Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କିଏ କେଉଁଠି ଆଗରେ ଜାଣନ୍ତୁ

  • ଆଜି କୋଲକାତାରେ ବିଜୟ ସେଲିବ୍ରେସନ ...

  • ବିଜୟ ଥାଲାପତିଙ୍କ ଘର ବାହାରେ ...

  • ୯୮ଟି ଆସନରେ ଆଗୁଆ କଂଗ୍ରେସ

  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ...

  • ଥିଏଟରକୁ ଆସିପାରେ ‘ସନା’

  • ଦୋଳି ଫାଶରେ ଚାଲିଗଲା ଜୀବନ

  • ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ...

  • ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ...

Home ›› ››ଆମୱେ ଇଣ୍ଡିଆ ବଜାରକୁ ଆଣିଲା ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍

ଆମୱେ ଇଣ୍ଡିଆ ବଜାରକୁ ଆଣିଲା ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍

2021-06-16 10:41:38
24011
Share:
Facebook
Twitter
E-Mail
WhatsApp
Telegram
ଆମୱେ ଇଣ୍ଡିଆ ବଜାରକୁ ଆଣିଲା ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍

+ ଏହାର ବଜାର ପ୍ରବେଶ ସହିତ ୨୦୨୧ ଶେଷସୁଦ୍ଧା ୫୦ କୋଟି ରାଜସ୍ୱ ସୃଷ୍ଟି ଲକ୍ଷ୍ୟ ରଖିଛି

+ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଥିବା ଲୋକମାନଙ୍କ ନିମନ୍ତେ ଏହି ଉତ୍ପାଦ ଉଦ୍ଦିଷ୍ଟ

ଭୁବନେଶ୍ୱର : ଦେଶର ଅନ୍ୟତମ ଅଗ୍ରଣୀ ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଥିବା ବ୍ୟକ୍ତିମାନଙ୍କ ନିମନ୍ତେ ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଛି, ଯାହା ବର୍ଦ୍ଧିତ-ନିର୍ଗତ ପ୍ରଯୁକ୍ତି ଫାଇଦା ସହିତ ଆସୁଛି । ଏଥିସହିତ ଆମୱେ ଇଣ୍ଡିଆ ରୋଗ ପ୍ରତିରୋଧ ଶକ୍ତି ଦୁର୍ବଳ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଭାବରେ ବ୍ୟବହାର ହେବା ସକାଶେ ଏକ ଉତ୍ପାଦ ପ୍ରଚଳନ କରି ଦେଶେରେ ନିଜର ପୁଷ୍ଟିସାଧନ ଏବଂ ରୋଗ ପ୍ରତିରୋଧ ଶକ୍ତିକୁ ସହାୟକ ହେଉଥିବା ଉତ୍ପାଦ ବର୍ଗମାଳାକୁ ଅଧିକ ସୁଦୃଢ କରିଛି । ନ୍ୟୁଟ୍ରାଲାଇଟ ଭିଟାମିନ ସି ଚେରି ପ୍ଲସ୍‍ ୮ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶରୀରକୁ ଲଗାତର ଭିଟାମିନ ସି ଯୋଗାଇ ଦେଉଛି, କାରଣ ଏହା ସାରା ଦିନ ରୋଗ ପ୍ରତିରୋଧ ନିମନ୍ତେ ସହାୟତା କରିବାକୁ ପରିବର୍ଦ୍ଧିତ-ନିର୍ଗତ ପ୍ରଯୁକ୍ତିରେ ପ୍ରସ୍ତୁତ ହୋଇଛି । 

ଏହି ବର୍ଗ ସମ୍ପର୍କରେ ପ୍ରକାଶ କରି ଆମୱେ ଇଣ୍ଡିଆର ସିଇଓ ଅଂଶୁ ବୁଧରାଜା କହିଛନ୍ତି, “ଏହି ମହାମାରୀ ବିରୁଦ୍ଧରେ ଆମେ ଲଢେଇ ଜାରି ରଖିଥିବାବେଳେ ଜୀବନଶୈଳୀରେ ଆବଶ୍ୟକ ପରିବର୍ତ୍ତନ ଆଣୁଛୁ ଏବଂ ସେହି ସମୟରେ ଆମେ ଆମର ପୁଷ୍ଟିସାଧନ ଏବଂ ରୋଗ ପ୍ରତିରୋଧ ଆବଶ୍ୟକତାକୁ ପୁନଃଅଗ୍ରାଧିକାର ପ୍ରଦାନ କରୁଥିବା ଲକ୍ଷ୍ୟ କରୁଛୁ । ଚଳିତ ସମୟରେ ଆମେ ଲକ୍ଷ୍ୟ କରିଛୁ ଯେ ସ୍ୱାସ୍ଥ୍ୟ ସଚେତନ ଏବଂ ଦୁର୍ବଳ ରୋଗ ପ୍ରତିରୋଧ ଶ୍‍ତି ଥିବା ବ୍ୟକ୍ତିବିଶେଷ ସେମାନଙ୍କର ରୋଗ ପ୍ରତିରୋଧ କ୍ଷମତାକୁ ସହାୟତା କରିବା ଏବଂ ନିଜକୁ ନିରାପଦ ରଖିବା ସକାଶେ ପ୍ରତିଷେଧମୂଳକଏବଂ ସ୍ମାର୍ଟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ପରିବର୍ତ୍ତିତ ହୋଇଛନ୍ତି । ବିଶ୍ୱସ୍ତରରେ ଦେଖାଦେଇଥିବା ସ୍ୱାସ୍ଥ୍ୟ ସଙ୍କଟର ପରିଣତି ସ୍ୱରୂପ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ପରିପୂରକର ଚାହିଦାରେ ବୃଦ୍ଧି ଘଟାଇଛି ଏବଂ ଭିଟାମିନ ସି ସେଥିମଧ୍ୟରେ ଅନ୍ୟତମ, ଯେହେତୁ ଏହା ନିଜର ରୋଗ ପ୍ରତିରୋଧ କ୍ଷମତାକୁ ସମର୍ଥନକାରୀ ତତ୍ତ୍ୱ ପାଇଁ ପରିଚିତ । ୨୦୨୦ରେ ବୟସ୍କଙ୍କ ଭିଟାମିନ ସି ବଜାର ପ୍ରାୟ ୧୮୫ କୋଟି ଟଙ୍କା ଥିଲା ଏବଂ ଏହା ଏବେ ବାର୍ଷିକ ୧୫% ସିଏଜିଆର୍‍ରେ ଅଭିବୃଦ୍ଧି ଘଟୁଛି । ଏହି ଅଭିବୃଦ୍ଧି ଧାରାକୁ ଲକ୍ଷ୍ୟକରି ଏବଂ ପୁଷ୍ଟିସାଧନ ଓ ରୋଗ ପ୍ରତିରୋଧ ଶ୍ରେଣୀ ଅଧୀନରେ, ସ୍ୱତନ୍ତ୍ର ଆବଶ୍ୟକତା ରହିଥିବା ଲୋକସଂଖ୍ୟାକୁ ଲକ୍ଷ୍ୟରେ ରଖି, ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍ ବଜାର ପ୍ରବେଶ ଜରିଆରେ ଆମ ଉତ୍ପାଦ ବର୍ଗକୁ ସଂପ୍ରସାରିତ କରି ୨୦୨୫ ସୁଦ୍ଧା ୧୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆୟ କରିବା ଲକ୍ଷ୍ୟ ରଖିଛୁ ।”

ଏହି ଉତ୍ପାଦର ବଜାର ପ୍ରବେଶ ସମ୍ପର୍କରେ ପ୍ର୍ରକାଶ କରି ଆମୱେ ଇଣ୍ଡିଆର ସିଏମ୍‍ଓ ଅଜୟ ଖାନ୍ନା କହିଛନ୍ତି, “ନିକଟରେ କରାଯାଇଥିବା ସର୍ଭେ ଅନୁଯାୟୀ ୨୦୨୦ରେ ୫୦% ଗ୍ରାହକ ସେମାନଙ୍କ ରୋଗ ପ୍ରତିରୋଧ ଶକ୍ତିକୁ ସମର୍ଥନ କରିବା ସକାଶେ ଅଧିକ ପରିପୂରକ ନେଉଥିବା ପ୍ରକାଶ କରିଥିଲେ ଏବଂ ଏହି ଧାରା ଦୀର୍ଘକାଳ ପର୍ଯ୍ୟନ୍ତ ଅବ୍ୟାହତ ରହିବ । ଭିଟାମିନ ସି ରୋଗ ପ୍ରତିରୋଧ ସହାୟକ ଫାଇଦା ଯୋଗାଇବା ସହିତ ଏହାର ଆଣ୍ଟି ଅକ୍ସିଡାଣ୍ଟ ତତ୍ୱ ପାଇଁ ପରିଚିତ । ନ୍ୟୁଟିଲାଇଟର ନୂଆ ଭିଟାମିନ ସି ଚେରି ପ୍ଲସ୍‍ ଧୀର, ଲଗାତର ଭାବରେ ୮ ଘଣ୍ଟା ପାଇଁ ଶରୀରକୁ ଭିଟାମିନ ସି ନିର୍ଗତ କରିଚାଲିଥାଏ, କାରଣ ଏକ ଦିନତମାମ ରୋଗ ପ୍ରତିରୋଧ ବ୍ୟବସ୍ଥାକୁ ସହାୟକ ହେବାକୁ ଭିଟାମିନ ସି’ର ଉନ୍ନତ୍ତତର ଉପଯୋଗ ନିମନ୍ତେ ଏହା ପରିବର୍ଦ୍ଧିତ-ନିର୍ଗତ ପ୍ରଯୁକ୍ତିରେ ପ୍ରସ୍ତୁତ କରାଯାଇଛି । ଏହି ଉତ୍ପାଦ ଏସରୋଲା ଚେରି ଭଳି ଉଦ୍ଭିଦଭିତ୍ତିକ ଭିଟାମିନ ସି ଉତ୍ସରୁ ପ୍ରସ୍ତୁତ କରାଯାଇଛି, ଯାହା ପ୍ରକୃତିରେ ଥିବା ଭିଟାମିନ ସି’ର ଅନ୍ୟତମ ସର୍ବାଧିକ ସାନ୍ଦ୍ରତା ବିଶିଷ୍ଟ ଉତ୍ପାଦ ଏବଂ ଏହା ବ୍ରାଜିଲରେ ଆମ ନିଜର ଜୈବିକ କ୍ଷେତରେ ଉତ୍ପନ୍ନ କରାଯାଉଛି । ଏହି ଉତ୍ପାଦ ସେହି ବୟସ୍କ ବ୍ୟକ୍ତିବିଶେଷଙ୍କ ନିମନ୍ତେ ଉଦ୍ଦିଷ୍ଟ, ଯେଉଁମାନଙ୍କର ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ରହିଛି ।”

ଆମୱେ ତାହାର ନ୍ୟୁଟ୍ରିଲାଇଟ ଖାଦ୍ୟ ପରିପୂରକ ଉତ୍ପାଦଗୁଡିକ ନିମନ୍ତେ ଉପାଦାନ ପ୍ରମାଣିକୃତ ଜୈବିକ ସଂସ୍ଥାରୁ ସଂଗ୍ରହ କରିଥାଏ । ନ୍ୟୁଟ୍ରିଲାଇଟ ଦେଶର ବିଭିନ୍ନ ଭାଗରେ ପ୍ରମାଣିକୃତ ସହଭାଗୀ ଜୈବିକ ଫାର୍ମଗୁଡିକରେ ଉଦ୍ଭିଦ ଚାଷ, ଅମଳ ଏବଂ ପ୍ରକ୍ରିୟାକରଣକୁ ସୁନିଶ୍ଚିତ କରିଥାଏ । ଆମୱେ ଇଣ୍ଡିଆର ଏକ ବ୍ୟାପକ ପିଛାକରିବା ଯୋଜନା ରହିଛି, ଯାହା ବିହନ ଠାରୁ ପରିପୂରକ ପର୍ଯ୍ୟନ୍ତ ଯାତ୍ରାର ଟିକିନିଖି ତଥ୍ୟ ରଖିଥାଏ ଏବଂ ସର୍ବୋଚ୍ଚ ଗୁଣମାନର ଉପାଦାନ ଯେଭଳି ନ୍ୟୁଟ୍ରିଲାଇଟ ଉତ୍ପାଦରେ ବ୍ୟବହାର କରାଯିବ, ତାହା ସୁନିଶ୍ଚିତ କରୁଛି । ନ୍ୟୁଟ୍ରିଲାଇଟ ଉତ୍ପାଦ ଭରସାଯୋଗ୍ୟ ସ୍ତରର ଶୁଦ୍ଧତା, ନିରାପତ୍ତା ଏବଂ ସାମର୍ଥ୍ୟ ଯୋଗାଇ ଦେଉଛି ଏବଂ ଏହା ପଛରେ ଆମୱେର ସୁଦୃଢ ବୈଜ୍ଞାନିକ ଗବେଷଣା ପୃଷ୍ଠଭୂମି ରହିଛି, ଯାହା ଉକ୍ତ ଉତ୍ପାଦଗୁଡିକୁ ଜଣକର ସ୍ୱାସ୍ଥ୍ୟ ବଜାୟ ରଖିବା ନିମନ୍ତେ ଏକ ସଫଳ ମାଧ୍ୟମରେ ପରିଣତ କରିଛି । 

ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍ ସମ୍ପର୍କରେ:

+ ଏହି ଉତ୍ପାଦ ଏସରୋଲା ଚେରି ଭଳି ଉଦ୍ଭିଦଭିତ୍ତିକ ଭିଟାମିନ ସି ଉତ୍ସରୁ ପ୍ରସ୍ତୁତ କରାଯାଇଛି, ଯାହା ପ୍ରକୃତିରେ ଥିବା ଭିଟାମିନ ସି’ର ଅନ୍ୟତମ ସର୍ବାଧିକ ସାନ୍ଦ୍ରତା ବିଶିଷ୍ଟ ଉତ୍ପାଦ ଏବଂ ଏହା ବ୍ରାଜିଲରେ ଆମ ନିଜର ଜୈବିକ କ୍ଷେତରେ ଉତ୍ପନ୍ନ କରାଯାଉଛି ।

+ ଦୈନିକ ଗୋଟିଏ ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲାସ୍‍ ବଟିକା ୯ଟି କମଳା ଅଥବା ୮ଟି ଲେମ୍ବୁ ସହିତ ସମାନ ପରିମାଣର ଭିଟାମିନ ସି (୪୦୦ ମିଲିଗ୍ରାମ) ଯୋଗାଇଥାଏ । ୧୨୦୦ ଟଙ୍କା ମୂଲ୍ୟ ରଖାଯାଇଥିବା(ସମସ୍ତ ଟିକସ ସହିତ) ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍ କେବଳ ସମଗ୍ର ଭାରତରେ ଆମୱେ ପ୍ରତ୍ୟକ୍ଷ ବିକ୍ରେତା/ ଖୁଚୁରା ବିକ୍ରେତାଙ୍କ ଦ୍ୱାରା ବିକ୍ରି କରାଯିବ ଏବଂ ଅଧିକ ଜାଣିବା ପାଇଁ କମ୍ପାନୀର ୱେବସାଇଟ ଙ୍ଗଙ୍ଗଙ୍ଗ.ବଜ୍ଞଙ୍ଗବଚ୍ଚ.ସଦ୍ଭ ଦେଖନ୍ତୁ ।

+ ଏହି ବଟିକାଗୁଡିକର ବର୍ଦ୍ଧିତ-ନିର୍ଗତ ପ୍ରଯୁକ୍ତି ବଜାରରେ ସଂପ୍ରତି ଉପଲବ୍ଧ ଏହି ଧରଣର ପ୍ରଥମ, ଯାହା ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍କୁ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏହି କୌଶଳସହିତ ଏହି ଉତ୍ପାଦ ବର୍ଗରେ ପ୍ରଥମ କରି ଉପସ୍ଥାପନ କରୁଛି । 


Powered by Froala Editor

Tags amway

Related articles Odisha News Lens 4.1

  • ବିଜୟ ଥାଲାପତିଙ୍କ ଘର ବାହାରେ ସେଲିବ୍ରେସନ୍
    ଦେଶ-ଦେଶାନ୍ତର

    ବିଜୟ ଥାଲାପତିଙ୍କ ଘର ବାହାରେ ସେଲିବ୍ରେସନ୍

    15203
    May 04, 2026
  • ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ
    ଦେଶ-ଦେଶାନ୍ତର

    ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ

    14426
    May 04, 2026
  • କିଏ କେଉଁଠି ଆଗରେ ଜାଣନ୍ତୁ
    ଦେଶ-ଦେଶାନ୍ତର

    କିଏ କେଉଁଠି ଆଗରେ ଜାଣନ୍ତୁ

    14121
    May 04, 2026
  • ଦୋଳି ଫାଶରେ ଚାଲିଗଲା ଜୀବନ
    ଜିଲ୍ଲା ପରିକ୍ରମା

    ଦୋଳି ଫାଶରେ ଚାଲିଗଲା ଜୀବନ

    15364
    May 04, 2026
  •  ୯୮ଟି ଆସନରେ ଆଗୁଆ କଂଗ୍ରେସ
    ଦେଶ-ଦେଶାନ୍ତର

    ୯୮ଟି ଆସନରେ ଆଗୁଆ କଂଗ୍ରେସ

    13707
    May 04, 2026
  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ
    ଜିଲ୍ଲା ପରିକ୍ରମା

    ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15459
    May 04, 2026
  •  ଆଜି କୋଲକାତାରେ ବିଜୟ ସେଲିବ୍ରେସନ କରିବାକୁ ମନା
    ଦେଶ-ଦେଶାନ୍ତର

    ଆଜି କୋଲକାତାରେ ବିଜୟ ସେଲିବ୍ରେସନ କରିବାକୁ ମନା

    15149
    May 04, 2026
  • ଥିଏଟରକୁ ଆସିପାରେ ‘ସନା’
    ମନୋରଞ୍ଜନ

    ଥିଏଟରକୁ ଆସିପାରେ ‘ସନା’

    14138
    May 04, 2026
  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍
    ଦେଶ-ଦେଶାନ୍ତର

    ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍

    14771
    May 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଜୟ ଥାଲାପତିଙ୍କ ଘର ବାହାରେ ସେଲିବ୍ରେସନ୍

    15203
    May 04, 2026
  • ଦେଶ-ଦେଶାନ୍ତର

    ୯୮ଟି ଆସନରେ ଆଗୁଆ କଂଗ୍ରେସ

    13707
    May 04, 2026
  • ଦେଶ-ଦେଶାନ୍ତର

    ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

    14588
    May 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17455
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17506
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17861
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16335
    Apr 03, 2021

ବିଶେଷ

  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    14904
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13818
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14039
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14230
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16096
    Apr 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15374
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15109
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15605
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13918
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍

    14771
    May 04, 2026
  • ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

    14588
    May 04, 2026
  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15459
    May 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In