ବୃଦ୍ଧଙ୍କୁ ହତ୍ୟା ମାମଲା, ୫ ଗିରଫ
ନୂଆପଡ଼ା: କିକିରୀବେଡ଼ା ଗାଁରେ ବୃଦ୍ଧଙ୍କୁ ହତ୍ୟା ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରିଛି। ବୃଦ୍ଧଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଖଡ଼ିଆଳ ପୁଲିସ ୫ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଅଛି ବୋଲି ନୂଆପଡ଼ା ଏସ୍ପି ଜି.ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି।
Powered by Froala Editor