ଟୋକିଓରେ ଭାରତକୁ ପ୍ରଥମ ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ମୀରାବାଈ ଚାନୁ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ଚଳିତ ଅଲିମ୍ପିକ୍ସରେ ସେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି । ଭାରୋତ୍ତୋଳନର ୪୯କେଜିରେ ସେ ରୌପ୍ୟ ପଦକ ଜିତିଛନ୍ତି ।
Powered by Froala Editor