Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ

  • ୨ ଫାଳ ଉଦ୍ଧବସେନା : ‘ଅପରେଶନ ଟାଇଗର’ ...

  • କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ...

  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ...

  • ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ ...

  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ...

  • ୫୨ ବର୍ଷରେ ପାଦ ଥାପିଲେ ବିଜୟ

  • ଟ୍ରେନରେ ଧୁମ୍ରପାନ କଲେ ଜରିମାନା

  • ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ...

  • ଇନଷ୍ଟାମାର୍ଟରେ ଚା’ ଅର୍ଡର କରିବାରେ ...

Home ›› ››ଆପଣଙ୍କ ବୟସ ଯଦି ୩୦ ଜାଣନ୍ତୁ କିଭଳି ରହିବେ ଫିଟ୍

ଆପଣଙ୍କ ବୟସ ଯଦି ୩୦ ଜାଣନ୍ତୁ କିଭଳି ରହିବେ ଫିଟ୍

2021-07-19 06:36:04
13629
Share:
Facebook
Twitter
E-Mail
WhatsApp
Telegram
ଆପଣଙ୍କ ବୟସ ଯଦି ୩୦ ଜାଣନ୍ତୁ କିଭଳି ରହିବେ ଫିଟ୍


ବୟସ ଧିରେ ଧିରେ ବଢୁ ଥିବାବେଳେ ଆପଣ ନିଜି ବିଜି ଲାଇଫ ଷ୍ଟାଇଲ ଭିତରେ ସ୍ବାସ୍ଥ୍ୟର ଯତ୍ନ କିଭଳି ନେବେ ତାହା ବେଶ ଜରୁରୀ । ତେବେ ଆପଣଙ୍କ ବୟସ ଯଦି ତିରିଶ ଛୁଇଁ ସାରିଛି କଣ କରିବେ ଓ କଣ କରିବେ ନାହିଁ ତାହା ଜାଣି ରଖିବା ଦରକାର  । ୩୦ ବର୍ଷ ବୟସ ପରେ ନିଜ ସ୍ବାସ୍ଥ୍ୟ ନେଇ ସଚତେନ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି । ଆପଣ କଣ ଖାଇବେ କଣ ନଖାଇବେ ସେଥିପ୍ରତି ଧ୍ୟାନଦେବା ଜରୁରୀ । କାରଣ ବୟସ ବଢିବା ସହ ଆପଣଙ୍କ ଶରୀରରେ ଅନେକ ପରିର୍ବତ୍ତନ ଦେଖିବାକୁ ମିଳେ । ଯଦି ଆପଣ ସଠିକ ଖାଦ୍ୟ ଖାଉଛନ୍ତି ଏବଂ ନିୟମିତ ବ୍ୟାୟାମ କରୁଛନ୍ତି ତେବେ ଆପଣଙ୍କ ଶରୀରର ବୃକକ୍, ଯକୃତ, ହୃତପିଣ୍ଡ, ହାଡ ସବୁ ସୁସ୍ଥ ରହିବ । କେବଳ ସେତିକି ନୁହେଁ ଆପଣ ଏ ସବୁ କରିବା ଦ୍ୱାରା ସୁସ୍ଥ ରହିବା ସହ ୟଙ୍ଗ ମଧ୍ୟ ରହିବେ । ତେବେ ୩୦ ବର୍ଷ ପରେ ଆପଣ କଣ ଖାଇବା ଦରକାର ଏବଂ କଣ ନୁହେଁ ଆସନ୍ତୁ ସେ ବିଷୟରେ ଜାଣିରଖିବା ।

ଚିନି ଏବଂ ମିଠା ଜାତୀୟ ଖାଦ୍ୟ

୩୦ ବର୍ଷ ପରେ ଚିନି, ମିଠା, ଚକୋଲେଟ, କୋଲ୍ଡ ଡ୍ରିଙ୍କ୍ସ, ଚା ଭଳି ଖାଦ୍ୟ କମ୍ କରିଦେବା ଆବଶ୍ୟକ । ମିଠା ଜାତୀୟ ଖାଦ୍ୟ ଆମ ଶରୀରରେ କ୍ୟାଲୋରୀ ବୃଦ୍ଧି କରିଥାଏ । ଦୀର୍ଘ ଦିନ ଧରି ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ବାରା ଏହା ଶରୀରରେ ଡାଏବେଟିସ୍ ବୃଦ୍ଧି କରିବା ସହ ମୋଟାପା ବଢାଇଥାଏ ଏବଂ ହାଡ ଦୁର୍ବଳ ହେବାର ଆଶଙ୍କା ମଧ୍ୟ ଥାଏ ।

ବାହାର ଖାଦ୍ୟ ଖାଇବା କମ୍ କରନ୍ତୁ

ବାହାରର ଖାଦ୍ୟ ଘର ଖାଦ୍ୟ ଅପେକ୍ଷା ଅଧିକ ସୁସ୍ୱାଦୁ ଲାଗୁଥିବାବାବେଳେ ଆମେ ଅନକେ ସମୟରେ ଷ୍ଟ୍ରିଟ ଫୁଡ ଏବଂ ରେସ୍ତୋରାଁରୁ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ତେବେ ବାହାର ଖାଦ୍ୟ ଅଧିକ ତେଲ,ମସଲା ଏବଂ କେମିକାଲ ଯୁକ୍ତ ହୋଇଥିବାବାବେଳେ ଏହା କୋଲେଷ୍ଟ୍ରଲ ବଢାଇଥାଏ ଯାହା ଶରୀର ପାଇଁ ବେଶ୍ କ୍ଷତିକାରକ ହୋଇପାରେ ।

ଅଟା ଏବଂ ମଇଦାଠାରୁ ଦୁରେଇ ରୁହନ୍ତୁ

୩୦ ର୍ବଷ ବୟସ ପରେ ଆପଣ ଅଟା ଓ ମଇଦା ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ । ବଜାରରେ ମିଳୁଥିବା ଅନେକ ରେଡିମେଡ୍ ଫୁଡ୍ ମଇଦା ଯୁକ୍ତ ହୋଇଥାଏ ତେଣୁ ଏଥିରୁ ଦୁରେଇ ରହିବା ଦରକାର । ଗହମ ରୁଟି ବ୍ୟତୀତ ବଜାରରେ ମିଳୁଥିବା ମକା, ବାଜରା, ଚଣା ଏବଂ ମାଣ୍ଡିଆରେ ପ୍ରସ୍ତୁତ ଅଟାର ଆପଣ ବ୍ୟବହାର କରିପାରିବେ । ଏଭଳି ମିକ୍ସ ଅଟା ଖାଇବା ଦ୍ବାରା ଡାଏବଟେିସ୍ ଏବଂ ମୋଟାପଣର ଭୟ କମ୍ ଥାଏ ।

ମଦ, ମାଂସକୁ ନାଁ

ଯଦି ଆପଣ ମାଂସାହାରୀ ତେବେ ତିରିଶ ପରେ ମାଂସ ଖାଇବା କମ କରିଦିଅନ୍ତୁ । ରେଡ୍ ମିଟ୍ ଏବଂ ପ୍ରୋସେସଡ୍ ମିଟ୍ ଖାଇବା ଦ୍ୱାରା ଏହା ଶରୀରରେ ଅନେକ କୁପ୍ରଭାବ ପକାଉଥିବା ରିସର୍ଚ୍ଚ ରିପୋର୍ଟ କହୁଛି । ଅନ୍ୟପଟେ ୩୦ବର୍ଷ ପରେ ଲିଭର ଏବଂ କିଡନୀର କ୍ଷମତା ଧିରେ ଧିରେ କମିବାକୁ ଲାଗେ ତେଣୁ ଆପଣ ଯଦି ମାଦକ ଦ୍ରବ୍ୟର ସେବନ କରୁଛନ୍ତି ଏହାକୁ ଯଥା ଶୀଘ୍ର ବର୍ଜନ କରନ୍ତୁ  । ଏଥିସହ ନିୟମିତ ଅତିକମରେ ଦିନକୁ ୩୦ ମିନିଟ ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

ଏସବୁ ନିୟମକୁ ପାଳନ କରିବା ସହ ଆପଣ ନିଜକୁ ସୁସ୍ଥ ରଖିବା ସହ ୟଙ୍ଗ ମଧ୍ୟ ରହିପାରିବେ । ନିଜ ଲାଇଫ ଷ୍ଟାଇଲକୁ ପରିବର୍ତ୍ତନ କରନ୍ତୁ ଓ ଫିଟ୍ ରୁହନ୍ତୁ ।

Powered by Froala Editor

Tags Fit after age of 30

Related articles Odisha News Lens 4.1

  • ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ
    ଦେଶ-ଦେଶାନ୍ତର

    ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ

    13704
    Jun 23, 2026
  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...
    ଦେଶ-ଦେଶାନ୍ତର

    ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...

    14607
    Jun 22, 2026
  • ଇନଷ୍ଟାମାର୍ଟରେ ଚା’ ଅର୍ଡର କରିବାରେ ଭୁବନେଶ୍ୱର ଆଗରେ
    ଦେଶ-ଦେଶାନ୍ତର

    ଇନଷ୍ଟାମାର୍ଟରେ ଚା’ ଅର୍ଡର କରିବାରେ ଭୁବନେଶ୍ୱର ଆଗରେ

    14859
    Jun 22, 2026
  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା
    ଦେଶ-ଦେଶାନ୍ତର

    କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା

    13408
    Jun 23, 2026
  • ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ଓଡ଼ିଶାର ୨ ମହିଳା ମୃତ
    ଦେଶ-ଦେଶାନ୍ତର

    ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ଓଡ଼ିଶାର ୨ ମହିଳା ମୃତ

    14800
    Jun 22, 2026
  • କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ଇସ୍ତଫା
    ରାଜନୀତି

    କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ଇସ୍ତଫା

    15491
    Jun 23, 2026
  • ଟ୍ରେନରେ ଧୁମ୍ରପାନ କଲେ ଜରିମାନା
    ଦେଶ-ଦେଶାନ୍ତର

    ଟ୍ରେନରେ ଧୁମ୍ରପାନ କଲେ ଜରିମାନା

    14610
    Jun 22, 2026
  • ୨ ଫାଳ ଉଦ୍ଧବସେନା  : ‘ଅପରେଶନ ଟାଇଗର’ ସମ୍ପୂର୍ଣ୍ଣ
    ରାଜନୀତି

    ୨ ଫାଳ ଉଦ୍ଧବସେନା : ‘ଅପରେଶନ ଟାଇଗର’ ସମ୍ପୂର୍ଣ୍ଣ

    13776
    Jun 23, 2026
  • ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ
    ଦେଶ-ଦେଶାନ୍ତର

    ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ

    14825
    Jun 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟ୍ରେନରେ ଧୁମ୍ରପାନ କଲେ ଜରିମାନା

    14610
    Jun 22, 2026
  • ଦେଶ-ଦେଶାନ୍ତର

    ୫୨ ବର୍ଷରେ ପାଦ ଥାପିଲେ ବିଜୟ

    15346
    Jun 22, 2026
  • ଦେଶ-ଦେଶାନ୍ତର

    ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ

    14825
    Jun 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16937
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17556
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17606
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18002
    Sep 06, 2023

ବିଶେଷ

  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    14726
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    14604
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15582
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14440
    Jun 19, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15767
    Jun 18, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13769
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14870
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15484
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15235
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ

    14825
    Jun 23, 2026
  • ଇନଷ୍ଟାମାର୍ଟରେ ଚା’ ଅର୍ଡର କରିବାରେ ଭୁବନେଶ୍ୱର ଆଗରେ

    14859
    Jun 22, 2026
  • ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ

    13704
    Jun 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In