Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ...

  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ...

  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ...

  • ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ...

  • ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ

  • ସ୍ଥଗିତ ହେଲା ପଞ୍ଜାବରେ ହେବାକୁ ଥିବା ...

  • ରୋମର ରାସ୍ତାରେ ଏକାଠି କାର ଯାତ୍ରା କଲେ ...

  • ଆହୁରି ୭ ଦିନ ହେବ ଭୟଙ୍କର ଗରମ

  • ବିଜୟ ସରକାରଙ୍କ ଠାରୁ ସମର୍ଥନ ...

  • ତ୍ବିଶା ଶର୍ମା ମୃତ୍ୟୁ ମାମଲା : ସିସିଟିଭି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଏନିଙ୍କ ସଂଘର୍ଷ କାହାଣୀ: ମେଳାରେ ଆଇସକ୍ରିମ୍ ବିକ୍ରି କରୁଥିଲେ, ଏବେ ସବ୍‌-ଇନ୍ସପେକ୍ଟର

ଏନିଙ୍କ ସଂଘର୍ଷ କାହାଣୀ: ମେଳାରେ ଆଇସକ୍ରିମ୍ ବିକ୍ରି କରୁଥିଲେ, ଏବେ ସବ୍‌-ଇନ୍ସପେକ୍ଟର

2021-06-28 08:35:01
14602
Share:
Facebook
Twitter
E-Mail
WhatsApp
Telegram
ଏନିଙ୍କ ସଂଘର୍ଷ କାହାଣୀ: ମେଳାରେ ଆଇସକ୍ରିମ୍ ବିକ୍ରି କରୁଥିଲେ, ଏବେ ସବ୍‌-ଇନ୍ସପେକ୍ଟର

ମଣିଷର ଉଦ୍ୟମ ତାକୁ ଯେକୌଣସି ପରିସ୍ଥିତିର ସାମନା କରିବାକୁ ଶକ୍ତି ଦିଏ । ଯେତେ ବାଧା ବିଘ୍ନ ଆସିଲେ ବି ସେ ସବୁ କିଛି ଆଡେଇ ଯାଏ । ଏଭଳି ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ ପାଲଟିଛନ୍ତି ୩୧ ବର୍ଷୀୟା ଏନି ଶିବ । କେରଳରେ ରହୁଥିବା ଏନି  ଶିବ ଜୀବନରେ ବହୁ ସଂଘର୍ଷ କରିଛନ୍ତି । ସ୍ୱାମୀ ଛାଡିଦେବା ପରେ ନିଜ ପିଲାକୁ ଧରି ସେ ଲେମୋନେଡ୍ ଓ ଆଇସକ୍ରିମ୍ ବିକ୍ରି କରୁଥିଲେ । ଶେଷରେ ଅନେକ କଷ୍ଟ ସହି ସବ୍‌ଇନ୍ସପେକ୍ଟର ହୋଇଛନ୍ତି । ଏନିଙ୍କ ଜୀବନ କାହାଣୀ ଏବେ ଅନେକଙ୍କ ପାଇଁ ଉଦାହରଣ ପାଲଟିଛି । 

କେରଳର ତିରୁଅନନ୍ତପୁରମ କାଞ୍ଜିରାମକୁଲମରେ ରହୁଥିବା ଏସପି ଏନି ୨୧ ବର୍ଷରେ ତାଙ୍କ ସ୍ଵାମୀଙ୍କ ସହ ବିବାହ ବେଚ୍ଛେଦ କରିଥିଲେ। ୮ ମାସର ଶିଶୁଙ୍କୁ ଧରି ସେ ସ୍ଵାମୀଙ୍କୁ ଛାଡି ଚାଲିଆସିଥିଲେ। ତାଙ୍କର ବାପା ମା ତାଙ୍କୁ ଘରେ ରଖିବାକୁ ମନା କରିଦେଇଥିଲେ। ଏହାପରେ ସେ ତାଙ୍କର ଜେଜେ ମାଙ୍କ ଘରେ ଯାଇ ରହିବାକୁ ଲାଗିଲେ। ପେଟ ପୋଷିବାକୁ କାମଧନ୍ଦା କଲେ। ଏପରିକି ଲେମ୍ବୁ ବିକ୍ରି କଲେ, ମେଳା ମହୋତ୍ସବରେ ଆଇସକ୍ରିମ୍ ବି ବିକ୍ରି କଲେ । ହେଲେ ଏତେ ସଙ୍ଘର୍ଷ ମଧ୍ୟରେ ସେ ତାଙ୍କର ସ୍ଵପ୍ନ ଭୁଲି ନଥିଲେ। ଏବେ ସେ ୩୧ ବର୍ଷର ହୋଇଛନ୍ତି। ଦୀର୍ଘ ୧୦ ବର୍ଷର ସଙ୍ଘର୍ଷ ପରେ ସେ ବରକଳା ପୋଲିସ ଷ୍ଟେସନର ସବ୍-ଇନସପେକ୍ଟର ରୂପରେ ନିଯୁକ୍ତ ହୋଇଛନ୍ତି। ଗତ ଶନିବାର ସବ୍‌ଇନ୍ସପେକ୍ଟର ରୂପେ କାର୍ଯ୍ୟାଭାର ସମ୍ଭାଳିଛନ୍ତି। ତାଙ୍କର ଏହି ସଙ୍ଘର୍ଷମୟ କାହାଣୀ ଶୁଣିବା ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଫିଲ୍ମ ତାରକାମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଗଣମାଧ୍ୟମକୁ ଶିବ କହିଛନ୍ତି, ବରକଳା ଥାନାରେ ମୋର ନିଯୁକ୍ତି ହୋଇଥିବା କଥା ଅଳ୍ପ ଦିନ ତଳେ ଜାଣିଲି। ସାହାଭରସା ନ ଥାଇ ଛୁଆଟିକୁ ଧରି ସେହି ଜାଗାରେ ହିଁ ମୁଁ ଅନେକ କାନ୍ଦିଥିଲି। ବରକଳା ଶିବଗିରି ଆଶ୍ରମ ଷ୍ଟଲ୍‌ରେ ଲେମୋନେଡ୍‌, ଆଇସ୍‌କ୍ରିମ୍‌ ଏବଂ ହସ୍ତକର୍ମ ଭଳି ବହୁ ଛୋଟମୋଟ ବେପାର କଲି। ସବୁଥିରେ ବିଫଳ ହେଲି। ତା'ପରେ ଜଣେ ବ୍ୟକ୍ତି ମତେ ପଢ଼ିବାକୁ ଟଙ୍କାପଇସା ଦେବା ସହ ସବ୍‌-ଇନ୍‌ସ୍‌ପେକ୍ଟର୍‌ ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଲେ। 

Powered by Froala Editor

Tags enni

Related articles Odisha News Lens 4.1

  • ଆହୁରି ୭ ଦିନ ହେବ ଭୟଙ୍କର ଗରମ
    ଦେଶ-ଦେଶାନ୍ତର

    ଆହୁରି ୭ ଦିନ ହେବ ଭୟଙ୍କର ଗରମ

    14535
    May 20, 2026
  • ସ୍ଥଗିତ ହେଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା
    ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା

    14692
    May 20, 2026
  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା :  ମୁଫତେଶକୁ ଏନକାଉଣ୍ଟର
    ଅପରାଧ

    ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ମୁଫତେଶକୁ ଏନକାଉଣ୍ଟର

    14532
    May 21, 2026
  • ତ୍ବିଶା ଶର୍ମା ମୃତ୍ୟୁ ମାମଲା : ସିସିଟିଭି ଫୁଟେଜ୍ ନେଇ ତଦନ୍ତ, ଶାଶୂ କହିଲେ ବୋହୂ ...
    ଅପରାଧ

    ତ୍ବିଶା ଶର୍ମା ମୃତ୍ୟୁ ମାମଲା : ସିସିଟିଭି ଫୁଟେଜ୍ ନେଇ ତଦନ୍ତ, ଶାଶୂ କହିଲେ ବୋହୂ ...

    15604
    May 20, 2026
  • ବିଜୟ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର ପାଇଁ ଧମକ ଦେଲା ସିପିଆଇ(ଏମ୍‌)
    ରାଜନୀତି

    ବିଜୟ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର ପାଇଁ ଧମକ ଦେଲା ସିପିଆଇ(ଏମ୍‌)

    13634
    May 20, 2026
  • ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ଡିଗ୍ରୀ ଟପିଲା
    ଦେଶ-ଦେଶାନ୍ତର

    ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ଡିଗ୍ରୀ ଟପିଲା

    15431
    May 21, 2026
  • ରୋମର ରାସ୍ତାରେ ଏକାଠି କାର ଯାତ୍ରା କଲେ ମୋଦୀ ଓ ମେଲୋନି
    ଦେଶ-ଦେଶାନ୍ତର

    ରୋମର ରାସ୍ତାରେ ଏକାଠି କାର ଯାତ୍ରା କଲେ ମୋଦୀ ଓ ମେଲୋନି

    15000
    May 20, 2026
  • ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ
    ଦେଶ-ଦେଶାନ୍ତର

    ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ

    13999
    May 21, 2026
  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’
    ମନୋରଞ୍ଜନ

    ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’

    15401
    May 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ଡିଗ୍ରୀ ଟପିଲା

    15431
    May 21, 2026
  • ରାଜନୀତି

    ବିଜୟ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର ପାଇଁ ଧମକ ଦେଲା ସିପିଆଇ(ଏମ୍‌)

    13634
    May 20, 2026
  • ଦେଶ-ଦେଶାନ୍ତର

    ରୋମର ରାସ୍ତାରେ ଏକାଠି କାର ଯାତ୍ରା କଲେ ମୋଦୀ ଓ ମେଲୋନି

    15000
    May 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16870
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17485
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17536
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17921
    Sep 06, 2023

ବିଶେଷ

  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14050
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14406
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15469
    May 17, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    15078
    May 15, 2026
  • ଏହା କଲେ ନିୟନ୍ତ୍ରଣରେ ରହିବ କୋଲେଷ୍ଟରଲ

    15579
    May 14, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15411
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15150
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15642
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13973
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆହୁରି ୭ ଦିନ ହେବ ଭୟଙ୍କର ଗରମ

    14535
    May 20, 2026
  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ମୁଫତେଶକୁ ଏନକାଉଣ୍ଟର

    14532
    May 21, 2026
  • ତ୍ବିଶା ଶର୍ମା ମୃତ୍ୟୁ ମାମଲା : ସିସିଟିଭି ଫୁଟେଜ୍ ନେଇ ତଦନ୍ତ, ଶାଶୂ କହିଲେ ବୋହୂ ଗଞ୍ଜେଇ ଟାଣୁଥିଲା

    15604
    May 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In