Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ...

  • ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ...

  • ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ...

  • ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ

  • ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ...

  • ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ ...

  • ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ...

  • ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ ...

  • ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

  • ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ

ରାଜ୍ୟ
Home ›› ରାଜ୍ୟ ››କଟକର ପୂର୍ବତନ ଜିଲ୍ଲାପାଳଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ଉଚିତ: ହାଇକୋର୍ଟ

କଟକର ପୂର୍ବତନ ଜିଲ୍ଲାପାଳଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ଉଚିତ: ହାଇକୋର୍ଟ

2023-12-02 09:36:24
15268
Share:
Facebook
Twitter
E-Mail
WhatsApp
Telegram
କଟକର ପୂର୍ବତନ ଜିଲ୍ଲାପାଳଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ଉଚିତ: ହାଇକୋର୍ଟ

ଭୁବନେଶ୍ୱର: କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏବେ ଅଡ଼ୁଆରେ । କାରଣ ମାନ୍ୟବର ହାଇକୋର୍ଟ ତାଙ୍କ ପ୍ରତି କ୍ଷୁବ୍ଧ ହୋଇଛନ୍ତି । ବାଲି ପରିବହନ ନେଇ ହାଇକୋର୍ଟ ଶ୍ରୀ ଚୟନୀଙ୍କୁ ଛାଟ ଦେଇଛନ୍ତି । ବାଲି ପରିବହନ ନେଇ ଶ୍ରୀ ଚୟନୀଙ୍କ ସତ୍ୟପାଠ ମିଥ୍ୟା ଥିବା କୋର୍ଟ କହିଛନ୍ତି । ଏଥିପାଇଁ ତାଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି । 

ପ୍ରକାଶ ଯେ ବେଆଇନ ବାଲି ଉଠାଣ ଓ ପରିବହନ ନେଇ ଏକ ପିଆଇଏଲ ହୋଇଥିଲା । ଲିଜଧାରୀଙ୍କ ପାଇଁ ପ୍ରଶାସନ ଲୋକଙ୍କ ସ୍ୱାର୍ଥକୁ ଆଖି ବୁଜିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ହାଇକୋର୍ଟ ଜିଲ୍ଲା ପ୍ରଶାସନ ଠାରୁ ସତ୍ୟପାଠ ମାଗିଥିଲେ । ଏଭଳି ହେଉନଥିବା ଓ ଯାହା କିଛି ଘଟିଛି ସେଥିପାଇଁ ଜୋରିମାନା ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ତେବେ ପ୍ରଶାସନର ଏଭଳି ସତ୍ୟପାଠରେ ହାଇକୋର୍ଟ ଭୀଷଣ କ୍ଷୁବ୍ଧ ହୋଇଥିଲେ । ଜିଲ୍ଲାପାଳଙ୍କ ଏତାଦୃଶ ଦାୟିତ୍ୱହୀନ ଆଚରଣ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଥିଲେ । ଏଥିପାଇଁ ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କୋର୍ଟ କହିଥିଲେ । ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅନ୍ୟମାନେ ଚେତିବେବୋଲି କୋର୍ଟ କହିଛନ୍ତି । 

ତେବେ ଏନେଇ ଭବାନୀ ଶଙ୍କର ଚୟନୀ କିମ୍ବା କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Powered by Froala Editor

Tags Bhabani shankar chayani

Related articles Odisha News Lens 4.1

  • ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ

    13321
    Sep 16, 2026
  •  ମୋଦୀଙ୍କ ପାଇଁ  ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ

    14047
    Sep 15, 2026
  • ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ ଭାରତ
    ଦେଶ-ଦେଶାନ୍ତର

    ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ ଭାରତ

    13482
    Sep 15, 2026
  • ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ
    ଦେଶ-ଦେଶାନ୍ତର

    ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ

    15096
    Sep 15, 2026
  • ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ
    ଦେଶ-ଦେଶାନ୍ତର

    ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ

    14888
    Sep 16, 2026
  • ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା
    ଦେଶ-ଦେଶାନ୍ତର

    ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

    15664
    Sep 15, 2026
  • ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ
    ଦେଶ-ଦେଶାନ୍ତର

    ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ

    14156
    Sep 15, 2026
  • ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ହେବାବେଳେ ଧରାପଡ଼ିଲା ଅଭିଯୁକ୍ତ
    ଦେଶ-ଦେଶାନ୍ତର

    ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ହେବାବେଳେ ଧରାପଡ଼ିଲା ଅଭିଯୁକ୍ତ

    14861
    Sep 16, 2026
  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର  ଡ଼. ସଞ୍ଜୁକ୍ତା ପରାଶର
    ଦେଶ-ଦେଶାନ୍ତର

    ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ସଞ୍ଜୁକ୍ତା ପରାଶର

    13802
    Sep 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ

    14156
    Sep 15, 2026
  • ଦେଶ-ଦେଶାନ୍ତର

    ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

    15664
    Sep 15, 2026
  • ଦେଶ-ଦେଶାନ୍ତର

    ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ

    14888
    Sep 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17096
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17777
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17765
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18168
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14537
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16158
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14689
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13999
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14805
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14315
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14079
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14708
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15043
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ସଞ୍ଜୁକ୍ତା ପରାଶର

    13802
    Sep 16, 2026
  • ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ

    14156
    Sep 15, 2026
  • ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ ଭାରତ

    13482
    Sep 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In