ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍
ସାଥୀଙ୍କ ସହ ସମ୍ପର୍କକୁ ମଧୁର କରିବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ବିକଳ୍ପ ବାଛିଥାନ୍ତି। ଆପଣ ଚାହିଁଲେ ବି ସାଥୀଙ୍କର ଅତି ଆପଣାର ହୋଇପାରିବେ।
୧- ସମ୍ପର୍କର ଆରମ୍ଭରୁ ସାଥୀଙ୍କୁ ଯେମିତି ଗୁରୁତ୍ୱ ଦେଉଥିଲେ ଏବେ ବି ସେତିକି ଗୁରୁତ୍ୱ ଦିଅନ୍ତୁ। କାରଣ ସାଥୀଙ୍କୁ ଗୁରୁତ୍ୱ ଦେଲେ ଆପଣଙ୍କ ସମ୍ପର୍କ ଦୃଢ ହୋଇଥାଏ ।
୨-ସାଥୀଙ୍କୁ ସର୍ବଦା ସନ୍ଦେହ କରନ୍ତୁ ନାହିଁ।
୩-ସାଥୀଙ୍କ ଇଛାକୁ ସମର୍ଥନ କରିବା ସହ ଛୋଟଛୋଟ କଥାରେ ଯୁକ୍ତି କରନ୍ତୁ ନାହିଁ।
୭-ସାଥୀଙ୍କ ଭରସାକୁ କେବେ ଭାଙ୍ଗନ୍ତୁ ନାହିଁ।
୮-ସାଥୀଙ୍କୁ ସମୟ ଦେବାରେ କେବେ ଅବହେଳା କରନ୍ତୁ ନାହିଁ ।
୯-ସାଥୀଙ୍କୁ ଅନ୍ୟମାନଙ୍କ ସମ୍ମୁଖରେ କେବେ ଗାଳି କରନ୍ତୁ ନାହିଁ।
୧୦-ସବୁଠୁ ବଡ କଥା ହେଲା ସାଥୀଙ୍କୁ ପ୍ରଶଂସା କରିବାକୁ କେବେ ଭୁଲନ୍ତୁ ନାହିଁ। ସମୟ ମିଳିଲେ ସାଥୀଙ୍କୁ ପ୍ରଶଂସା କରନ୍ତୁ।
Powered by Froala Editor