ପାରାଦୀପ ସମୁଦ୍ରରୁ ମିଳିଲା ୧୭ଟି ବିରଳ ମାଛ
ପାରାଦୀପ : ପାରାଦୀପ ସମୁଦ୍ରରୁ ସୋମବାର ବିରଳ ମୂଲ୍ୟବାନ ତେଲିଆ ମାଛ ମିଳିଛି। ମୋଟ୍ ୧୭ଟି ମାଛ ମିଳିଛି। ମାଛ ଗୁଡିକର ଓଜନ ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ହେବ। ୧୭ଟି ମାଛ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ନେଇ ସୂଚନା ମିଳିଛି।
Powered by Froala Editor