୩୪ ଓଏଏସ ଅଧିକାରୀଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି
ଭୁବନେଶ୍ୱର: ୩୪ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଏହି ଅଧିକାରୀମାନେ ହେଲେ ପ୍ରତାପ ଚନ୍ଦ୍ର ରାଉତ, ଲକ୍ଷ୍ମିଧର ଦାସ, ଲକ୍ଷ୍ମୀଧର ବେହେରା, ରେମିଶ କେରକେଟା, ଜ୍ୟୋତି କମୁାର ଲାକ୍ରା, ଚନ୍ଦ୍ରମଣି ବଡ଼ନାଏକ, ଇନ୍ଦ୍ରମଣି ତି୍ରପାଠୀ, ବ୍ରଜଗୋପାଳ ଆଚାର୍ଯ୍ୟ, ଜ୍ୟୋତିରଞ୍ଜନ ପ୍ରଧାନ, ଅଶୋକ କୁମାର ଦାସ, ସୁବ୍ରତ ଶତପଥୀ, ବିଶ୍ୱନାଥ ସାହୁ, ତି୍ରଲୋଚନ ପ୍ରଧାନ, ଆଲୋକ କୁମାର କର, ଗୀତାରାଣୀ ମହାପାତ୍ର, ମନ୍ମଥ କୁମାର ପାଣି, ପ୍ରଦୀପ୍ତ କୁମାର ସାହାଣୀ, ବିଶ୍ୱଜିତ ବିଶ୍ୱାଳ ବନାନୀ ମହାନ୍ତି, ସୁଶାନ୍ତ କୁମାର ଦାଶ, ସୀତାରାମ ପଟେଲ, କମଳ ଲୋଚନ ମିଶ୍ର, ଲଲାଟେନ୍ଦୁ ମିଶ୍ର, ଜୟନ୍ତ ନାରାୟଣ ଷଡଙ୍ଗୀ, ସୁଦର୍ଶନ ପରିଡ଼ା, ସତ୍ୟନାରାୟଣ ଦାଶ, ପ୍ରଭାତ କୁମାର ଭୋଇ, ରଘୁମଣି ଗମାଙ୍ଗୋ, ତୁଷାରକାନ୍ତି ମହାନ୍ତି, ସରୋଜ କୁମାର ସାମଲ, ପ୍ରଶାନ୍ତ କୁମାର ରଥ, ମନୋଜ କୁମାର ମହାନ୍ତି, ରାଜେନ୍ଦ୍ର ମିଶ୍ର ଓ ଭୂମେଶ ଚନ୍ଦ୍ର ବେହେରା । ଏହା ବାଦ ଆଉ ୧୨୧ ଜଣ ଓଏଏସ ଅଧିକାରଙ୍କୁ ସୁପରିଅର ଆଡମିନିଷ୍ଟ୍ରେଟିଭ ଗ୍ରେଡକୁ ପଦୋନ୍ନତି କରାଯାଇଛି । ପଦୋନ୍ନତି ପରେ ସମସ୍ତ ଅଧିକାରୀ ନିଜ ନିଜ ପଦବୀରେ କାର୍ଯ୍ୟ ଜାରି ରଖିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି ।
Powered by Froala Editor