ଆସ୍କା-୪୦ର ଦର କାହିଁକି ବୃଦ୍ଧି ହୋଇନି ପ୍ରଶ୍ନ କଲେ ବିଧାୟକ
ଭୁବନେଶ୍ୱର: ଆଜି ବିଧାନସଭାରେ ଆସିକା ବିଧାୟକ ସରୋଜ ପାଢ଼ୀ ଏକ ଅଜବ ଦାବି କରିଛନ୍ତି । ଆସ୍କା-୪୦ର ଦର ବୃଦ୍ଧି କରିବାକୁ ବିଧାୟକ ଶ୍ରୀ ପାଢ଼ୀ ଦାବି କରିଛନ୍ତି । ଏମିିତିକି ଗତ ୫ ବର୍ଷ ହେଲା ଆସ୍କା-୪୦ର ଦର କାହିଁକି ବୃଦ୍ଧି ହୋଇନି ବୋଲି ସେ ପ୍ରଶ୍ନ କରିଛନ୍ତି । ଚିନିକଳ ପରିଚାଳନାରେ ଏହା ସମସ୍ୟା ବୋଲି ଦର୍ଶାଇ ଶ୍ରୀ ପାଢ଼ୀ ଏଭଳି ପ୍ରଶ୍ନ କରିଛନ୍ତି ।
ତେବେ ଏହାର ଉତ୍ତରରେ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଏହି ଦର ଧାର୍ଯ୍ୟ କରେ । ଏବେ ଏହି ବୋତଲର ଦର ୬୦ ଟଙ୍କା ଥିବା ମନ୍ତ୍ରୀ କହିଛନ୍ତି ।
Powered by Froala Editor