ଥ ମାମଲା (ପିଆଇଏଲ୍)ରେ ଅଭିଯୋଗ କରାଯାଇଛି କି ଆତ୍ମଘୋଷିତ ରାଜନୈତିକ ସଂଗଠନ ସୁପ୍ରିମକୋର୍ଟଙ୍କ ମୌଖିକ ଟିପ୍ପଣୀକୁ ଭୁଲ ଭାବେ ବ୍ୟବହାର କରାଯାଇଛି । ଏହା ବ୍ୟବସାୟିକ ଲାଭ ଉଠାଇବାକୁ ଚେଷ୍ଟ କରୁଛି । ତେଣୁ ଏହି ମାମଲାରେ ସ୍ୱତନ୍ତ୍ର ତଦନ୍ତ କରାଯିବା ଜରୁରି । ଆବେଦନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସମେତ ଏହି ମାମଲାର ଏକ ସ୍ୱାଧୀନ ତଦନ୍ତ ଏବଂ କଥିତ ନକଲି ଓକିଲ ଏବଂ ଆଇନ ବୃତ୍ତିରେ ନକଲି ଡିଗ୍ରୀଧାରୀମାନଙ୍କ ବିରୋଧରେ ତଦନ୍ତ ପାଇଁ ଦାବି କରାଯାଇଛି ।

ଗତ ସପ୍ତାହରେ ଜେନ୍-ଜି ଯୁବମାନଙ୍କ ମଧ୍ୟରେ ଏହା ବିଶେଷ ଭାବରେ ଭାଇରାଲ୍ ହୋଇଥିଲା। କଟକଣା ଲଗାଯିବା ପରେ, ଅଭିଜିତ ଦୀପକେ ‘କକ୍ରୋଚ୍ ଇଜ୍ ବ୍ୟାକ୍’ ନାମରେ ନୂତନ ହ୍ୟାଣ୍ଡଲ୍ ଆରମ୍ଭ କରିଥିଲେ ଓ ସମର୍ଥକମାନଙ୍କୁ ଏଥିରେ ଯୋଗଦେବାକୁ ଆହ୍ୱାନ କରିଥିଲେ। ଅଭିଜିତଙ୍କ ଅଭିଯୋଗ ହେଉଛି, ସରକାରୀ ହସ୍ତକ୍ଷେପ ପରେ ଅନେକ ଆକାଉଣ୍ଟ୍‌ ହଟାଯାଇଛି। ଏବେ ସଂଗଠନର କୌଣସି ସୋସିଆଲ୍ ମିଡିଆ ଆକାଉଣ୍ଟ୍‌କୁ ପହଞ୍ଚ ନାହିଁ। ତାଙ୍କ ବ୍ୟକ୍ତିଗତ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌କୁ ମଧ୍ୟ ହ୍ୟାକ୍ କରାଯାଇଛି।

Powered by Froala Editor

Tags party

Related articles Odisha News Lens 4.1

  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ...
    ଦେଶ-ଦେଶାନ୍ତର

    ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ...

    14925
    May 24, 2026
  • ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ

    14724
    May 25, 2026
  • ୧୦ ଦିନରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢିଲା
    ଦେଶ-ଦେଶାନ୍ତର

    ୧୦ ଦିନରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢିଲା

    14468
    May 25, 2026
  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...
    ଦେଶ-ଦେଶାନ୍ତର

    ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...

    15592
    May 24, 2026
  • ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି
    ରାଜନୀତି

    ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି

    14511
    May 25, 2026
  • CUET UG 2026 ପରୀକ୍ଷା ସ୍ଥଗିତ
    ଦେଶ-ଦେଶାନ୍ତର

    CUET UG 2026 ପରୀକ୍ଷା ସ୍ଥଗିତ

    14765
    May 25, 2026
  • ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ଦୁଷ୍କର୍ମ
    ଦେଶ-ଦେଶାନ୍ତର

    ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ଦୁଷ୍କର୍ମ

    14454
    May 24, 2026
  • ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ନେଉଛି ବୋହୂ
    ଦେଶ-ଦେଶାନ୍ତର

    ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ନେଉଛି ବୋହୂ

    15018
    May 25, 2026
  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ
    ଦେଶ-ଦେଶାନ୍ତର

    ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ

    15045
    May 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ

    15045
    May 24, 2026
  • ଦେଶ-ଦେଶାନ୍ତର

    ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ପରାମର୍ଶ

    15592
    May 24, 2026
  • ଦେଶ-ଦେଶାନ୍ତର

    ୧୦ ଦିନରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢିଲା

    14468
    May 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16877
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17496
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17542
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17928
    Sep 06, 2023

ବିଶେଷ

  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15499
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14982
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14393
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14518
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15579
    May 17, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15420
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15161
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15651
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13985
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ପରାମର୍ଶ

    15592
    May 24, 2026
  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ଆହତ

    14925
    May 24, 2026
  • ୧୦ ଦିନରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢିଲା

    14468
    May 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In