ବୃଦ୍ଧାଙ୍କୁ ପଛପଟୁ ଧକ୍କା ଦେଲା ବସ୍
ପୁରୀ: ପୁରୀ ନବକଳେବର ରୋଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଗନ୍ନାଥ ବସ୍ ଧକ୍କାରେ ବୃଦ୍ଧା ଗୁରୁତର। ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବୃଦ୍ଧା ଜଣକ ରାସ୍ତାରେ ଚାଲିକି ଯିବା ସମୟରେ ପଛପଟୁ ଧକ୍କା ଦେଇଥିଲା ଜଗନ୍ନାଥ ବସ୍। ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି ।
Powered by Froala Editor