Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, April 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ...

  • କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

  • ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ...

  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ...

  • ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ...

  • ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ...

  • ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

  • ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର

  • ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍

  • ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମାଗଣାରେ ମିଳିବ ପାଞ୍ଚ ଲକ୍ଷ ଟୁରିଷ୍ଟ ଭିସା

ମାଗଣାରେ ମିଳିବ ପାଞ୍ଚ ଲକ୍ଷ ଟୁରିଷ୍ଟ ଭିସା

2021-06-29 06:04:34
13576
Share:
Facebook
Twitter
E-Mail
WhatsApp
Telegram
ମାଗଣାରେ ମିଳିବ ପାଞ୍ଚ ଲକ୍ଷ ଟୁରିଷ୍ଟ ଭିସା


ନୂଆଦିଲ୍ଲୀ:ମାଗଣାରେ ମିଳିବ ପାଞ୍ଚ ଲକ୍ଷ ଟୁରିଷ୍ଟ ଭିସା।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର କୋଭିଡ ମହାମାରୀ ଏବଂ ଦୁର୍ବଳ ହୋଇ ପଡିଥିବା କେତେକ କ୍ଷେତ୍ର ପାଇଁ ସରକାର ଆଠଟି ରିଲିଫ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ମାର୍ଚ୍ଚ ୩୧, ୨୦୨୨ ପର୍ୟ୍ୟନ୍ତ ଚାଲିବ କିମ୍ବା ପ୍ରଥମ ପାଞ୍ଚ ଲକ୍ଷ ଟୁରିଷ୍ଟ ଭିସା ପ୍ରଦାନ ହେବା ପର୍ୟ୍ୟନ୍ତ ଚାଲିବ। ସୀତାରମଣ କହିଛନ୍ତି ଯେ ପ୍ରତ୍ୟେକ ପର୍ୟ୍ୟଟକ କେବଳ ଥରେ ଏହି ଯୋଜନାର ଲାଭ ପାଇପାରିବେ।ଅର୍ଥମନ୍ତ୍ରୀ କହିଛନ୍ତି ଏହି ଯୋଜନାର ସରକିର ମୋଟ ₹ ୧୦୦ କୋଟି ଖର୍ଚ୍ଚ କରିବେ। ମହାମାରୀର ଦ୍ବାରା ପ୍ରଭାବିତ ହୋଇଥିବା କ୍ଷେତ୍ରଗୁଡିକ ମଧ୍ୟରେ ଭ୍ରମଣ ଏବଂ ପର୍ୟ୍ୟଟନ କ୍ଷେତ୍ର ଅନ୍ୟତମ। ଯେଉଁ ରାଜ୍ୟମାନଙ୍କ ପାଇଁ ପର୍ୟ୍ୟଟନ ଏକ ବଡ଼ ରୋଜଗାର ଅଟେ ଯଥା - ଗୋଆ ଏବଂ କେରଳ ଭଳି - ହଜାର ହଜାର କୋଟି କ୍ଷତି ହୋଇଥିବା ରିପୋର୍ଟ କରିଛନ୍ତି। ଗତ ବର୍ଷ ମେ ମାସ ଆରମ୍ଭରେ (ସରକାର ପର୍ୟ୍ୟଟନ ଭିସା ପ୍ରଦାନକୁ ସ୍ଥଗିତ ରଖିବା ପରେ), ସେତେବେଳେ କେରଳ ପର୍ୟ୍ୟଟନ ମନ୍ତ୍ରୀ କାଦାକମ୍ପାଲି ସୁରେନ୍ଦ୍ରନ୍ କହିଥିଲେ ଯେ ରାଜ୍ୟ ଆନୁମାନିକ ୧୫,୦୦୦ କୋଟି କ୍ଷତି ସହିଛି। କରୋନା ମାଡରେ ଏହି କ୍ଷେତ୍ର ଉପରେ ପଡିଥିବା ପ୍ରଭାବକୁ ବର୍ଣ୍ଣନା କରିବାକୁ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୧୯ ରେ ୧୦.୯୩ ନିୟୁତ ପର୍ୟ୍ୟଟକ ଭାରତ ପରିଦର୍ଶନରେ ଆସିଥିଲେ ଏବଂ ଅବକାଶ ଏବଂ ବ୍ୟବସାୟ ପାଇଁ ପ୍ରାୟ ୩୧ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିଥିଲେ।

Powered by Froala Editor

Tags tourist visa

Related articles Odisha News Lens 4.1

  • କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା
    ଦେଶ-ଦେଶାନ୍ତର

    କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

    13864
    Apr 21, 2026
  • ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

    13652
    Apr 20, 2026
  • ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ମାଡ଼
    ଦେଶ-ଦେଶାନ୍ତର

    ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ମାଡ଼

    15136
    Apr 21, 2026
  • ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍
    ମନୋରଞ୍ଜନ

    ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍

    14094
    Apr 20, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ
    ବିଶେଷ

    ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14130
    Apr 21, 2026
  • ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ସମ୍ବିଧାନ ବିରୋଧୀ କହିଲେ ଅଖିଳେଶ
    ଦେଶ-ଦେଶାନ୍ତର

    ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ସମ୍ବିଧାନ ବିରୋଧୀ କହିଲେ ଅଖିଳେଶ

    13297
    Apr 21, 2026
  • ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ବୃଦ୍ଧି ପାଇଲା ତୈଳ ଦର
    ଦେଶ-ଦେଶାନ୍ତର

    ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ବୃଦ୍ଧି ପାଇଲା ତୈଳ ଦର

    14524
    Apr 20, 2026
  • ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, କିନ୍ତୁ ସନ୍ୟାସିନୀ ପାଲଟିଲେ ହର୍ଷା
    ମନୋରଞ୍ଜନ

    ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, କିନ୍ତୁ ସନ୍ୟାସିନୀ ପାଲଟିଲେ ହର୍ଷା

    14699
    Apr 20, 2026
  • ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର
    ଦେଶ-ଦେଶାନ୍ତର

    ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର

    15042
    Apr 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

    13864
    Apr 21, 2026
  • ଦେଶ-ଦେଶାନ୍ତର

    ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର

    15042
    Apr 20, 2026
  • ଦେଶ-ଦେଶାନ୍ତର

    ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ସମ୍ବିଧାନ ବିରୋଧୀ କହିଲେ ଅଖିଳେଶ

    13297
    Apr 21, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17427
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17481
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17839
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16309
    Apr 03, 2021

ବିଶେଷ

  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14130
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13652
    Apr 20, 2026
  • ଅସ୍ଥି ମଜଭୁତ କରେ ଖଜୁରି

    16149
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15845
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16201
    Apr 12, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15346
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15077
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15579
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13877
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ସବୁଠାରୁ ବଡ଼ ସୁଯୋଗ ହରାଇଲି

    15687
    Apr 20, 2026
  • ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

    13652
    Apr 20, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14130
    Apr 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In