ରାଜ୍ୟରେ ଆଉ ୨୨୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଉ ୨୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୩୧୫ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୯୬୭ ଜଣ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୬୧, ବାଲେଶ୍ୱରରେ ୧୬୪, ବରଗଡ଼ରେ ୧୭, ଭଦ୍ରକରେ ୭୧, ବଲାଙ୍ଗୀରରେ ୯, ବୌଦ୍ଧରେ ୧୦, କଟକରେ ୨୮୯, ଦେବଗଡ଼ରେ ୬, ଢେଙ୍କାନାଳରେ ୫୫, ଗଜପତିରେ ୮, ଗଞ୍ଜାମରେ ୧୭, ଜଗତସିଂହପୁରରେ ୭୩, ଯାଜପୁରରେ ୧୧୧, ଝାରସୁଗୁଡ଼ାରେ ୧୧, କଳାହାଣ୍ଡିରେ ୧୨, କନ୍ଧମାଳରେ ୨୦, କେନ୍ଦ୍ରାପଡ଼ାରେ ୬୨, କେନ୍ଦୁଝରରେ ୫୧, ଖୋର୍ଦ୍ଧାରେ ୫୯୨, କୋରାପୁଟରେ ୪୦, ମାଲକାନାଗିରିରେ ୩୨, ମୟୂରଭଞ୍ଜରେ ୧୪୧, ନବରଙ୍ଗପୁରରେ ୧୨, ନୟାଗଡ଼ରେ ୮୩, ନୂଆପଡ଼ାରେ ୨, ପୁରୀରେ ୧୨୭, ରାୟଗଡ଼ାରେ ୧୫, ସମ୍ବଲପୁରରେ ୧୮, ସୋନପୁରରେ ୭, ସୁନ୍ଦରଗଡ଼ରେ ୬୭ ଓ ରାଜ୍ୟ ପୁଲରେ ୧୧୭ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor