Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 05, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଆମେରିକାରେ ପ୍ରବେଶ କରିପାରିବେନି ୧୨ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମହାରାଷ୍ଟ୍ର ବନ୍ୟା: ଭୂସ୍ଖଳନରେ ଗଲାଣି ୩୬ ଜୀବନ, ୩୫ ଜଣଙ୍କ ପତ୍ତା ମିଳୁନି

ମହାରାଷ୍ଟ୍ର ବନ୍ୟା: ଭୂସ୍ଖଳନରେ ଗଲାଣି ୩୬ ଜୀବନ, ୩୫ ଜଣଙ୍କ ପତ୍ତା ମିଳୁନି

2021-07-23 17:05:41
14744
Share:
Facebook
Twitter
E-Mail
WhatsApp
Telegram
ମହାରାଷ୍ଟ୍ର ବନ୍ୟା: ଭୂସ୍ଖଳନରେ ଗଲାଣି ୩୬ ଜୀବନ, ୩୫ ଜଣଙ୍କ ପତ୍ତା ମିଳୁନି

ମୁମ୍ବାଇ: କିଛିଦିନ ହେବ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ବନ୍ୟା ସୃଷ୍ଟି ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷାରେ ବହୁ ଘର ଭୁଶୁଡ଼ି ପଡ଼ିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ରାଇଗଡ଼ ଜିଲ୍ଲା । ଏଠାରେ ବର୍ଷା ୪୦ ବର୍ଷର ରେକର୍ଡ ଭାଙ୍ଗିଛି । ବନ୍ୟା ବୀଭିଷିକା ଯୋଗୁଁ ରାୟଗଡ଼ ଜିଲ୍ଲାର ମହାଡ଼ରେ ଭୂସ୍ଖଳନ ହୋଇଛି । ଏଥିରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ବି ୩୫ରୁ ଅଧିକ ବ୍ୟକ୍ତିଙ୍କ ପତ୍ତା ମିଳୁନି । ମୃତକଙ୍କ ମଧ୍ୟରେ ତଲଇର ୩୨ ଜଣ ଥିବା ବେଳେ ସାଖର ବାଡ଼ିର ୪ ଜଣ ରହିଛନ୍ତି । ଏହି ଦୁଇ ସ୍ଥାନରୁ ୧୫ରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଛି । ଏନଡିଆର୍‌ଏଫ୍‌, କୋଷ୍ଟଗାର୍ଡ, ବାୟୁସେନା, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲିକପ୍ଟର ନିୟୋଜିତ କରାଯାଇଛି । ସେଠାରେ ଏବେ ବି ସ୍ଥିତି ସଙ୍ଗୀନ ରହିଛି ।

ରାୟଗଡ଼ ଜିଲ୍ଲାପାଳ ନିଧି ଚୌଧୁରୀଙ୍କ ସୂଚନା ଅନୁଯାୟୀ, ୨୪ ଘଣ୍ଟା ଭିତରେ ତିନି ସ୍ଥାନରେ ଭୂସ୍ଖଳନ ହୋଇଛି । ଅନେକ ସ୍ଥାନରେ ରାସ୍ତା ଧୋଇ ଯାଇଛି । ଫଳରେ ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ତେଣୁ ଏନ୍‌ଡିଆରଏଫ୍ ଟିମ୍ ପହଞ୍ଚିବାରେ ବିଳମ୍ବ ହେବା ସହ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଥିବା ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପରିସ୍ଥିତି ସମୀକ୍ଷା କରିଛନ୍ତି । ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିପନ୍ନମାନଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ କହିଛନ୍ତି । ପୁନେରୁ ଦୁଇଟି ସ୍ୱତନ୍ତ୍ର ଟିମ୍‌କୁ ରାୟଗଡ଼ ଓ ରତ୍ନଗିରିକୁ ପଠାଯାଇଛି ।

ସ୍ଥିତି ଉପରେ କେନ୍ଦ୍ର ନଜର ରଖିଛି । ମହାରାଷ୍ଟ୍ର ସରକାରଙ୍କ ସହିତ ଅନ୍ୟ ରାଜ୍ୟମାନେ ମଧ୍ୟ କାନ୍ଧ ମିଳାଇଛନ୍ତି । ଓଡ଼ିଶାରୁ ଓଡ୍ରାଫ ଟିମ୍‌ ମହାରାଷ୍ଟ୍ର ଗସ୍ତ କରିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଏମାନେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛି ରାଇଗଡ଼, ରତ୍ନଗିରି, କୋହ୍ଲାପୁର, ଥାନେ ଓ ପାଲଘର ଜିଲ୍ଲା । କୋଙ୍କଣ ଡିଭିଜନରେ ବର୍ଷା ଜନିତ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮ ଜଣ ପ୍ରାଣ ହରାଇଥିବା ବେଳେ ୭୦୦ ଲୋକେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । କୋହ୍ଲାପୁରର ଚିଖାଲୀରେ ଫଶି ରହିଥିବା ଲୋକଙ୍କୁ ବାହାରକୁ ଆଣିବା ଲାଗି ଏନଡିଆରଏଫର ୨ ଟିମ୍‌ ଲଗାତାର ପ୍ରୟାସ ଜାରି ରଖିଛନ୍ତି । ୨୪ ଘଣ୍ଟା ପାଇଁ ଅନେକ ଜିଲ୍ଲାକୁ ବର୍ଷା ଆଲର୍ଟ ଥିବାରୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି । 

ଅପରପକ୍ଷରେ ବର୍ଷା ଟିକେ କମିଥିବାରୁ ରତ୍ନଗିରିର ଖେଡରେ ଜମି ଥିବା ବନ୍ୟାପାଣି ଧୀରେଧୀରେ ଖସିବାକୁ ଲାଗିଛି । ଚିପଲୁନରେ ଏବେ ବି ପାଣି ଭରି ରହିଛି । ହଜାର ଲୋକ ଏହି ପାଣି ଘେରରେ ଫସି ରହିଛନ୍ତି ।

Powered by Froala Editor

Tags landslides in Maharashtra, 36 death

Related articles Odisha News Lens 4.1

  • ଜୁଲାଇ ୨୧ରୁ ମୌସୁମୀ ଅଧିବେଶନ ଆରମ୍ଭ
    ଦେଶ-ଦେଶାନ୍ତର

    ଜୁଲାଇ ୨୧ରୁ ମୌସୁମୀ ଅଧିବେଶନ ଆରମ୍ଭ

    13978
    Jun 04, 2025
  • RCBର ବିଜୟ ରାଲିରେ ଦଳାଚକଟା, ୧୧ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    RCBର ବିଜୟ ରାଲିରେ ଦଳାଚକଟା, ୧୧ ଜଣଙ୍କ ମୃତ୍ୟୁ

    13830
    Jun 04, 2025
  • ୨୦୨୭ ମାର୍ଚ୍ଚ ୧ରୁ ହୋଇପାରେ ଜନଗଣନା
    ଦେଶ-ଦେଶାନ୍ତର

    ୨୦୨୭ ମାର୍ଚ୍ଚ ୧ରୁ ହୋଇପାରେ ଜନଗଣନା

    15597
    Jun 04, 2025
  • ରକିଙ୍କ ହାତ ଧରିଲେ ହିନା
    ମନୋରଞ୍ଜନ

    ରକିଙ୍କ ହାତ ଧରିଲେ ହିନା

    14126
    Jun 04, 2025
  •  ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ
    ଦେଶ-ଦେଶାନ୍ତର

    ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ

    15446
    Jun 05, 2025
  • ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ
    ଦେଶ-ଦେଶାନ୍ତର

    ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ

    14940
    Jun 05, 2025
  • ଟ୍ରମ୍ପଙ୍କ ଆଗତ ଟିକସ ବିଲ୍‌କୁ ମସ୍କଙ୍କ ତୀବ୍ର ସମାଲୋଚନା
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଆଗତ ଟିକସ ବିଲ୍‌କୁ ମସ୍କଙ୍କ ତୀବ୍ର ସମାଲୋଚନା

    13337
    Jun 05, 2025
  • ଜ୍ୟୋତିଙ୍କ ପରେ ଆଉ ଜଣେ ୟୁଟ୍ୟୁବର ଗିରଫ
    ଦେଶ-ଦେଶାନ୍ତର

    ଜ୍ୟୋତିଙ୍କ ପରେ ଆଉ ଜଣେ ୟୁଟ୍ୟୁବର ଗିରଫ

    14337
    Jun 04, 2025
  • ICUରେ ଦୀପିକା, କର୍କଟ ଅସ୍ତ୍ରୋପଚାର ଶେଷ
    ମନୋରଞ୍ଜନ

    ICUରେ ଦୀପିକା, କର୍କଟ ଅସ୍ତ୍ରୋପଚାର ଶେଷ

    15010
    Jun 04, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜୁଲାଇ ୨୧ରୁ ମୌସୁମୀ ଅଧିବେଶନ ଆରମ୍ଭ

    13978
    Jun 04, 2025
  • ଦେଶ-ଦେଶାନ୍ତର

    ଜ୍ୟୋତିଙ୍କ ପରେ ଆଉ ଜଣେ ୟୁଟ୍ୟୁବର ଗିରଫ

    14337
    Jun 04, 2025
  • ଦେଶ-ଦେଶାନ୍ତର

    ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ

    14940
    Jun 05, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16645
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16940
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15473
    Apr 03, 2021

ବିଶେଷ

  • ଅଧା କପ୍‌ ବିଟ୍‌ ରସର କରାମତି

    13860
    Jun 04, 2025
  • ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଜାଣନ୍ତୁ ଉପାୟ....

    13695
    Jun 04, 2025
  • କୋଲେଷ୍ଟରଲ କମାଏ ଅଁଳାରସ

    13735
    Jun 03, 2025
  • ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

    15337
    Jun 03, 2025
  • ଅବସାଦ ଦୂର କରିବାର ସହଜ ଉପାୟ ଜାଣନ୍ତୁ....

    15298
    Jun 02, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15690
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16308
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14016
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14812
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍

    14180
    Jun 04, 2025
  • ଟ୍ରମ୍ପଙ୍କ ଆଗତ ଟିକସ ବିଲ୍‌କୁ ମସ୍କଙ୍କ ତୀବ୍ର ସମାଲୋଚନା

    13337
    Jun 05, 2025
  • ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ

    14940
    Jun 05, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In