ରାଜ୍ୟସଭାରୁ ସସପେଣ୍ଡ ହେଲେ ଟିଏମସି ସାଂସଦ ଶାନ୍ତନୁ ସେନ

ନୂଆଦିଲ୍ଲୀ: ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ ରାଜ୍ୟସଭାରୁ ସସପେଣ୍ଡ କରାଯାଇଛି । ଚଳିତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ସସପେଣ୍ଡ କରାଯାଇଛି । ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ଗୃହ ଭିତରେ କାଗଜ ଛଡ଼ାଇ ଶାନ୍ତନୁ ସେନ ଚିରି ଫିଙ୍ଗି ଦେଇଥିଲେ । ଅସାମ୍ବିଧାନିକ ଆଚରଣ ପାଇଁ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
Powered by Froala Editor