ୟୁଏଇ ନଷ୍ଟ କଲା ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ଓ ୧୭ଟି ଡ୍ରୋନ
ଦୋହା: ଇରାନ ପକ୍ଷରୁ ମଙ୍ଗଳବାର ନିକ୍ଷେପ କରାଯାଇଥିବା ୫ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ୧୭ଟି ଡ୍ରୋନକୁ ଆକାଶମାର୍ଗରେ ଧ୍ବଂସ କରାଯାଇଛି ବୋଲି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଫେବୃଆରୀ ୨୮ରୁ ଯୁଦ୍ଧ ଆରମ୍ଭ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ଇରାନ ପକ୍ଷରୁ ୟୁଏଇ ଉପରେ ୩୫୭ ବାଲିଷ୍ଟିକ, ୧୫ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ୧୮୦୬ଟି ଡ୍ରୋନ ମାଡ କରାଯାଇଛି ବୋଲି ୟୁଏଇ ପକ୍ଷରୁ କୁହାଯାଇଛି।
Powered by Froala Editor