Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 09, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

  • ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ

  • ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ...

  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ...

  • ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ...

  • ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ...

  • Zoho Mail ବ୍ୟବହାର କରୁଛନ୍ତି ଗୃହମନ୍ତ୍ରୀ, ...

  • ଫାଟିଲା ୨୦୦ ସିଲିଣ୍ଡର, ତରଳିଗଲା ଟ୍ରକ୍‌

  • ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ...

  • କୋଲ୍‌ଡରିଫ୍‌ ପରେ ନିଷିଦ୍ଧ ହେଲା ...

ରାଜ୍ୟ
Home ›› ରାଜ୍ୟ ››ସ୍ଵାଭାବିକ ହେଉଛି ସ୍ଥିତି, କର୍ଫ୍ୟୁ କୋହଳ ସମୟ ୧୬ ଘଣ୍ଟାକୁ ବୃଦ୍ଧି

ସ୍ଵାଭାବିକ ହେଉଛି ସ୍ଥିତି, କର୍ଫ୍ୟୁ କୋହଳ ସମୟ ୧୬ ଘଣ୍ଟାକୁ ବୃଦ୍ଧି

2024-06-26 06:31:57
14772
Share:
Facebook
Twitter
E-Mail
WhatsApp
Telegram
ସ୍ଵାଭାବିକ ହେଉଛି ସ୍ଥିତି, କର୍ଫ୍ୟୁ କୋହଳ ସମୟ ୧୬ ଘଣ୍ଟାକୁ ବୃଦ୍ଧି

ବାଲେଶ୍ଵର: ବାଲେଶ୍ଵର ସହରରେ ସ୍ଥିତି ଏବେ ସ୍ଵାଭାବିକ ହେଉଛି। ସହରର ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ ପ୍ରଶାସନ କର୍ଫ୍ୟୁ କୋହଳ ସମୟ ୧୬ ଘଣ୍ଟାକୁ ବୃଦ୍ଧି କରିଛି। ପୂର୍ବରୁ କେବଳ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା। ଆଜିଠାରୁ ଟାଉନ ଥାନା ଅଞ୍ଚଳରେ ବି ଏହି ନିୟମ ଲାଗୁ କରାଯିବ। ଅର୍ଥାତ୍ କେବଳ ରାତି ୯ଟାରୁ ସକାଳ ୫ଟା ପର୍ୟ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସମସ୍ତଙ୍କ ସହଯୋଗରୁ ସହରର ସ୍ଥିତି ଏବେ ସମ୍ପୂର୍ଣ୍ଣ ସ୍ଵାଭାବିକ ହୋଇପାରିଛି ବୋଲି କହିଛନ୍ତି ଜିଲ୍ଲାପାଳ ଏବଂ ଏସ୍‌ପି। ତେବେ ଶାନ୍ତି କମିଟି ବୈଠକ ଆୟୋଜନ ପୂର୍ବରୁ ସହରର ପ୍ରତ୍ୟେକ ଓ୍ବାର୍ଡ‌ରେ ଶାନ୍ତି କମିଟି ଗଠନ ପାଇଁ ଆୟୋଜିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଗୋଷ୍ଠୀ କନ୍ଦଳକୁ ନେଇ ଆଜି ସୁଦ୍ଧା ୨୪ଟି ମାମଲା ରୁଜ୍ଜୁ ହୋଇଥିବାବେଳେ ଏ ପର୍ୟ୍ୟନ୍ତ ୯୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହେବା ଭୟରେ ଫେରାର ଥିବା ବ୍ୟକ୍ତି ଶୀଘ୍ର ଫେରି ଆସିବାକୁ ଏସପି ପରାମର୍ଶ ଦେଇଛନ୍ତି। ଭିଡିଓ ଏବଂ ସିସିଟିଭି ଫୁଟେଜ ଯାଞ୍ଚ ପରେ ନି‌େର୍ଦ୍ଦାଷଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

Powered by Froala Editor

Tags Curfew

Related articles Odisha News Lens 4.1

  • ଫାଟିଲା ୨୦୦ ସିଲିଣ୍ଡର, ତରଳିଗଲା ଟ୍ରକ୍‌
    ଦେଶ-ଦେଶାନ୍ତର

    ଫାଟିଲା ୨୦୦ ସିଲିଣ୍ଡର, ତରଳିଗଲା ଟ୍ରକ୍‌

    13899
    Oct 08, 2025
  • ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦଘାଟନ କଲେ ମୋଦୀ
    ଦେଶ-ଦେଶାନ୍ତର

    ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦଘାଟନ କଲେ ମୋଦୀ

    14184
    Oct 09, 2025
  •  ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....
    ବିଶେଷ

    ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....

    13407
    Oct 09, 2025
  • କୋଲ୍‌ଡରିଫ୍‌ ପରେ ନିଷିଦ୍ଧ ହେଲା  ‘ରିଲିଫ୍‌’ ଓ ‘ରେସ୍‌ପିଫ୍ରେସ ଟିଆର’
    ଦେଶ-ଦେଶାନ୍ତର

    କୋଲ୍‌ଡରିଫ୍‌ ପରେ ନିଷିଦ୍ଧ ହେଲା ‘ରିଲିଫ୍‌’ ଓ ‘ରେସ୍‌ପିଫ୍ରେସ ଟିଆର’

    14256
    Oct 08, 2025
  • ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ
    ଦେଶ-ଦେଶାନ୍ତର

    ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ

    14777
    Oct 09, 2025
  • Zoho Mail ବ୍ୟବହାର କରୁଛନ୍ତି ଗୃହମନ୍ତ୍ରୀ, ଜାଣନ୍ତୁ  ପ୍ରତିଷ୍ଠାତାଙ୍କ ବିଷୟରେ...
    ଦେଶ-ଦେଶାନ୍ତର

    Zoho Mail ବ୍ୟବହାର କରୁଛନ୍ତି ଗୃହମନ୍ତ୍ରୀ, ଜାଣନ୍ତୁ ପ୍ରତିଷ୍ଠାତାଙ୍କ ବିଷୟରେ...

    14965
    Oct 08, 2025
  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ
    ବିଶେଷ

    ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ

    15417
    Oct 09, 2025
  • ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ଭବ୍ୟ ଝଲକ୍
    ଦେଶ-ଦେଶାନ୍ତର

    ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ଭବ୍ୟ ଝଲକ୍

    14403
    Oct 08, 2025
  • ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ
    ଦେଶ-ଦେଶାନ୍ତର

    ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

    14983
    Oct 08, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

    14947
    Oct 09, 2025
  • ଦେଶ-ଦେଶାନ୍ତର

    କୋଲ୍‌ଡରିଫ୍‌ ପରେ ନିଷିଦ୍ଧ ହେଲା ‘ରିଲିଫ୍‌’ ଓ ‘ରେସ୍‌ପିଫ୍ରେସ ଟିଆର’

    14256
    Oct 08, 2025
  • ଦେଶ-ଦେଶାନ୍ତର

    ଫାଟିଲା ୨୦୦ ସିଲିଣ୍ଡର, ତରଳିଗଲା ଟ୍ରକ୍‌

    13899
    Oct 08, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16770
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16868
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17229
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15683
    Apr 03, 2021

ବିଶେଷ

  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ

    15417
    Oct 09, 2025
  • ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....

    13407
    Oct 09, 2025
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14038
    Oct 08, 2025
  • ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ

    14228
    Oct 06, 2025
  • ଭଗବାନଙ୍କୁ ହାତ ଯୋଡ଼ି ବାହାରିଲେ ସବୁ କାମ ହୋଇଥାଏ ଶୁଭ

    15266
    Oct 06, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14260
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14058
    Sep 16, 2025
  • ଶସ୍ତା ହେଲା ସୁନା

    14388
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14957
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ଭବ୍ୟ ଝଲକ୍

    14403
    Oct 08, 2025
  • ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ

    14777
    Oct 09, 2025
  • Zoho Mail ବ୍ୟବହାର କରୁଛନ୍ତି ଗୃହମନ୍ତ୍ରୀ, ଜାଣନ୍ତୁ ପ୍ରତିଷ୍ଠାତାଙ୍କ ବିଷୟରେ...

    14965
    Oct 08, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In