Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ...

  • ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ...

  • ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ...

  • ସ୍ୱାମୀଙ୍କ ଦରମାର ୨୫ ପ୍ରତିଶତ ଟଙ୍କା ...

  • ସରକାରଙ୍କ ବଡ଼ ନିଷ୍ପତ୍ତି : ପାରାକ୍ୱେଟ ...

  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ...

  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ...

  • ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ ...

  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ...

  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ପରିବାରର ଆଉ ଦୁଇ ଜଣଙ୍କୁ ମାରିଦେଲା

ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ପରିବାରର ଆଉ ଦୁଇ ଜଣଙ୍କୁ ମାରିଦେଲା

2026-07-15 08:03:01
13673
Share:
Facebook
Twitter
E-Mail
WhatsApp
Telegram
ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ପରିବାରର ଆଉ ଦୁଇ ଜଣଙ୍କୁ ମାରିଦେଲା

ନେପାଳରେ ଏକ ଦନ୍ତା ହାତୀର ଆଚରଣକୁ ନେଇ ବିସ୍ମୟ ପ୍ରକାଶ ପାଇଛି। ଚିତୱନ ଜାତୀୟ ଉଦ୍ୟାନ ନିକଟରେ ରହୁଥିବା ଏକ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ୧୪ ବର୍ଷ ପୂର୍ବରୁ ହତ୍ୟା କରିଥିବା ସେହି ଦନ୍ତା ହାତୀ ପୁଣିଥରେ ସେହି ପରିବାରକୁ ଖୋଜି ଆଉ ଦୁଇ ଜଣଙ୍କ ଜୀବନ ନେଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ନେପାଳର ଏକ ଭୟଙ୍କର ଜଙ୍ଗଲୀ ହାତୀର ନାଁ ‘ଧୁର୍ବେ’। ହାତୀ ଭୟରେ ଯେଉଁ ପରିବାର ୧୪ ବର୍ଷ ତଳେ ନିଜର ଭିଟାମାଟି ଛାଡ଼ି ନଦୀ ପାର୍‌ ହୋଇ ଅନ୍ୟତ୍ର ଚାଲିଯାଇଥିଲେ। ସେଠାରେ ବି ମୃତ୍ୟୁ ସେମାନଙ୍କ ପିଛା ଛାଡ଼ିଲାନି। ଧୁର୍ବେ ସେହି ନୂଆ ଗ୍ରାମକୁ ଆସି ପରିବାରର ଆଉ ଦୁଇଜଣଙ୍କୁ ଦଳି ମାରିଦେଇଛି। ସୋସିଆଲ ମିଡିଆରେ ଏହି ଅଦ୍ଭୁତ ତଥା ରୋମାଞ୍ଚକର ପ୍ରତିଶୋଧର କାହାଣୀ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୧୪ ବର୍ଷ ପୂର୍ବେ ବାପା-ମା’ଙ୍କୁ ମାରିଥିଲା, ଏବେ ବୋହୂ ଓ ନାତିକୁ ଦେଲା ଯନ୍ତ୍ରଣାଦାୟକ ମୃତ୍ୟୁ।

ସୂଚନା ଅନୁସାରେ, ୨୦୧୨ ମସିହା ଡିସେମ୍ବରରେ ଚିତୱନ ଜାତୀୟ ଉଦ୍ୟାନ ନିକଟସ୍ଥ ମାଡି ଅଞ୍ଚଳରେ ‘ଧୁର୍ବେ’ ନାମକ ଏହି ଦନ୍ତା ହାତୀ ଶନିଚରା ବୋଟେଙ୍କ ବାପା ବୁଧିରାମ ବୋଟେ ଓ ମା’ ଝରାଲି ବୋଟେଙ୍କୁ ପାଦରେ ଦଳି ମାରିଦେଇଥିଲା। ଏହି ଘଟଣା ପରେ ଭୟଭୀତ ହୋଇ ଶନିଚରା ବୋଟେ ନିଜ ପରିବାର ସହ ପ୍ରାୟ ୧୭ କିଲୋମିଟର ଦୂର ଜଗତପୁର ଅଞ୍ଚଳକୁ ଚାଲିଯାଇଥିଲେ। ମଝିରେ ରାପ୍ତୀ ନଦୀ ସମେତ ଦୁଇଟି ବଡ଼ ନଦୀ ଥିବାରୁ ସେଠାରେ ସେମାନେ ସୁରକ୍ଷିତ ରହିବେ ବୋଲି ଭାବିଥିଲେ। କିନ୍ତୁ ଚଳିତ ମାସ ୪ ତାରିଖରେ ସେହି ଦନ୍ତା ହାତୀ ଜଗତପୁରରେ ଥିବା ବୋଟେଙ୍କ ଘରେ ପଶି ତାଙ୍କ ୨୫ ବର୍ଷୀୟ ବୋହୂ ଆଶିକା ବୋଟେ ଓ ୪ ବର୍ଷର ନାତି ଭାରତ ବୋଟେଙ୍କୁ ଦଳିଚକଟି ମାରିଦେଇଥିଲା। ଏହା ସହ ୧୪ ବର୍ଷ ମଧ୍ୟରେ ଏହି ଗୋଟିଏ ହାତୀ ସେହି ପରିବାରର ଚାରି ଜଣଙ୍କ ଜୀବନ ନେଇଛି।

ଚିତୱନ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ‘ଧୁର୍ବେ’ ନେପାଳର ସବୁଠାରୁ ଆକ୍ରମଣାତ୍ମକ ଦନ୍ତା ହାତୀ ମଧ୍ୟରୁ ଅନ୍ୟତମ। ୨୦୧୦ ମସିହାରୁ ଏପର୍ଯ୍ୟନ୍ତ ଏହାର ଆକ୍ରମଣରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ରେକର୍ଡରେ ରହିଛି। ୨୦୧୨ର ଘଟଣା ପରେ ଏହାକୁ ଧରିବା ପାଇଁ ସେନା ମଧ୍ୟ ଅଭିଯାନ ଚଳାଇଥିଲା, କିନ୍ତୁ ହାତୀଟି ଖସି ପଳାଇଯାଇଥିଲା। ପରେ ଏହାର ଗତିବିଧି ଉପରେ ନଜର ରଖିବାକୁ ରେଡିଓ କଲାର ଲଗାଯାଇଥିଲା, ଯାହାକୁ ୨୦୨୦ ଓ ୨୦୨୩ରେ ବଦଳାଯାଇଥିଲା।ବର୍ତ୍ତମାନ ଏହାକୁ ନିୟନ୍ତ୍ରଣକୁ ଆଣି ପୁଣିଥରେ ରେଡିଓ କଲାର ଲଗାଇବା ଓ ଏହାର ଦନ୍ତ କାଟିବା ପାଇଁ ବନ ବିଭାଗ ପ୍ରସ୍ତୁତି ଚଳାଇଛି।

Powered by Froala Editor

Tags danta

Related articles Odisha News Lens 4.1

  • ସରକାରଙ୍କ ବଡ଼ ନିଷ୍ପତ୍ତି : ପାରାକ୍ୱେଟ ଡାଇକ୍ଲୋରାଇଡ୍‌ ଉପରେ ପ୍ରତିବନ୍ଧକ
    ଦେଶ-ଦେଶାନ୍ତର

    ସରକାରଙ୍କ ବଡ଼ ନିଷ୍ପତ୍ତି : ପାରାକ୍ୱେଟ ଡାଇକ୍ଲୋରାଇଡ୍‌ ଉପରେ ପ୍ରତିବନ୍ଧକ

    15240
    Jul 15, 2026
  •  ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ
    ଦେଶ-ଦେଶାନ୍ତର

    ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ

    14910
    Jul 14, 2026
  • ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ପରିବାରର ଆଉ ଦୁଇ ଜଣଙ୍କୁ ମାରିଦେଲା
    ଦେଶ-ଦେଶାନ୍ତର

    ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ପରିବାରର ଆଉ ଦୁଇ ଜଣଙ୍କୁ ମାରିଦେଲା

    13673
    Jul 15, 2026
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି
    ଦେଶ-ଦେଶାନ୍ତର

    ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି

    14009
    Jul 14, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ...

    15614
    Jul 14, 2026
  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ...
    ଦେଶ-ଦେଶାନ୍ତର

    ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ...

    15222
    Jul 14, 2026
  • ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ଜାହାଜ
    ଦେଶ-ଦେଶାନ୍ତର

    ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ଜାହାଜ

    14751
    Jul 15, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ...
    ବାଣିଜ୍ୟ

    ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ...

    13565
    Jul 14, 2026
  • ସ୍ୱାମୀଙ୍କ ଦରମାର ୨୫ ପ୍ରତିଶତ ଟଙ୍କା ଦେବା ବାଧ୍ୟତାମୂଳକ ନିୟମ ନୁହେଁ : ହାଇକୋର୍ଟ
    ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଦରମାର ୨୫ ପ୍ରତିଶତ ଟଙ୍କା ଦେବା ବାଧ୍ୟତାମୂଳକ ନିୟମ ନୁହେଁ : ହାଇକୋର୍ଟ

    14489
    Jul 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ଜାହାଜ

    14751
    Jul 15, 2026
  • ଦେଶ-ଦେଶାନ୍ତର

    ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ

    14180
    Jul 15, 2026
  • ବାଣିଜ୍ୟ

    ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13565
    Jul 14, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16976
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17586
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17640
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18041
    Sep 06, 2023

ବିଶେଷ

  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14580
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14863
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15613
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15720
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15532
    Jul 05, 2026

ବାଣିଜ୍ୟ

ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

ନୂଆଦିଲ୍ଲୀ: ଗ୍ରାହକମାନେ ଅଧିକରୁ ଅଧିକ ସୂର୍ଯ୍ୟ କିରଣ ଊଦ୍ଧ୍ୱର୍କୁ ଯାଇ ପାରମ୍ପରିକ ସୁରକ୍ଷା ଯୋଗାଇଦେଉଥିବା ତ୍ୱଚା ଯନôକାରୀ ଉତ୍ପାଦ ଆବଶ୍ୟକ କରୁଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅ ...

  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13565
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14656
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15845
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15713
    Jun 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ଜାରି

    15222
    Jul 14, 2026
  • ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ

    14910
    Jul 14, 2026
  • ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ଜାହାଜ

    14751
    Jul 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In