ସଂକ୍ରମଣ ଯୋଗୁ ବିଦେଶରେ ୩,୫୭୦ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ବିଦେଶରେ ୩,୫୭୦ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ରାଜ୍ୟସଭାରେ ସୂଚନା ଦିଆଯାଇଛି। ଏହା ବ୍ୟତୀତ ବନ୍ଦେ ଭାରତ ଅଭିଯାନରେ ୨୦୨୧ ଏପ୍ରିଲ ୩୦ ସୁଦ୍ଧା ୬୦,୯୨,୨୬୪ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।
Powered by Froala Editor