Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, March 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ ...

  • ଗ୍ରୀସର ବନ୍ଦର ଆଡକୁ ଅଗ୍ରସର ହେଉଛି ...

  • ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ...

  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ...

  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ...

  • କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ

  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

  • ଦୁଇ ଦିନରେ ଦୁଇ ଘରୁ ଚୋରି

  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ...

Home ›› ››ବିଶ୍ୱ ସମୁଦ୍ର ଗ୍ରୁପ୍‌ ତାହାର ମୁଖ୍ୟ ମ୍ୟାନେଜରିଆଲ ପଦଗୁଡିକ ସମ୍ପର୍କରେ ଘୋଷଣା କରୁଛି: ଶିବଦତ୍ତ ଦାସ ମ୍ୟାନେଜିଂ ଡାଇରେକ୍ଟର ଏବଂ ଲକ୍ଷ୍ମୀ ପ୍ରି୍ରୟଦର୍ଶିନୀ ଭାଇସ୍‌ ଚେୟାରପର୍ସନ

ବିଶ୍ୱ ସମୁଦ୍ର ଗ୍ରୁପ୍‌ ତାହାର ମୁଖ୍ୟ ମ୍ୟାନେଜରିଆଲ ପଦଗୁଡିକ ସମ୍ପର୍କରେ ଘୋଷଣା କରୁଛି: ଶିବଦତ୍ତ ଦାସ ମ୍ୟାନେଜିଂ ଡାଇରେକ୍ଟର ଏବଂ ଲକ୍ଷ୍ମୀ ପ୍ରି୍ରୟଦର୍ଶିନୀ ଭାଇସ୍‌ ଚେୟାରପର୍ସନ

2025-01-15 15:04:38
16234
Share:
Facebook
Twitter
E-Mail
WhatsApp
Telegram
ବିଶ୍ୱ ସମୁଦ୍ର ଗ୍ରୁପ୍‌ ତାହାର ମୁଖ୍ୟ ମ୍ୟାନେଜରିଆଲ ପଦଗୁଡିକ ସମ୍ପର୍କରେ ଘୋଷଣା କରୁଛି: ଶିବଦତ୍ତ ଦାସ ମ୍ୟାନେଜିଂ ଡାଇରେକ୍ଟର ଏବଂ ଲକ୍ଷ୍ମୀ ପ୍ରି୍ରୟଦର୍ଶିନୀ ଭାଇସ୍‌ ଚେୟାରପର୍ସନ

ଭୁବନେଶ୍ୱର: ପ୍ରମୋଟର ଚେୟାରମ୍ୟାନ ଶ୍ରୀ ଚିନ୍ତା ଶଶିଧରଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ହାଇଦରାବାଦସ୍ଥିତ ୩ ବିଲିଅନ ଆମେରିକୀୟ ଡଲାର ଗ୍ରୁପ୍‌ କମ୍ପାନୀ ବିଶ୍ୱ ସମୁଦ୍ର ଗ୍ରୁପ୍‌ ତାହାର ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ ଶିବଦତ୍ତ ଦାସ ଏବଂ ଭାଇସ ଚେୟାରପର୍ସନ ଭାବରେ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟଦର୍ଶିନୀଙ୍କ ନାମ ନିଜର ହୋଲଡିଂ କମ୍ପାନୀ ପାଇଁ ଘୋଷଣା କରିଛି । ସେମାନେ ଗ୍ରୁପ୍‌ର ବିଦେଶରେ ବ୍ୟବସାୟିକ କାର୍ଯ୍ୟ ପରିଚାଳନାର ନେତୃତ୍ୱ ନେବେ । 

ହୋଲ୍‌ଡିଂ କମ୍ପାନୀର ସମ୍ପ୍ରତି ଇଞ୍ଜିନିୟରିଂ, ସାମୁଦ୍ରିକ, ବିମାନ ଚଳାଚଳ, ବିନିର୍ମାଣ ଏବଂ ନିବେଶ କ୍ଷେତ୍ରରେ ଆଗ୍ରହ ରହିଛି । ଏହାର ଇଞ୍ଜିନିୟରିଂ ସଂସ୍ଥା ବିଶ୍ୱସମୁଦ୍ର ଇଞ୍ଜିନିୟରିଂ ଶିଳ୍ପରେ ଅଗ୍ରଣୀ ରହିବା ସହିତ ଗତ ୨ବର୍ଷ ଧରି ଉଲ୍ଲେଖନୀୟ ଅଭିବୃଦ୍ଧି ପ୍ରଦର୍ଶନ କରିଆସୁଛି ଏବଂ ଭାରତରେ ସଂରଚନା କ୍ଷେତ୍ରରେ ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଛି । ବାରାଣସୀରେ ଅର୍ବାନ ରୋପ ୱେ ନିର୍ମାଣରେ ଅଗ୍ରଣୀ ରହିଥିବା ଏହି କମ୍ପାନୀ ମଧ୍ୟ ସର୍ବାଧିକ ନବୋନ୍ମେଷୀ ସଂରଚନା କମ୍ପାନୀ ଭାବରେ ଏବିପି ଇନ୍‌ଫ୍ରାଷ୍ଟ୍ରକଚର କନ୍‌କ୍ଲେଭରେ ପୁରସ୍କାର ହାସଲ କରିଛି ।

ଶିବଦତ୍ତ ଗତ କିଛିବର୍ଷ ଧରି ଏହି ଗ୍ରୁପ୍‌ର ଅଂଶ ହୋଇ ରହିଆସିଛନ୍ତି ଏବଂ ଗ୍ରୁପ ଏକ୍‌ଜିକୁ୍ୟଟିଭ ଡାଇରେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ଏହା ତାଙ୍କୁ ତାଙ୍କର ସମକକ୍ଷ ଗ୍ରୁପ୍‌ ତୁଳନାରେ ଅନ୍ୟତମ ଯୁବ ବୃତ୍ତିଧାରୀ କରି ଗଢିତୋଳୁଛି । ଫିକି ନ୍ୟାସନାଲ ଏକ୍‌ଜିକୁ୍ୟଟିଭର ଅଂଶଭାବରେ ସେ ୟୁନାଇଟେଡ ସ୍ପିରିଟସ୍‌, ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ, ଭାରତୀ ଆକ୍ସା ଲାଇଫ ଇନସୁ୍ୟରାନ୍ସ, ଟାଟା ଏଆଇଏ, ରିଲାଏନ୍ସ କ୍ୟାପିଟାଲ ଏବଂ ଡି ୱାଇ ପାଟିଲ ହେଲ୍‌ଥକେୟାର ଭଳି ସଂସ୍ଥାରେ ଅତୀତରେ କାର୍ଯ୍ୟ କରିଛନ୍ତି ଏବଂ ତାହାବ୍ୟତୀତ ତାଙ୍କର ନିଜସ୍ୱ ଷ୍ଟାର୍ଟଅପ୍‌ ପରିବ୍ୟବସ୍ଥାରେ ସେ ନିଜେ ଜଣେ ଆଦ୍ୟ ନିବେଶକ ରହିଛନ୍ତି । ଏଥିସହିତ ସ୍ୱିଗି କ୍ୟାପ ଟେବଲ୍‌ ପ୍ରି-ଆଇପିଓରେ ସେ ମଧ୍ୟ ଅନ୍ୟତମ ନିବେଶକ ଥିଲେ । 

ଜଣେ ଯୋଗ୍ୟତାସମ୍ପନ୍ନ ଅର୍ଥନୀତି ସ୍କଲାର ଏବଂ ଜନସେବାରେ ବିଶେଷ ଆଗ୍ରହ ରଖୁଥିବା ଶିବଦତ୍ତ ନିକଟରେ ଏକ ସମ୍ଭ୍ରାନ୍ତଜନକ କଫି ଟେବୁଲ ବୁକ୍‌ ‘ଡୁଗା ଡୁଗା’ ଲେଖିଛନ୍ତି ଯେଉଁଥିରେ ଦୁର୍ଗା ପୂଜାର କାହାଣୀ ଏବଂ ସମଗ୍ର ଭାରତ ସହିତ ଏହାର ସମ୍ପର୍କ ବିଷୟ ସ୍ଥାନ ପାଇଛି । 

ଏହି ଘୋଷଣା ଅବସରରେ ଶ୍ରୀ ଚିନ୍ତା ଶଶୀଦର, ଗ୍ରୁପ୍‌ ଚେୟାରମ୍ୟାନ କହିଥିଲେ, “ଗ୍ରୁପ୍‌ ସମ୍ପ୍ରତି ଏହି ନେତୃତ୍ୱ ଆବଶ୍ୟକ କରୁଛି ଏବଂ ଆମେ ଏକ ବିଶାଳ ଲମ୍ଫ ପ୍ରଦାନକରି ଆମ କାର୍ଯ୍ୟ ଜରିଆରେ ଏକ ବିରାସତ୍‌ ନିର୍ମାଣ କରିବାକୁ ଉଦ୍ୟତ ହେଉଛୁ । ଆମେ ଏକ ବୈଶ୍ୱିକ ଉଦ୍ୟୋଗ ନିର୍ମାଣ କରୁଛୁ ଏବଂ ଶିବଦତ୍ତ ଏହି ଭୂମିକା ନେବାପାଇଁ ସର୍ବୋତ୍ତମ ଉପଯୁକ୍ତ ଆଭ୍ୟନ୍ତରୀଣ ପ୍ରତିଭା ଅଟନ୍ତି ।”

ଏହି କେଏମ୍‌ପି ଗଠନକୁ ଆଗେଇ ନେଇ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟଦର୍ଶିନୀ ଚିନ୍ତାଙ୍କୁ ଗ୍ରୁପ୍‌ର ଭାଇସ ଚେୟାରପର୍ସନ ଭାବରେ ଘୋଷଣା କରାଯାଇଛି । ଜଣେ ପ୍ରବୀଣ ଗଣିତଜ୍ଞ ଭାବରେ ଲକ୍ଷ୍ମୀ ଗଣିତର ଜଟିଳ ସମସ୍ୟାଗୁଡିକର ସମାଧାନ କରି ପିଲାଙ୍କୁ ପାଠ ପଢଇବାର ଯେଉଁ ଉପାୟ ଖୋଜିଛନ୍ତି ତାହା ଏହି ଗ୍ରୁପ୍‌ର ଚିନ୍ତାଧାରାରେ ସଠିକ ସନ୍ତୁଳନ ଏବଂ ଲିଙ୍ଗଗତ ଅନ୍ତର୍ଭୁକ୍ତି ଅନୁପାତ ବଜାୟ ରଖିପାରିଛି । 

ଶ୍ରୀମତୀ ପ୍ରିୟଦର୍ଶିନୀ ଏପର୍ଯ୍ୟନ୍ତ କେବଳ ବ୍ୟାପକ ସିଏସଆର ପ୍ରୟାସଗୁଡିକର ନେତୃତ୍ୱ ନେଇନାହାନ୍ତି, ତାହାସହିତ ବର୍ଷବର୍ଷ ଧରି ଗ୍ରୁପ୍‌ର ଦୂରଦୃଷ୍ଟି ଏବଂ ସମ୍ପ୍ରସାରଣ ପଛରେ ଏକ ଶକ୍ତି ହୋଇ ରହିଆସିଛନ୍ତି । କମ୍ପାନୀର ଦୈନନ୍ଦିନ ବ୍ୟାପାରରେ ସକ୍ରିୟ ଭାବରେ ସଂପୃକ୍ତ ରହିବା ସହିତ ତାହା ଊଦ୍ଧ୍ୱର୍ରେ ଜନ ନୀତିସମୂହ ଏବଂ ପ୍ରଶାସନରେ ତାଙ୍କର ସର୍ବଦା ଆଗ୍ରହ ରହିଆସିଛି ।

Powered by Froala Editor

Tags Vishwa Samudra Group

Related articles Odisha News Lens 4.1

  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା
    ବାଣିଜ୍ୟ

    ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13372
    Mar 20, 2026
  • ଦୁଇ ଦିନରେ ଦୁଇ ଘରୁ ଚୋରି
    ଜିଲ୍ଲା ପରିକ୍ରମା

    ଦୁଇ ଦିନରେ ଦୁଇ ଘରୁ ଚୋରି

    13744
    Mar 20, 2026
  • ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି ଇରାନ
    ଦେଶ-ଦେଶାନ୍ତର

    ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି ଇରାନ

    14023
    Mar 20, 2026
  • ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍‌କାଉଛି: ସାଉଦି ଆରବ
    ଦେଶ-ଦେଶାନ୍ତର

    ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍‌କାଉଛି: ସାଉଦି ଆରବ

    14426
    Mar 20, 2026
  • ଗ୍ରୀସର ବନ୍ଦର ଆଡକୁ ଅଗ୍ରସର ହେଉଛି ଆମେରିକାର ବିମାନବାହୀ ଜାହାଜ
    ଦେଶ-ଦେଶାନ୍ତର

    ଗ୍ରୀସର ବନ୍ଦର ଆଡକୁ ଅଗ୍ରସର ହେଉଛି ଆମେରିକାର ବିମାନବାହୀ ଜାହାଜ

    15125
    Mar 20, 2026
  • କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ
    ଦେଶ-ଦେଶାନ୍ତର

    କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ

    13800
    Mar 20, 2026
  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ

    14966
    Mar 20, 2026
  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା
    ଦେଶ-ଦେଶାନ୍ତର

    ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

    15184
    Mar 20, 2026
  •  ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା
    ବିଶେଷ

    ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14416
    Mar 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15134
    Mar 19, 2026
  • ବାଣିଜ୍ୟ

    ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13372
    Mar 20, 2026
  • ଜିଲ୍ଲା ପରିକ୍ରମା

    ଦୁଇ ଦିନରେ ଦୁଇ ଘରୁ ଚୋରି

    13744
    Mar 20, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17379
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17442
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17790
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16263
    Apr 03, 2021

ବିଶେଷ

  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14416
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15134
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15230
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14132
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14029
    Mar 15, 2026

ବାଣିଜ୍ୟ

୨୭୮୦ ଟଙ୍କା ଶସ୍ତା ହେଲା ସୁନା

ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟାରେ ଶସ୍ତା ହୋଇଛି ସୁନା-ରୂପା । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୨୭୮୦ ଟଙ୍କା କିମି ୧ ଲକ୍ଷ ୫୪ ହଜାର ୬୪୦ ଟଙ୍କା ହୋଇଛି । ଅନ୍ୟପଟେ ରୂପା ଦର ମଧ୍ୟ କମିଛି । ଭୁବନେଶ୍ୱରରେ ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୬୫ ହଜାର ଟଙ୍କା ରହିଛି । ବୁଧବ ...

  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14255
    Mar 05, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15690
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15153
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14999
    Feb 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14416
    Mar 20, 2026
  • ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍‌କାଉଛି: ସାଉଦି ଆରବ

    14426
    Mar 20, 2026
  • ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି ଇରାନ

    14023
    Mar 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In