ସାନ ଭାଇକୁ ଗୁଳି ମାରିଲା ବଡ ଭାଇ
ରାଉରକେଲା : ବଡ ଭାଇ ଗୁଳିମାଡରେ ସାନ ଭାଇର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ବିଶ୍ରା ଥାନା ତେତେରକେଲା ଘାଟରେ ଘଟିଛି। ନୂଆବର୍ଷରେ ପିକ୍ନିକ୍ କରିବାକୁ ଯାଇଥିବା ବେଳେ ଗୁଳିମାଡ ହୋଇଛି। ନିଶାସକ୍ତ ଅବସ୍ଥାରେ ଗୁଳିମାଡ କରିଥିବା ନେଇ ସୂଚନା ମିଳିଥିବା ବେଳେ ବଡ ଭାଇକୁ ପୁଲିସ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।
Powered by Froala Editor