Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, December 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିବାହ ଭାଙ୍ଗିବା ପରେ ମୁହଁ ଖୋଲିଲେ ...

  • ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ...

  • ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ...

  • ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ...

  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

  • ଦୀପାବଳିକୁ ୟୁନେସ୍କୋରେ ସାମିଲ

  • ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍

  • ବାରବାଟୀରେ ବଡ଼ ବିଜୟ, ଜିତିଲା ଭାରତ

  • ଆଉ ଜଣେ ମୀରା...କୃଷ୍ଣଙ୍କୁ ସ୍ୱାମୀ ଭାବେ ...

  • ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ...

ବିଶେଷ
Home ›› ବିଶେଷ ››ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ

ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ

2025-11-30 04:20:19
16558
Share:
Facebook
Twitter
E-Mail
WhatsApp
Telegram
ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ

ଲୁଣ ଏକ ପଦାର୍ଥ ଯାହା ବିନା ଖାଦ୍ୟର ସ୍ୱାଦ ଅସମ୍ପୂର୍ଣ୍ଣ ।  ଯେପରି ଲୁଣ ବିନା ଖାଦ୍ୟର ସ୍ୱାଦ ମଳିନ ହୋଇଥାଏ , ସେହିପରି ଏହାର ଅତ୍ୟଧିକ ପରିମାଣ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଉଭୟକୁ ନଷ୍ଟ କରିଥାଏ । ବେଳେବେଳେ ସୈନ୍ଧବ ଲୁଣ ଏବଂ କଳା ଲୁଣ ମଧ୍ୟ ବ୍ୟବହାର କରାଯାଏ। ସୈନ୍ଧବ ଲୁଣ ବା ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ ।

ସୈନ୍ଧବ ଲୁଣ ଏକ ପ୍ରାକୃତିକ ଲୁଣ । ଏହାର ରଙ୍ଗ ଗୋଲାପି । ଏଥିରେ ଅନେକ ଆବଶ୍ୟକୀୟ ଖଣିଜ ପଦାର୍ଥ ଥାଏ । ଏହା ଶରୀରରେ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ରଖିବାରେ ସାହାଯ୍ୟ କରେ, ପାଚନ ଶକ୍ତି ଉନ୍ନତ କରେ । ହିମାଳୟ ପର୍ବତ ପଥରରୁ ମିଳୁଥିବାରୁ ଏଥିରେ ଆଇରନ୍, କ୍ୟାଲସିୟମ୍, କପର , ପୋଟାସିୟମ୍ , ଜିଙ୍କ, ଆୟୋଡିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍ ଏବଂ ସେଲେନିୟମ୍ ଭଳି ଖଣିଜ ପଦାର୍ଥ ଥାଏ । 

ସ୍ୱାସ୍ଥ୍ୟ ପାଇଁ ସୈନ୍ଧବ ଲୁଣ ଅତ୍ୟନ୍ତ ଲାଭଦାୟକ । ଥଣ୍ଡା, କାଶ ଏବଂ ଗଳା ଯନ୍ତ୍ରଣା ପାଇଁ ମଧ୍ୟ ପଥର ଲୁଣ ଲାଭଦାୟକ । ଏହା ହାଡ଼ ଓ ମାଂସପେଶୀକୁ ସୁଦୃଢ଼ କରିବା ସହ ଚର୍ମକୁ ସୁସ୍ଥ ରଖିଥାଏ । ରକ୍ତଚାପ ନିୟନ୍ତ୍ରଣ ରଖିବାରେ ପ୍ରମୂଖ ଭୂମିକା ଗ୍ରହଣ କରେ । କିନ୍ତୁ ଏହାକୁ ଅତ୍ୟଧିକ ସେବନ କ୍ଷତିକାରକ ହୋଇପାରେ। ଅତ୍ୟଧିକ ସୈନ୍ଧବ ଲୁଣ ଖାଇବା ଦ୍ଵାରା ରକ୍ତଚାପ ବୃଦ୍ଧି ହୋଇପାରେ, କିଡନୀ ଉପରେ ଚାପ ପକାଇପାରେ ଏବଂ ଫୁଲା ସୃଷ୍ଟି କରିପାରେ । ଏହି ଲୁଣ ଥାଇରଏଡ୍ ରୋଗୀଙ୍କ ପାଇଁ ଲାଭଦାୟକ ନୁହେଁ କାରଣ ଏଥିରେ ଆୟୋଡିନ୍ ଅଭାବ ଥାଏ । ଉଚ୍ଚ ରକ୍ତଚାପ, ବୃକକ୍ ରୋଗ କିମ୍ବା ହୃଦ୍‌ରୋଗରେ ପୀଡିତ ଲୋକମାନେ ଏହାକୁ ଡାକ୍ତରଙ୍କ ପରାମର୍ଶରେ ସେବନ କରିବା ଉଚିତ। । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଜଣେ ବ୍ୟକ୍ତି ପ୍ରତିଦିନ 5 ଗ୍ରାମ ବା ଗୋଟିଏ ଚାମଚରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ  । WHOର ଅନ୍ୟ ଏକ ରିପୋର୍ଟ ଦର୍ଶାଉଛି ଯେ ଭାରତ ସମେତ ସାରା ବିଶ୍ୱରେ ଅଧିକାଂଶ ଲୋକ ଦୈନିକ ପ୍ରାୟ 10 ଗ୍ରାମ ଲୁଣ ବ୍ୟବହାର କରନ୍ତି, ଯାହା ଆବଶ୍ୟକତାଠାରୁ ଅନେକ ଗୁଣ ଅଧିକ।

Powered by Froala Editor

Tags Health tips

Related articles Odisha News Lens 4.1

  • ଦୀପାବଳିକୁ ୟୁନେସ୍କୋରେ ସାମିଲ
    ଦେଶ-ଦେଶାନ୍ତର

    ଦୀପାବଳିକୁ ୟୁନେସ୍କୋରେ ସାମିଲ

    15065
    Dec 10, 2025
  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

    13979
    Dec 10, 2025
  • ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍
    ଦେଶ-ଦେଶାନ୍ତର

    ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍

    15515
    Dec 10, 2025
  • ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ନେହେରୁଙ୍କୁ ମିଳିଥିଲା ୨ ଭୋଟ୍, ତଥାପି ହେଲେ ...
    ଦେଶ-ଦେଶାନ୍ତର

    ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ନେହେରୁଙ୍କୁ ମିଳିଥିଲା ୨ ଭୋଟ୍, ତଥାପି ହେଲେ ...

    13448
    Dec 10, 2025
  • ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ଦୁର୍ନୀତି : ରେଶମ କହି ପଲିଷ୍ଟର ଦେଉଥିଲେ
    ଦେଶ-ଦେଶାନ୍ତର

    ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ଦୁର୍ନୀତି : ରେଶମ କହି ପଲିଷ୍ଟର ଦେଉଥିଲେ

    14282
    Dec 10, 2025
  • ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ବିଲିୟନ ଆମେରିକୀୟ ଡଲାର ନିବେଶ
    ଦେଶ-ଦେଶାନ୍ତର

    ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ବିଲିୟନ ଆମେରିକୀୟ ଡଲାର ନିବେଶ

    14489
    Dec 09, 2025
  • ଆଉ ଜଣେ ମୀରା...କୃଷ୍ଣଙ୍କୁ ସ୍ୱାମୀ ଭାବେ ବିବାହ କଲେ
    ଦେଶ-ଦେଶାନ୍ତର

    ଆଉ ଜଣେ ମୀରା...କୃଷ୍ଣଙ୍କୁ ସ୍ୱାମୀ ଭାବେ ବିବାହ କଲେ

    14485
    Dec 09, 2025
  • ବିବାହ ଭାଙ୍ଗିବା ପରେ ମୁହଁ ଖୋଲିଲେ ସ୍ମୃତି : ମୁଁ କ୍ରିକେଟ୍ ଅପେକ୍ଷା ଆଉ କାହାକୁ ଅଧିକ ...
    ଖେଳ ଖବର

    ବିବାହ ଭାଙ୍ଗିବା ପରେ ମୁହଁ ଖୋଲିଲେ ସ୍ମୃତି : ମୁଁ କ୍ରିକେଟ୍ ଅପେକ୍ଷା ଆଉ କାହାକୁ ଅଧିକ ...

    13454
    Dec 10, 2025
  • ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'
    ଦେଶ-ଦେଶାନ୍ତର

    ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'

    15044
    Dec 10, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

    13979
    Dec 10, 2025
  • ଦେଶ-ଦେଶାନ୍ତର

    ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ନେହେରୁଙ୍କୁ ମିଳିଥିଲା ୨ ଭୋଟ୍, ତଥାପି ହେଲେ ପ୍ରଧାନମନ୍ତ୍ରୀ ?

    13448
    Dec 10, 2025
  • ଖେଳ ଖବର

    ବାରବାଟୀରେ ବଡ଼ ବିଜୟ, ଜିତିଲା ଭାରତ

    13733
    Dec 09, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17097
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17189
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17532
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16006
    Apr 03, 2021

ବିଶେଷ

  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    15810
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13663
    Dec 09, 2025
  • ଚିନି ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ ହୋଇଥାଏ ଜାଣନ୍ତୁ...

    15920
    Dec 08, 2025
  • ରାତିରେ ଶୋଇବା ପୂର୍ବରୁ କେତେବେଳେ ପଇବେ ପାଣି

    15852
    Dec 06, 2025
  • କଦଳୀ ଚୋପାରେ ଲୁଚି ରହିଛି ମହିଳାଙ୍କ ସୌନ୍ଦର୍ଯ୍ୟ

    15737
    Dec 05, 2025

ବାଣିଜ୍ୟ

ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି । ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଟାଟା ସିଏରା ୫-ସିଟ୍ ବିଶିଷ୍ଟ ମଡେଲ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ୨୪ ପ୍ରକାର ମଡ ...

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15131
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14231
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14861
    Nov 20, 2025
  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    15097
    Nov 15, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ନେହେରୁଙ୍କୁ ମିଳିଥିଲା ୨ ଭୋଟ୍, ତଥାପି ହେଲେ ପ୍ରଧାନମନ୍ତ୍ରୀ ?

    13448
    Dec 10, 2025
  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

    13979
    Dec 10, 2025
  • ଦୀପାବଳିକୁ ୟୁନେସ୍କୋରେ ସାମିଲ

    15065
    Dec 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In