Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, March 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ...

  • ୟୁଏଇ ନଷ୍ଟ କଲା ୫ ବାଲିଷ୍ଟିକ ...

  • ହାଇକୋର୍ଟରେ ଖାରଜ ହେଲା ଲାଲୁଙ୍କ ପିଟିସନ

  • ଅନୁମତି ନଥିବା କହି ଇରାନ ଫେରାଇ ଦେଲା ...

  • ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ

  • ଏଲପିଜି ବୁକିଂ ନିୟମକୁ ନେଇ ସରକାରଙ୍କ ...

  • ‘ମେଟା’ ଉପରେ ୩୫,୨୦୦ କୋଟିର ଫାଇନ୍

  • ସୋନିଆ ଗାନ୍ଧି ଅସୁସ୍ଥ, ହସ୍ପିଟାଲରେ ...

  • ପଞ୍ଜାବୀ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ ...

  • ସିଗାରେଟ ଧୂଆଁ ନୁହେଁ, ଭୁଲ ବୁଝାମଣା

Home ›› ››ଏଚବିଟି ଲିଙ୍ଗ-ଭିତ୍ତିକ ହିଂସା ବିରୋଧରେ ୧୬ଦିନ ବ୍ୟାପୀ ସକ୍ରିୟ ଅଭିଯାନ ଆରମ୍ଭ କଲା

ଏଚବିଟି ଲିଙ୍ଗ-ଭିତ୍ତିକ ହିଂସା ବିରୋଧରେ ୧୬ଦିନ ବ୍ୟାପୀ ସକ୍ରିୟ ଅଭିଯାନ ଆରମ୍ଭ କଲା

2024-11-25 12:42:12
14869
Share:
Facebook
Twitter
E-Mail
WhatsApp
Telegram
ଏଚବିଟି ଲିଙ୍ଗ-ଭିତ୍ତିକ ହିଂସା ବିରୋଧରେ ୧୬ଦିନ ବ୍ୟାପୀ ସକ୍ରିୟ ଅଭିଯାନ ଆରମ୍ଭ କଲା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ ସର୍ବଭାରତୀୟ ଏନ୍ଜିଓ ‘ହମାରା ବଚ୍ପନ ଟ୍ରଷ୍ଟ’ (ଏଚବିଟି) ଲିଙ୍ଗ-ଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ବୈଶ୍ୱିକ ଅଭିଯାନ ଆରମ୍ଭ କରିଛି, ଯାହା ନଭେମ୍ବର ୨୫ (ଆନ୍ତର୍ଜାତିକ ମହିଳା ହିଂସା ନିରୋଧୀ ଦିବସ)ରୁ ଡିସେମ୍ବର ୧୦ (ଆନ୍ତର୍ଜାତିକ ମାନବାଧିକାର ଦିବସ) ପର୍ଯ୍ୟନ୍ତ ଚାଲିବ । 

୨୫ ନଭେମ୍ବରରେ ଏଚବିଟି ଓଡ଼ିଶା ଓ ମଧ୍ୟପ୍ରଦେଶରେ ଏହାର ବିଶାଳ ଅଭିଯାନ ଶୁଭାରମ୍ଭ କରିଥିଲା, ଯେଉଁ ଅବସରରେ ୧୬ଦିନ ବ୍ୟାପୀ ଏହାର କାର୍ଯ୍ୟକାରିତାର ବିଭିନ୍ନ ସ୍ଥାନରେ ଏକାଧିକ କାର୍ଯ୍ୟକ୍ରମ ଆାୟୋଜିତ ହେବାକୁ ଯାଉଛି । ଏହି ସମସ୍ତ କାର୍ଯ୍ୟକ୍ରମ ଅନ୍ତରଙ୍ଗ ସାଥୀଙ୍କ ଦ୍ୱାରା ହିଂସା, ବାଲ୍ୟ ବିବାହ ଏବଂ ଅନ୍ୟ ଲିଙ୍ଗ-ଭିତ୍ତିକ ହିଂସା ଭଳି ଗୁରୁତର ପ୍ରସଙ୍ଗଗୁଡିକ ପ୍ରତି ଦୃଷ୍ଟିଦେବା ଲକ୍ଷ୍ୟ ରଖିଛି । 

କେନ୍ଦୁଝରରେ ପାଟଣାର ଏକ ଅଙ୍ଗନବାଡି କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ୪୦ ଜଣ ଅଂଶଗ୍ରହଣକାରୀ ଯୋଗଦେଇଥିଲେ; ଯେଉଁମାନଙ୍କ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କିଶୋରୀ ବାଳିକା ଏବଂ ପିଆରଆଇ ନେତୃବୃନ୍ଦ ଅନ୍ତର୍ଭୁକ୍ତ ଥିଲେ । ଏହି ଅଭିଯାନ ସମୟରେ ଯୋ÷ନଗତ, ଶାରୀରିକ ଏବଂ ମନସ୍ତାତ୍ତ୍ୱିକ ହିଂସାଜନିତ ଆପଦ ସମ୍ପର୍କରେ ଆଲୋକପାତ କରାଯାଇଥିଲା, ଏବଂ ତାହାସହିତ ବାଲ୍ୟ ବିବାହର କୁପରିଣତି ସମ୍ପର୍କରେ ସଚେତନ କରାଯାଇଥିଲା । ଏହି ଅବସରେ ସାମୂହିକ ପ୍ରୟାସକୁ ପ୍ରେରଣା ଦେବା ନିମନ୍ତେ ଏକ ଶୋଭାଯାତ୍ରା ଆୟୋଜନ ସହିତ ସେଥିରେ ଏ ସମ୍ପର୍କରେ ସ୍ଲୋଗାନ ଦିଆଯାଇଥିଲା । ଇତିମଧ୍ୟରେ ଭୁବନେଶ୍ୱରର ଭଗବତୀ ଅଞ୍ଚଳରେ ୨୬ କିଶୋରୀ ବାଳିକା ଏବଂ ମହିଳା ଲିଙ୍ଗ-ଭିତ୍ତିକ ହିଂସା ବିରୋଧରେ ନିରାପତ୍ତା, ସମାନତା ଏବଂ ମଜଭୁତପଣ ଉପରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ଉଦେ୍ଦଶ୍ୟରେ ରଙ୍ଗୋଲି ପ୍ରସ୍ତୁତି ପ୍ରତିଯୋଗିତା ଏବଂ ଶପଥ ପାଠ ଉତ୍ସବ ଆଦି ସୃଜନଶୀଳ ପଦକ୍ଷେପରେ ଅଂଶଗ୍ରହଣ କରିଥିଲେ ।

ମଧ୍ୟପ୍ରଦେଶର ଜିରୋଙ୍ଗିରେ ଏଚବିଟି ମହିଳାଙ୍କ ଅଧିକାର ଏବଂ ଆଇନଗତ ସଚେତନତା ସମ୍ପର୍କରେ ଏକ ଗୋଷ୍ଠୀଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଆୟୋଜନକୁ ସୁଗମ କରାଇଥିଲା । ଏହି ଆନ୍ତଃ କି୍ରୟାଭିମୁଖୀ ଆଲୋଚନାରେ ୪୫ କିଶୋରୀ ବାଳିକା ଏବଂ ମହିଳା ଅଂଶଗ୍ରହଣ କରିଥିଲେ ଏବଂ ସେମାନେ ଘରୋଇ ହିଂସା ଏବଂ ଅନ୍ୟ ଲିଙ୍ଗ-ଭିତ୍ତିକ ହିଂସାର ମୁକାବିଲା ନିମନ୍ତେ ପ୍ରସ୍ତୁତ ଶିକ୍ଷଣୀୟ ଭିଡିଓ ଦେଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହିଳା ଓ ବାଳିକାମାନଙ୍କୁ ଅନ୍ୟାୟ ଏବଂ ପାତର ଅନ୍ତରରୁ ସୁରକ୍ଷା ପ୍ରଦାନ ନିମନ୍ତେ ଡିଜାଇନ କରାଯାଇଥିବା ବିଭିନ୍ନ ଆଇନ ସମ୍ପର୍କରେ ଆଇନଗତ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲା । 

ଅନ୍ତରଙ୍ଗ ସାଥୀଙ୍କ ଦ୍ୱାରା ହିଂସା ଭଳି ସମସ୍ୟାଗୁଡିକର ମୁକାବିଲା ଏବଂ ଆଇନଗତ ସଚେତନତା ବ୍ୟବସ୍ଥାକୁ ସୁଦୃଢ କରି ଏହି ସଂଗଠନ ଏକ ନିରାପଦ, ଅଧିକ ସମତାଭିତ୍ତିକ ଗୋଷ୍ଠୀ ନିର୍ମାଣ ନିମନ୍ତେ ଲକ୍ଷ୍ୟ ରଖିଛି । ଏହି ପ୍ରୟାସଗୁଡିକ ଗୋଷ୍ଠୀଗୁଡିକୁ ଏକତ୍ରିତ କରିବା, ରକ୍ଷା ପାଇଥିବା ମହିଳା ଓ ବାଳିକାମାନଙ୍କୁ ସଶକ୍ତ କରିବା ଏବଂ ଲିଙ୍ଗ-ଭିତ୍ତିକ ହିଂସାର ସ୍ଥାୟୀ ସମାଧାନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ବୃହତ୍ତର ଅଭିଯାନର ଅଂଶବିଶେଷ ହୋଇଛି ।

Powered by Froala Editor

Tags Hbt

Related articles Odisha News Lens 4.1

  • ହାଇକୋର୍ଟରେ ଖାରଜ ହେଲା ଲାଲୁଙ୍କ ପିଟିସନ
    ଦେଶ-ଦେଶାନ୍ତର

    ହାଇକୋର୍ଟରେ ଖାରଜ ହେଲା ଲାଲୁଙ୍କ ପିଟିସନ

    14153
    Mar 25, 2026
  • ୟୁଏଇ ନଷ୍ଟ କଲା  ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ଓ ୧୭ଟି ଡ୍ରୋନ
    ଦେଶ-ଦେଶାନ୍ତର

    ୟୁଏଇ ନଷ୍ଟ କଲା ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ଓ ୧୭ଟି ଡ୍ରୋନ

    14329
    Mar 25, 2026
  • ସିଗାରେଟ ଧୂଆଁ ନୁହେଁ, ଭୁଲ ବୁଝାମଣା
    ମନୋରଞ୍ଜନ

    ସିଗାରେଟ ଧୂଆଁ ନୁହେଁ, ଭୁଲ ବୁଝାମଣା

    13886
    Mar 24, 2026
  • ଅନୁମତି ନଥିବା କହି ଇରାନ ଫେରାଇ ଦେଲା ପାକିସ୍ତାନ ଜାହଜ
    ଦେଶ-ଦେଶାନ୍ତର

    ଅନୁମତି ନଥିବା କହି ଇରାନ ଫେରାଇ ଦେଲା ପାକିସ୍ତାନ ଜାହଜ

    13559
    Mar 25, 2026
  • ଏଲପିଜି ବୁକିଂ ନିୟମକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ
    ଦେଶ-ଦେଶାନ୍ତର

    ଏଲପିଜି ବୁକିଂ ନିୟମକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ

    13958
    Mar 25, 2026
  • ପଞ୍ଜାବୀ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ କଲେ ବାଦଶାହ
    ମନୋରଞ୍ଜନ

    ପଞ୍ଜାବୀ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ କଲେ ବାଦଶାହ

    13896
    Mar 24, 2026
  • ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ
    ଦେଶ-ଦେଶାନ୍ତର

    ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ

    14992
    Mar 25, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....
    ବିଶେଷ

    କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    14678
    Mar 25, 2026
  • ସୋନିଆ ଗାନ୍ଧି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
    ଦେଶ-ଦେଶାନ୍ତର

    ସୋନିଆ ଗାନ୍ଧି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

    14589
    Mar 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହାଇକୋର୍ଟରେ ଖାରଜ ହେଲା ଲାଲୁଙ୍କ ପିଟିସନ

    14153
    Mar 25, 2026
  • ଦେଶ-ଦେଶାନ୍ତର

    ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ

    14992
    Mar 25, 2026
  • ମନୋରଞ୍ଜନ

    ପଞ୍ଜାବୀ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ କଲେ ବାଦଶାହ

    13896
    Mar 24, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17383
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17448
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17795
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16267
    Apr 03, 2021

ବିଶେଷ

  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    14678
    Mar 25, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    14756
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13925
    Mar 22, 2026
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    15076
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15624
    Mar 19, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15013
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15523
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13819
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14263
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପଞ୍ଜାବୀ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ କଲେ ବାଦଶାହ

    13896
    Mar 24, 2026
  • ‘ମେଟା’ ଉପରେ ୩୫,୨୦୦ କୋଟିର ଫାଇନ୍

    14058
    Mar 25, 2026
  • ଅନୁମତି ନଥିବା କହି ଇରାନ ଫେରାଇ ଦେଲା ପାକିସ୍ତାନ ଜାହଜ

    13559
    Mar 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In