Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, March 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବନ୍ଧୁତାର ହାତ : ଦୁଇ ଏଲ୍‌ପିଜି ...

  • ଗର୍ଭବତୀ ଖବର ପରେ ଏମିତି କହିଲେ ନୀନା...

  • ରନ୍ଧନଗ୍ୟାସ୍ ଅଭାବ: ମେନ୍ୟୁ କାଟ୍ ଛାଟ୍

  • ଗ୍ୟାସ୍ ଆଣିବାକୁ ଯାଇଥିଲେ, ଚାଲିଗଲା ଜୀବନ

  • ସୋନମ ୱାଙ୍ଗଚୁକଙ୍କ ମୁକ୍ତି ନେଇ ...

  • ‘ଜୀବନ୍ୟାସ’ ପୁରସ୍କୃତ

  • ସିଲିଣ୍ଡର ପାଇଁ ଲମ୍ବା ଧାଡ଼ିରେ ଠିଆ ...

  • ବିମାନ ଉଡାଇବା ପୂର୍ବରୁ ମାଆଙ୍କୁ ଭିଡିଓ ...

  • କମିଲା ସୁନା ଏବଂ ରୂପା ଦର

  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ...

Home ›› ››ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇବା ପରେ ଗୁଳି କରି ହତ୍ୟା କଲେ ଆତଙ୍କୀ

ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇବା ପରେ ଗୁଳି କରି ହତ୍ୟା କଲେ ଆତଙ୍କୀ

2024-08-26 11:26:17
16426
Share:
Facebook
Twitter
E-Mail
WhatsApp
Telegram
ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇବା ପରେ ଗୁଳି କରି ହତ୍ୟା କଲେ ଆତଙ୍କୀ

ନୂଆଦିଲ୍ଲୀ:  ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ ମୁସାଖୈଲ ଜିଲାରେ ୨୩ଙ୍କୁ ଗୁଳି କରି ହତ୍ୟା। ଯାତ୍ରୀମାନଙ୍କୁ ଗାଡ଼ିରୁ ଓହ୍ଲାଇଦେବା ପରେ ସେମାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କୀ।  ଆତଙ୍କୀମାନେ ବସ, ଟ୍ରକ ଏବଂ ଅନ୍ୟାନ୍ୟ ଗାଡ଼ିରୁ ଜଣ ଜଣ କରି ଯାତ୍ରୀଙ୍କୁ ଓହ୍ଲାଇ ସେମାନଙ୍କ ପରିଚୟ ଯାଞ୍ଚ କରିବା ପରେ ଗୁଳି କରି ହତ୍ୟା କରିଛନ୍ତି। ଏହା ପରେ ଘଟଣାସ୍ଥଳରୁ ଚାଲିଯିବା ଆଗରୁ ୧୦ଟି ଗାଡ଼ିରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ସମସ୍ତ ନିହତ ପଞ୍ଜାବ ପ୍ରଦେଶର ବୋଲି ଜଣାପଡ଼ିଛି। ସେମାନେ କ୍ଵେଟାରୁ ଫୈସଲାବାଦ ଯାଉଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Powered by Froala Editor

Tags Terrorist

Related articles Odisha News Lens 4.1

  • ସିଲିଣ୍ଡର ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି ଲୋକେ
    ଦେଶ-ଦେଶାନ୍ତର

    ସିଲିଣ୍ଡର ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି ଲୋକେ

    13582
    Mar 14, 2026
  • ଗ୍ୟାସ୍ ଆଣିବାକୁ ଯାଇଥିଲେ, ଚାଲିଗଲା ଜୀବନ
    ଦେଶ-ଦେଶାନ୍ତର

    ଗ୍ୟାସ୍ ଆଣିବାକୁ ଯାଇଥିଲେ, ଚାଲିଗଲା ଜୀବନ

    14244
    Mar 14, 2026
  •  ବିମାନ ଉଡାଇବା ପୂର୍ବରୁ ମାଆଙ୍କୁ ଭିଡିଓ କଲ କରି ପାଇଲଟ କହିଥିଲେ ଏମିତି, ତାପରେ ହେଲା ...
    ଦେଶ-ଦେଶାନ୍ତର

    ବିମାନ ଉଡାଇବା ପୂର୍ବରୁ ମାଆଙ୍କୁ ଭିଡିଓ କଲ କରି ପାଇଲଟ କହିଥିଲେ ଏମିତି, ତାପରେ ହେଲା ...

    15386
    Mar 14, 2026
  • ରନ୍ଧନଗ୍ୟାସ୍ ଅଭାବ: ମେନ୍ୟୁ କାଟ୍ ଛାଟ୍
    ଦେଶ-ଦେଶାନ୍ତର

    ରନ୍ଧନଗ୍ୟାସ୍ ଅଭାବ: ମେନ୍ୟୁ କାଟ୍ ଛାଟ୍

    15468
    Mar 14, 2026
  • ବନ୍ଧୁତାର ହାତ : ଦୁଇ ଏଲ୍‌ପିଜି ଟ୍ୟାଙ୍କରକୁ ସୁରକ୍ଷିତ ଛାଡ଼ିଲା ଇରାନ
    ଦେଶ-ଦେଶାନ୍ତର

    ବନ୍ଧୁତାର ହାତ : ଦୁଇ ଏଲ୍‌ପିଜି ଟ୍ୟାଙ୍କରକୁ ସୁରକ୍ଷିତ ଛାଡ଼ିଲା ଇରାନ

    14440
    Mar 14, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ
    ବିଶେଷ

    ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    13839
    Mar 14, 2026
  • ସୋନମ ୱାଙ୍ଗଚୁକଙ୍କ ମୁକ୍ତି ନେଇ ଗୃହମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ସୋନମ ୱାଙ୍ଗଚୁକଙ୍କ ମୁକ୍ତି ନେଇ ଗୃହମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

    13412
    Mar 14, 2026
  • ଗର୍ଭବତୀ ଖବର ପରେ ଏମିତି କହିଲେ ନୀନା...
    ମନୋରଞ୍ଜନ

    ଗର୍ଭବତୀ ଖବର ପରେ ଏମିତି କହିଲେ ନୀନା...

    13679
    Mar 14, 2026
  • କମିଲା ସୁନା ଏବଂ ରୂପା ଦର
    ଦେଶ-ଦେଶାନ୍ତର

    କମିଲା ସୁନା ଏବଂ ରୂପା ଦର

    14976
    Mar 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ‘ଜୀବନ୍ୟାସ’ ପୁରସ୍କୃତ

    13654
    Mar 14, 2026
  • ଦେଶ-ଦେଶାନ୍ତର

    ରନ୍ଧନଗ୍ୟାସ୍ ଅଭାବ: ମେନ୍ୟୁ କାଟ୍ ଛାଟ୍

    15468
    Mar 14, 2026
  • ଦେଶ-ଦେଶାନ୍ତର

    ବନ୍ଧୁତାର ହାତ : ଦୁଇ ଏଲ୍‌ପିଜି ଟ୍ୟାଙ୍କରକୁ ସୁରକ୍ଷିତ ଛାଡ଼ିଲା ଇରାନ

    14440
    Mar 14, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17369
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17432
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17781
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16252
    Apr 03, 2021

ବିଶେଷ

  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    13839
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13827
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14472
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15088
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14843
    Mar 07, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15680
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15141
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14990
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14503
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରନ୍ଧନଗ୍ୟାସ୍ ଅଭାବ: ମେନ୍ୟୁ କାଟ୍ ଛାଟ୍

    15468
    Mar 14, 2026
  • ସୋନମ ୱାଙ୍ଗଚୁକଙ୍କ ମୁକ୍ତି ନେଇ ଗୃହମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

    13412
    Mar 14, 2026
  • ଗ୍ୟାସ୍ ଆଣିବାକୁ ଯାଇଥିଲେ, ଚାଲିଗଲା ଜୀବନ

    14244
    Mar 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In