Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ...

  • କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ...

  • ଚାଷୀ ରଖିଥିଲେ ମାଟି ତଳେ ଟଙ୍କା, ଖାଇଗଲେ ...

  • ମଣିଷରୁ କୁକୁର ହେଲେ ଯୁବକ, ଖର୍ଚ୍ଚ ...

  • ବାରାମତୀ ନିକଟରେ ଏୟାରକ୍ରାଫ୍ଟ ...

  • ୩୦ ବର୍ଷ ପରେ ଖୁଲାସା କଲେ ଗୋବିନ୍ଦା, ଦିନେ ...

  • ସର୍ଜରୀ ବେଳେ ଗୀତ ଗାଇଲେ ସୋନୁ

  • ଡିରାକ୍ ମେଡାଲ ସମ୍ମାନରେ ସମ୍ମାନିତ ଦୀପକ ...

  • ‘ଟକ୍ସିକ୍’ କିଆରାଙ୍କ କ୍ୟାରିୟରର ଅନ୍ୟତମ ...

  • ଭଉଣୀ ପାଇଁ ଜମି କିଣିବାକୁ ଅଭିନେତ୍ରୀ ଘରୁ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଏଲପିଜି ବୁକିଂ ସମ୍ପର୍କରେ ଆସିଲା ଭଲ ଖବର

ଏଲପିଜି ବୁକିଂ ସମ୍ପର୍କରେ ଆସିଲା ଭଲ ଖବର

2021-06-11 09:53:46
15042
Share:
Facebook
Twitter
E-Mail
WhatsApp
Telegram
ଏଲପିଜି ବୁକିଂ ସମ୍ପର୍କରେ ଆସିଲା ଭଲ ଖବର


ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ରିଫିଲ କରିବା ଲାଗି ବୁକିଂ କରିବା ସମୟରେ ଗ୍ରାହକମାନଙ୍କୁ ଖୁବଶୀଘ୍ର ନିଜ ମନ ପସନ୍ଦର ବିତରକ ଚୟନ କରିବାର ସୁବିଧା ମିଳିବ । ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଚଣ୍ଡିଗଣ୍ଡ, କୋଏମ୍ବାଟୁର, ଗୁରୁଗାଓଁ, ରାଞ୍ଚି ଓ ପୁନେରେ ଆରମ୍ଭ କରାଯିବ । ଏହି ନୂଆ ବ୍ୟବସ୍ଥାରେ ଗ୍ରାହକମାନେ ମୋବାଇଲ୍ ଆପ୍ କିମ୍ବା କଂପାନି ୱେବସାଇଟରେ ବୁକିଙ୍ଗ୍ କରିବା ବେଳେ ସେମାନଙ୍କୁ ବିତରକମାନଙ୍କ ଏକ ତାଲିକା ପ୍ରଦାନ କରାଯିବ । ସେଥିରେ ବିତରକମାନଙ୍କ ପ୍ରଦର୍ଶନର ରେଟିଂ ରହିଥିବ । ସେହି ତାଲିକାରୁ ଗ୍ରାହକ ଜଣକ ରିିଫିଲ ବୁକିଂ ପାଇଁ ନିଜ ପସନ୍ଦର ବିତରକ ଚୟନ କରିପାରିବେ । ତେବେ କେବଳ ନିଜ ଅଂଚଳର ବିତରକ ହିଁ ଚୟନ କରିହେବ । ପେଟ୍ରୋଳିୟମ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ଏହି ସୁବିଧା ଆରମ୍ଭ ହେବା ପରେ ତାହା ଗ୍ରାହକମାନଙ୍କୁ ସଶକ୍ତ କରିବ । ସେମାନେ କେବଳ ନିଜ ପସନ୍ଦର ବିତରକ ଚୟନ କରିପାରିବେ ତାହା ନୁହେଁ ବିତରକମାନଙ୍କ ମଧ୍ୟରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହେବ । ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଲାଗି ସେମାନେ ଉଦ୍ୟମ କରିବେ । ଦେଶର ତିନି ସରକାରୀ ଏଲପିଜି ବିତରକ ଇଣ୍ଡେନ, ଭାରତ ଗ୍ୟାସ୍ ଓ ଏଚପି ଗ୍ୟାସ ତରଫରୁ ଗ୍ରାହକମାନଙ୍କୁ ଅନେକ ପ୍ରକାର ସେବା ଅନଲାଇନରେ ଯୋଗାଇ ଦେଉଛନ୍ତି । ଅନଲାଇନରେ ଗ୍ରାହକମାନେ ରିଫିଲ ବୁକିଂ କରିପାରୁଥିବା ବେଳେ ନିଜ ଗ୍ୟାସ ସଂଯୋଗକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ମଧ୍ୟ ଆବେଦନ କରିପାରୁଛନ୍ତି ।

Powered by Froala Editor

Tags LPG

Related articles Odisha News Lens 4.1

  • ମଣିଷରୁ କୁକୁର ହେଲେ ଯୁବକ, ଖର୍ଚ୍ଚ କରିଛନ୍ତି ୨୨୦ କୋଟି !
    ଦେଶ-ଦେଶାନ୍ତର

    ମଣିଷରୁ କୁକୁର ହେଲେ ଯୁବକ, ଖର୍ଚ୍ଚ କରିଛନ୍ତି ୨୨୦ କୋଟି !

    13709
    Aug 10, 2026
  • ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ଜାମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ଜାମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି

    14485
    Aug 11, 2026
  • ଭଉଣୀ ପାଇଁ ଜମି କିଣିବାକୁ ଅଭିନେତ୍ରୀ ଘରୁ ଚୋରି କଲା ଯୁବକ
    ଦେଶ-ଦେଶାନ୍ତର

    ଭଉଣୀ ପାଇଁ ଜମି କିଣିବାକୁ ଅଭିନେତ୍ରୀ ଘରୁ ଚୋରି କଲା ଯୁବକ

    15151
    Aug 10, 2026
  • ‘ଟକ୍ସିକ୍’ କିଆରାଙ୍କ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଫିଲ୍ମ : ନୟନତାରା
    ମନୋରଞ୍ଜନ

    ‘ଟକ୍ସିକ୍’ କିଆରାଙ୍କ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଫିଲ୍ମ : ନୟନତାରା

    14645
    Aug 10, 2026
  • କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ଟ୍ରମ୍ପ

    14855
    Aug 11, 2026
  • ଚାଷୀ ରଖିଥିଲେ ମାଟି ତଳେ ଟଙ୍କା, ଖାଇଗଲେ କୀଟ
    ଦେଶ-ଦେଶାନ୍ତର

    ଚାଷୀ ରଖିଥିଲେ ମାଟି ତଳେ ଟଙ୍କା, ଖାଇଗଲେ କୀଟ

    14429
    Aug 11, 2026
  • ସର୍ଜରୀ ବେଳେ ଗୀତ ଗାଇଲେ ସୋନୁ
    ମନୋରଞ୍ଜନ

    ସର୍ଜରୀ ବେଳେ ଗୀତ ଗାଇଲେ ସୋନୁ

    15244
    Aug 10, 2026
  • ଡିରାକ୍ ମେଡାଲ ସମ୍ମାନରେ ସମ୍ମାନିତ ଦୀପକ ଧର
    ଦେଶ-ଦେଶାନ୍ତର

    ଡିରାକ୍ ମେଡାଲ ସମ୍ମାନରେ ସମ୍ମାନିତ ଦୀପକ ଧର

    13549
    Aug 10, 2026
  • ବାରାମତୀ ନିକଟରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ବାରାମତୀ ନିକଟରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

    13564
    Aug 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭଉଣୀ ପାଇଁ ଜମି କିଣିବାକୁ ଅଭିନେତ୍ରୀ ଘରୁ ଚୋରି କଲା ଯୁବକ

    15151
    Aug 10, 2026
  • ଦେଶ-ଦେଶାନ୍ତର

    ମଣିଷରୁ କୁକୁର ହେଲେ ଯୁବକ, ଖର୍ଚ୍ଚ କରିଛନ୍ତି ୨୨୦ କୋଟି !

    13709
    Aug 10, 2026
  • ଦେଶ-ଦେଶାନ୍ତର

    ବାରାମତୀ ନିକଟରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

    13564
    Aug 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17023
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17634
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17683
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18085
    Sep 06, 2023

ବିଶେଷ

  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14066
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14263
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15848
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16263
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    15116
    Jul 31, 2026

ବାଣିଜ୍ୟ

ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

ଐତିହ୍ୟ, କାରିଗରୀ ଓ ପ୍ରଯୁକ୍ତି ଜରିଆରେ ଋଥ ନିର୍ମାଣର ଚିରନ୍ତନ ପରମ୍ପରାକୁ ଅନୁଭବ ଓ ପାଳନ କରିବାକୁ ତଲ୍ଲିନକାରୀ ଅନୁଭୂତି ୧୩,୭୫୦ରୁ ଅଧିକ ଭକ୍ତଙ୍କୁ ସମର୍ଥ କରାଇଲା

ପୁରୀ : ଆଇଟିସିର ଆଶୀର୍ବାଦ ଅ ...

  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15115
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14622
    Aug 07, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

    14156
    Aug 04, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

    14449
    Aug 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଡିରାକ୍ ମେଡାଲ ସମ୍ମାନରେ ସମ୍ମାନିତ ଦୀପକ ଧର

    13549
    Aug 10, 2026
  • ବାରାମତୀ ନିକଟରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

    13564
    Aug 10, 2026
  • ଭଉଣୀ ପାଇଁ ଜମି କିଣିବାକୁ ଅଭିନେତ୍ରୀ ଘରୁ ଚୋରି କଲା ଯୁବକ

    15151
    Aug 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In