ମହିଳାଙ୍କ ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ

ପୁରୀ: ପୁରୀ ଜିଲା ଗୋପ ଥାନା ଅନ୍ତର୍ଗତ କୁଣ୍ଡିସ ଗାଁରେ ସୋମବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ଗାଁର ଜଣେ ମହିଳାଙ୍କ ଘରେ ଦୁର୍ବୃତ୍ତମାନେ ପଶି ଲୁଟ୍ କରିଛନ୍ତି। ଦୁର୍ବୃତ୍ତମାନେ ମହିଳାଙ୍କ ହାତଗୋଡ଼ ବାନ୍ଧି ଘରୁ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।
Powered by Froala Editor