Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମନା କରି ଦେଲେ ହାଇକୋର୍ଟ, ହଟିବନି ...

  • ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ...

  • UPI ଓ ATM ରେ ଉଠାଇ ହେବ EPFO ଟଙ୍କା

  • ଟେଲିଗ୍ରାମ’ ଉପରେ ଅସ୍ଥାୟୀ ...

  • ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ...

  • ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ

  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ...

  • ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ...

  • ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ...

  • ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

Home ›› ››ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକଜୁଟ୍ ହୋଇ ରହିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକଜୁଟ୍ ହୋଇ ରହିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

2026-03-29 10:23:40
14453
Share:
Facebook
Twitter
E-Mail
WhatsApp
Telegram
ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକଜୁଟ୍ ହୋଇ ରହିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୨ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଲୋକଙ୍କୁ ଏକଜୁଟ୍ ହୋଇ ରହିବାକୁ ଅପିଲ୍ କରିଛନ୍ତି। ଏଭଳି ପ୍ରସଙ୍ଗରେ ରାଜନୀତି ନ କରି ମିଶିକି କାମ କରିବାକୁ ହେବ। କୌଣସି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ।  କେବଳ ସରକାରୀ ତଥ୍ୟ ଉପରେ ବିଶ୍ବାସ କରନ୍ତୁ। ଭୀଷଣ ଯୁଦ୍ଧ ଯୋଗୁଁ ବର୍ତ୍ତମାନର ସମୟ ଅତ୍ୟନ୍ତ ଚ୍ୟାଲେଞ୍ଜ ରହିଛି। ଦେଶବାସୀଙ୍କୁ ଜଳ ସଂରକ୍ଷଣ ପ୍ରତି ସତର୍କ ରହିବାକୁ ମଧ୍ୟ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଗ୍ରୀଷ୍ମ ଆରମ୍ଭ ହୋଇଗଲାଣି। ଏବଂ ଜଳ ସଂରକ୍ଷଣ ପ୍ରତି ଆମର ପ୍ରତିବଦ୍ଧତାକୁ ନବୀକରଣ କରିବାର ସମୟ ଆସିଛି। ଗତ ୧୧ ବର୍ଷ ମଧ୍ୟରେ “ଜଳ ସଂରକ୍ଷଣ ଅଭିଯାନ” ସାରା ଦେଶରେ ଜଳ ସଂରକ୍ଷଣର ଗୁରୁତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛି।

ଏହି ଅଭିଯାନ ଅଧୀନରେ ପ୍ରାୟ ୫୦ ଲକ୍ଷ କୃତ୍ରିମ ଜଳ ଅମଳ ଢାଞ୍ଚା ନିର୍ମାଣ କରାଯାଇଛି। ଜଳ ସଙ୍କଟକୁ ଦୂର କରିବା ପାଇଁ ପ୍ରତ୍ୟେକ ଗାଁରେ ସାମୁଦାୟିକ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି। ଅନେକ ସ୍ଥାନରେ ପୁରୁଣା ପୋଖରୀଗୁଡ଼ିକୁ ସଫା କରାଯାଉଛି।  ଏବଂ ବର୍ଷାଜଳ ସଂରକ୍ଷଣ ପାଇଁ ବିଶେଷ ପ୍ରୟାସ କରାଯାଉଛି। ମୋଦୀ କହିଥିଲେ ଯେ ଅମୃତ ସରୋବର ଅଭିଯାନ ଅଧୀନରେ, ସାରା ଦେଶରେ ପ୍ରାୟ ୭୦ ହଜାର ଅମୃତ ସରୋବର ସୃଷ୍ଟି କରାଯାଇଛି। ବର୍ଷା ଋତୁ ପୂର୍ବରୁ ଏହି ହ୍ରଦଗୁଡ଼ିକର ସଫା ମଧ୍ୟ ଆରମ୍ଭ ହୋଇଛି।  ଯାହା ଜଳ ସଂରକ୍ଷଣ ଏବଂ ଉତ୍ତମ ଜଳ ପରିଚାଳନାକୁ ପ୍ରୋତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ଫିଟନେସ୍ ଏବଂ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। 

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କ୍ରିକେଟ୍ କ୍ଷେତ୍ରରେ ସାମ୍ପ୍ରତିକ ସଫଳତା ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଟି-୨୦ ବିଶ୍ୱକପରେ ଭାରତର ଐତିହାସିକ ବିଜୟ ଦେଶ ସାରା ଆନନ୍ଦର ଲହରୀ ଖେଳିଥିଲା। ଗତ ମାସରେ, ଜମ୍ମୁ ଏବଂ କାଶ୍ମୀର କ୍ରିକେଟ୍ ଦଳ କର୍ଣ୍ଣାଟକର ହୁବଲିରେ ଏକ ରୋମାଞ୍ଚକର ମ୍ୟାଚ୍ ରେ ରଣଜୀ ଟ୍ରଫି ଜିତିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାୟ ସାତ ଦଶନ୍ଧି ଅପେକ୍ଷା ପରେ ଦଳ ପ୍ରଥମ ରଣଜୀ ଟ୍ରଫି ଜିତିବାରେ ସଫଳ ହୋଇଛି। ଦଳର ଅଧିନାୟକ ପାରସ ଡୋଗ୍ରା ତାଙ୍କ ନେତୃତ୍ୱ ଏବଂ ଦକ୍ଷତା ସହିତ ଏହି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ସଫଳତାକୁ ଖେଳାଳିମାନଙ୍କ ବର୍ଷ ବର୍ଷର କଠିନ ପରିଶ୍ରମ ଏବଂ ନିରନ୍ତର ପ୍ରୟାସର ପରିଣାମ ବୋଲି ବର୍ଣ୍ଣନା କରିଛନ୍ତି।

Powered by Froala Editor

Tags Man ki bat

Related articles Odisha News Lens 4.1

  • UPI ଓ ATM ରେ ଉଠାଇ ହେବ EPFO ଟଙ୍କା
    ଦେଶ-ଦେଶାନ୍ତର

    UPI ଓ ATM ରେ ଉଠାଇ ହେବ EPFO ଟଙ୍କା

    13843
    Jun 19, 2026
  •  ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....
    ବିଶେଷ

    ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    13952
    Jun 19, 2026
  • ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ
    ଦେଶ-ଦେଶାନ୍ତର

    ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ

    15516
    Jun 19, 2026
  • ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ
    ଦେଶ-ଦେଶାନ୍ତର

    ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ

    15548
    Jun 19, 2026
  • ଟେଲିଗ୍ରାମ’ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ଚାଲେଞ୍ଜ କରି ପିଟିସନ ଦାୟର
    ଦେଶ-ଦେଶାନ୍ତର

    ଟେଲିଗ୍ରାମ’ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ଚାଲେଞ୍ଜ କରି ପିଟିସନ ଦାୟର

    13978
    Jun 19, 2026
  • ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ଭାଙ୍ଗିଲେ ଗାଁଲୋକ
    ଦେଶ-ଦେଶାନ୍ତର

    ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ଭାଙ୍ଗିଲେ ଗାଁଲୋକ

    13589
    Jun 19, 2026
  • ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେପର୍ଯ୍ୟନ୍ତ ତାଙ୍କର ହ୍ୱାଇଟ୍ ହାଉସରେ ସର୍ବଦା ...
    ଦେଶ-ଦେଶାନ୍ତର

    ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେପର୍ଯ୍ୟନ୍ତ ତାଙ୍କର ହ୍ୱାଇଟ୍ ହାଉସରେ ସର୍ବଦା ...

    14246
    Jun 18, 2026
  • ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ଠକେଇର ଶିକାର
    ଦେଶ-ଦେଶାନ୍ତର

    ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ଠକେଇର ଶିକାର

    15385
    Jun 19, 2026
  • ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ
    ଦେଶ-ଦେଶାନ୍ତର

    ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ

    15275
    Jun 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ

    15516
    Jun 19, 2026
  • ଦେଶ-ଦେଶାନ୍ତର

    ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେପର୍ଯ୍ୟନ୍ତ ତାଙ୍କର ହ୍ୱାଇଟ୍ ହାଉସରେ ସର୍ବଦା ଜଣେ ଭଲ ବନ୍ଧୁ ରହିବ: ଟ୍ରମ୍ପ

    14246
    Jun 18, 2026
  • ଦେଶ-ଦେଶାନ୍ତର

    ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ

    15548
    Jun 19, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16933
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17553
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17601
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17995
    Sep 06, 2023

ବିଶେଷ

  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    13952
    Jun 19, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15640
    Jun 18, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14900
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14412
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15098
    Jun 13, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13762
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14863
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15476
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15226
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • UPI ଓ ATM ରେ ଉଠାଇ ହେବ EPFO ଟଙ୍କା

    13843
    Jun 19, 2026
  • ଟେଲିଗ୍ରାମ’ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ଚାଲେଞ୍ଜ କରି ପିଟିସନ ଦାୟର

    13978
    Jun 19, 2026
  • ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ଭାଙ୍ଗିଲେ ଗାଁଲୋକ

    13589
    Jun 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In