Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, April 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ...

  • ଇରାନର ପରମାଣୁ ପ୍ରକଳ୍ପ ନିକଟରେ ...

  • ନିର୍ବାଚନ ସମୟରେ ଏହା କରିବେ ବିଏସ୍‌ଏଫ ...

  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

  • ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ...

  • ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ...

  • ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ

  • ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ

  • ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୧୦ ବିଧାୟକ ତୃଣମୂଳକୁ ଫେରିବା ପାଇଁ ପ୍ରସ୍ତୁତି

୧୦ ବିଧାୟକ ତୃଣମୂଳକୁ ଫେରିବା ପାଇଁ ପ୍ରସ୍ତୁତି

2021-06-11 10:00:15
13712
Share:
Facebook
Twitter
E-Mail
WhatsApp
Telegram
୧୦  ବିଧାୟକ ତୃଣମୂଳକୁ ଫେରିବା ପାଇଁ ପ୍ରସ୍ତୁତି

କୋଲକାତା: ରାଜନୀତିରେ ବାଜି ଓଲଟିବା ପାଇଁ ଅଧିକ ସମୟ ଲାଗେ ନାହିଁ । ମାର୍ଚ୍ଚ ଏପି୍ରଲ ମାସରେ ପଶ୍ଚିମବଙ୍ଗରେ କ୍ଷମତା ଦୌଡ଼ରେ ଆଗରେ ଥିଲା ବିଜେପି । ତୃଣମୂଳ ସୁପି୍ରମୋ ମମତା ବାନାର୍ଜୀଙ୍କ ନିକଟତମ ସହଯୋଗୀମାନେ ଦଳତ୍ୟାଗ କରି ବିଜେପି ଯୋଗ ଦେବା ଆରମ୍ଭ କରିଦେଲେ । ସେତେବେଳେ ମନେ ହେଉଥିଲା, ବିଜେପି ନିଶ୍ଚୟ କ୍ଷମତାକୁ ଆସିବ । ବିଧାନସଭା ନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଏହି ମହାମୁକାବିଲାରେ ‘ଖୋଲା ହୋବେ’ ସ୍ଲୋଗାନକୁ ନେଇ ତୃଣମୂଳ ବାଜି ମାରିନେଲେ । ନିର୍ବାଚନ ପୂର୍ବରୁ ତୃଣମୂଳର ୩୦ ଅଧିକ ନେତା ବିଜେପିରେ ଯୋଗ ଦେବା ପରେ ବିଜେପିର ପଲା ଭାରି ହୋଇଥିଲା । ହେଲେ ମେ ୨ ତାରିଖରେ ଫଳାଫଳ ଘୋଷଣା ହେବା ପରେ ଏବେ ଖେଳ ପୂରା ଓଲଟି ଯାଇଛି । ତୃଣମୂଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅଧିକାଂଶ ନେତା ତୃଣମୂଳକୁ ଫେରିବା ପାଇଁ ସଜବାଜ ହେଉଛନ୍ତି । ଏବେ ୧୦ ଜଣ ବିଧାୟକ ତୃଣମୂଳକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି । ବିଜେପି କେନ୍ଦ୍ର ଉପାଧ୍ୟକ୍ଷ ମୁକୁଳ ରାୟ, ପ୍ରବୀର ଘୋଷାଲ, ସୋନାଲି ଗୁହା, ସରଳା ମୁର୍ମୁ ପ୍ରମୁଖ ଏହି ତାଲିକାରେ ଏବେ ରାଜ୍ୟରେ ଦଳକୁ ବଞ୍ଚାଇ ରଖିବା ବିଜେପି ନେତୃତ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଛି ।

Powered by Froala Editor

Tags Tmc

Related articles Odisha News Lens 4.1

  • ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ସେନା
    ଦେଶ-ଦେଶାନ୍ତର

    ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ସେନା

    14800
    Apr 04, 2026
  • ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ
    ଦେଶ-ଦେଶାନ୍ତର

    ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ

    14077
    Apr 04, 2026
  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି
    ଦେଶ-ଦେଶାନ୍ତର

    ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି

    14662
    Apr 05, 2026
  • ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ
    ମନୋରଞ୍ଜନ

    ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

    13724
    Apr 06, 2026
  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ
    ଦେଶ-ଦେଶାନ୍ତର

    ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

    13953
    Apr 04, 2026
  • ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ
    ଦେଶ-ଦେଶାନ୍ତର

    ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ

    14119
    Apr 04, 2026
  • ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ
    ଦେଶ-ଦେଶାନ୍ତର

    ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ

    14160
    Apr 04, 2026
  • ଇରାନର ପରମାଣୁ ପ୍ରକଳ୍ପ ନିକଟରେ କ୍ଷେପଣାସ୍ତ୍ର ମାଡ
    ଦେଶ-ଦେଶାନ୍ତର

    ଇରାନର ପରମାଣୁ ପ୍ରକଳ୍ପ ନିକଟରେ କ୍ଷେପଣାସ୍ତ୍ର ମାଡ

    15240
    Apr 05, 2026
  • ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ
    ରାଜନୀତି

    ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ

    14054
    Apr 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

    13724
    Apr 06, 2026
  • ଦେଶ-ଦେଶାନ୍ତର

    ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ

    14160
    Apr 04, 2026
  • ଦେଶ-ଦେଶାନ୍ତର

    ଇରାନର ପରମାଣୁ ପ୍ରକଳ୍ପ ନିକଟରେ କ୍ଷେପଣାସ୍ତ୍ର ମାଡ

    15240
    Apr 05, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17401
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17460
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17811
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16288
    Apr 03, 2021

ବିଶେଷ

  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    13897
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15427
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14635
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    16035
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15523
    Mar 30, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15314
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15043
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15548
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13844
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇରାନର ପରମାଣୁ ପ୍ରକଳ୍ପ ନିକଟରେ କ୍ଷେପଣାସ୍ତ୍ର ମାଡ

    15240
    Apr 05, 2026
  • ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ

    14077
    Apr 04, 2026
  • ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ସେନା

    14800
    Apr 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In