Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ...

  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ...

  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ...

  • ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ...

  • ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ...

  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ...

  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

  • ଆସାମରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା

  • ଦକ୍ଷିଣ ନାଇଜେରିଆରେ ମିଲିଟାରୀ ବିମାନ ...

ବିଶେଷ
Home ›› ବିଶେଷ ››ଡାଏଟରେ ସାମିଲ କରନ୍ତୁ ଭେଣ୍ତି, ଶରୀରକୁ ମିଳିଥାଏ ଏହିସବୁ ଉପକାରିତା

ଡାଏଟରେ ସାମିଲ କରନ୍ତୁ ଭେଣ୍ତି, ଶରୀରକୁ ମିଳିଥାଏ ଏହିସବୁ ଉପକାରିତା

2024-04-27 06:57:44
16104
Share:
Facebook
Twitter
E-Mail
WhatsApp
Telegram
ଡାଏଟରେ ସାମିଲ କରନ୍ତୁ ଭେଣ୍ତି, ଶରୀରକୁ ମିଳିଥାଏ ଏହିସବୁ ଉପକାରିତା

ଭେଣ୍ତି କେବଳ ଏକ ସ୍ୱାଦିଷ୍ଟ ପରିବା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ। ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱରେ ଏହା ଭରି ରହିଛି। ଭେଣ୍ତିରେ କମ୍‌ କ୍ୟାଲୋରୀ ଓ ଅଧିକ ଫାଇବର ସହିତ ଭିଟାମିନ୍-ଏ, ଭିଟାମିନ୍-ସି, ପୋଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ହିତକର। ଆସନ୍ତୁ ଜାଣିବା ଭେଣ୍ତିକୁ ଡାଏଟରେ ସାମିଲ କଲେ ଶରୀରକୁ କ’ଣ ସବୁ ଉପକାରିତା ମିଳିଥାଏ।

ହଜମ କରିବାରେ ସହାୟକ ହୁଏ- ଭେଣ୍ତିରେ ଅଧିକ ମାତ୍ରାରେ ଫାଇବର ଥିବାରୁ ଏହା ହଜମ କ୍ରିୟାରେ ସହାୟକ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହା ଶରୀରରେ ଥିବା ଉପକାରୀ ବ୍ୟାକ୍ଟେରିଆକୁ ବୃଦ୍ଧି କରିବେ ସହ ଅନ୍ତନଳୀକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ- ଭେଣ୍ତି ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଭେଣ୍ତିରେ ଭିଟାମିନ୍-ସି ଏବଂ ଖଣିଜ ପଦାର୍ଥ ଭରପୂର ମାତ୍ରାରେ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ରୋଗରୁ ଆମକୁ ରକ୍ଷା କରିଥାଏ।

ଆଖିକୁ ସୁସ୍ଥ ରଖେ- ଭେଣ୍ତିରେ ଭରପୂର ମାତ୍ରାରେ ଭିଟାମିନ୍-ଏ ଥିବାରୁ ଏହା ଆଖିକୁ ସୁସ୍ଥ ରଖେ। ବିଭିନ୍ନ ଚକ୍ଷୁ ରୋଗରୁ ରକ୍ଷା କରିବାରେ ଏହା ସାହାଯ୍ୟ କରିଥାଏ। ଏହାଛଡ଼ା ବୟସଜନିତ ମାକୁଲାର ଡିଜେନେରେସନ ଭଳି ରୋଗର ଆଶଙ୍କାକୁ ମଧ୍ୟ କମ୍ କରିଥାଏ।

ହାଡ଼କୁ ସୁସ୍ଥ ରଖେ- ଭେଣ୍ତିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ରହିଛି, ଯାହା ହାଡ଼କୁ ସୁସ୍ଥ ରଖିବା ପାଇଁ ସହାୟକ ହୋଇଥାଏ । ଏହା ଅଷ୍ଟିଓପୋରୋସିସର ଆଶଙ୍କାକୁ କମ୍‌ କରିଥାଏ।

କୋଲେଷ୍ଟ୍ରଲ୍ ସ୍ତରକୁ କମ୍ କରେ- ଭେଣ୍ତିରେ ଫାଇବାର ଭରପୂର ପରିମାଣରେ ରହିଛି ଯାହା ଶରୀରରେ ଥିବା କ୍ଷତିକାରକ କୋଲେଷ୍ଟ୍ରଲ୍‌କୁ କମ୍ କରିବା ସହ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। 

ତ୍ୱଚାକୁ ସୁସ୍ଥ ରଖେ- ଭେଣ୍ତିରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍-ଏ ଓ ଭିଟାମିନ୍-ସି ତ୍ୱଚାକୁ ସୁସ୍ଥ ଏବଂ ସଫା ରଖିବାରେ ସାହାଯ୍ୟ କରେ। ଏହା ମୁହଁରେ ହେଉଥିବା ବ୍ରଣ ଓ ବାର୍ଦ୍ଧକ୍ୟ ଜନିତ ଚର୍ମ ରୋଗରୁ ମଧ୍ୟ ରକ୍ଷା କରିଥାଏ।

ଓଜନ କମ୍ କରିବାରେ ସହାୟକ- ଭେଣ୍ଡିରେ ଥିବା ଫାଇବର ଓଜନ କମ୍‌ କରିବାରେ ସହାୟକ ହୋଇଥାଏ । ସେହିଭଳି ରକ୍ତରେ ସୁଗାର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ । 

Powered by Froala Editor

Tags Ladies finger

Related articles Odisha News Lens 4.1

  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ
    ଦେଶ-ଦେଶାନ୍ତର

    ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ

    13635
    Oct 06, 2026
  • ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ କଲେ କେନ୍ଦ୍ର ...
    ଦେଶ-ଦେଶାନ୍ତର

    ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ କଲେ କେନ୍ଦ୍ର ...

    15503
    Oct 07, 2026
  • ଆସାମରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ଆସାମରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା

    14050
    Oct 06, 2026
  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି

    14870
    Oct 06, 2026
  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ
    ଦେଶ-ଦେଶାନ୍ତର

    କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

    15125
    Oct 06, 2026
  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ
    ଦେଶ-ଦେଶାନ୍ତର

    ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ

    14215
    Oct 06, 2026
  • ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କଲେ ମାୟାବତୀ
    ଦେଶ-ଦେଶାନ୍ତର

    ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କଲେ ମାୟାବତୀ

    14335
    Oct 06, 2026
  • ଦକ୍ଷିଣ ନାଇଜେରିଆରେ ମିଲିଟାରୀ ବିମାନ କ୍ରାସ୍, ୩୨ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଦକ୍ଷିଣ ନାଇଜେରିଆରେ ମିଲିଟାରୀ ବିମାନ କ୍ରାସ୍, ୩୨ ଜଣଙ୍କ ମୃତ୍ୟୁ

    14487
    Oct 06, 2026
  • ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼
    ମନୋରଞ୍ଜନ

    ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

    14792
    Oct 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦକ୍ଷିଣ ନାଇଜେରିଆରେ ମିଲିଟାରୀ ବିମାନ କ୍ରାସ୍, ୩୨ ଜଣଙ୍କ ମୃତ୍ୟୁ

    14487
    Oct 06, 2026
  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି

    14870
    Oct 06, 2026
  • ଦେଶ-ଦେଶାନ୍ତର

    ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ

    14215
    Oct 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17157
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17848
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17808
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18224
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14248
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14482
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15498
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14171
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15908
    Sep 23, 2026

ବାଣିଜ୍ୟ

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

ଶିଳ୍ପ-ପ୍ରାସଙ୍ଗିକ ଦକ୍ଷତା ଏବଂ ଅର୍ଥପୂର୍ଣ୍ଣ ସୁଯୋଗ ଓଡ଼ିଶା ଏବଂ ଛତିଶଗଡ଼ରେ ଯୁବକମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବାରେ ସାହାଯ୍ୟ କରୁଛି

ଭୁବନେଶ୍ୱର, ଅକ୍ଟୋବର ୬: ଗ୍ରାମାଞ୍ଚଳର ଯୁବକମାନ ...

  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14010
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15389
    Oct 01, 2026
  • ଭାରତରେ ‘Apple Pay’ ପ୍ରବେଶ

    15055
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14404
    Sep 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ

    13635
    Oct 06, 2026
  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ

    14215
    Oct 06, 2026
  • ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

    14792
    Oct 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In