Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଝିଅର ଚିକିତ୍ସା କରିପାରିଲାନି ମା’, ...

  • ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ, ...

  • ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା

  • ଅଯୋଧ୍ୟା ରାମ ମନ୍ଦିର ପ୍ରସାଦକୁ ...

  • ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ...

  • ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ...

  • କୋଟିକୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା: ...

  • ୮.୯୮ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ...

  • ମଣିପୁର ହିଂସାରେ ୫ ମୃତ, ୨୪ ଘଣ୍ଟିଆ ବନ୍ଦ ...

  • ଆମେରିକାରେ କାମ କରୁଥିବା ବିଦେଶୀ ...

ରାଜ୍ୟ
Home ›› ରାଜ୍ୟ ››ଏଭଳି କହି ପୁଲିସ ଉପରେ ବର୍ଷିଲେ ସୋମାଲିକା

ଏଭଳି କହି ପୁଲିସ ଉପରେ ବର୍ଷିଲେ ସୋମାଲିକା

2023-10-07 09:32:57
13631
Share:
Facebook
Twitter
E-Mail
WhatsApp
Telegram
ଏଭଳି କହି ପୁଲିସ ଉପରେ ବର୍ଷିଲେ ସୋମାଲିକା

ଭୁବନେଶ୍ୱର: କଟକ ସବରେଜିଷ୍ଟ୍ରୀ ଅଫିସରେ ନିଜର ପୁରୁଷ ବନ୍ଧୁ  ତଥା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଉପରେ ଲିଖିତ ଅଭିଯୋଗ କରିଛନ୍ତି ସୋମାଲିକା । ଆଉ ଲିଖିତ ଅଭିଯୋଗ ପରେ ସୋମାଲିକା ପୁଲିସ ଉପରେ ବର୍ଷିଛନ୍ତି । 

ସେ କହିଛନ୍ତି ଯେ ଆଜି ବିଜୟଙ୍କ ବିବାହ ଆବେଦନ ଉପରେ ଲିଖିତ ଅଭିଯୋଗ କଲି । ସେମାନେ କ’ଣ ପଦକ୍ଷେପ ନେଉଛନ୍ତି ଦେଖିବା । ମୋତେ ନ୍ୟାୟ ଦରକାର । ବିଜୟ ଲୁଚିଛପି ଏଭଳି କରିଛନ୍ତି । ମୁଁ ଏସବୁ ମିଡିଆରୁ ଜାଣିଲି । ସେ ବିଧାୟକ, ତାଙ୍କ ପାର୍ଟି ପାୱାରରେ ଅଛି । ସେଥିପାଇଁ ଆକ୍ସନ ହେଉନି ।  ପାର୍ଟି ପାୱାର ପାଇଁ ପୁଲିସ ତାଙ୍କୁ ଡାକୁନି କି ଗିରଫ କରୁନି ।  ପୁଲିସ ବାରମ୍ବାର ମୋତେ ଡାକୁଛି, କିନ୍ତୁ ବିଜୟଙ୍କୁ ଦିନେ ଡାକୁନି । ପୁଲିସ ମୋତେ ହାରାସ କରୁଛି । ମୁଁ ଡିପ୍ରେସନକୁ ଆସିଗଲିଣି । ମୋତେ ଏଯାଏ ନ୍ୟାୟ ମିଳିନି, ସେ କିଭଳି ବିବାହ କରିବେ । ମୁଖ୍ୟମନ୍ତ୍ରୀ ନାରୀଙ୍କୁ ସମ୍ମାନ ନାରା ଦେଉଛନ୍ତି । ମୁଁ ତ ଜଣେ ନାରୀ । ମୋତେ କି ପ୍ରକାର ସମ୍ମାନ ଦେଉଛନ୍ତି ବୋଲି ସୋମାଲିକା ପ୍ରଶ୍ନ କରିଛନ୍ତି । 

ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ପୁଣିଥରେ ବ୍ୟକ୍ତିଗତ କାରଣ ପାଇଁ ବିବାଦ ଘେରକୁ ଆସିଛନ୍ତି । ଦୀର୍ଘଦିନର ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ବିବାହ ନିଷ୍ପତ୍ତିରୁ ଓହରି ଯିବା ନେଇ ଯୌନ ନିର୍ୟାତନା ଓ ପ୍ରତାରଣାର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଏପରି ସମୟରେ ପ୍ରତ୍ୟୁଷା ନନ୍ଦ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକସ୍ଥିତ ସବରେଜିଷ୍ଟ୍ରାର କାର୍ୟ୍ୟାଳୟରେ ସେ ଆବେଦନ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ନିଜର ସହପାଠୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ନିମନ୍ତେ ଗତ ୨୧ତାରିଖରେ ସବରେଜିଷ୍ଟ୍ରାର କାର୍ୟ୍ୟାଳୟରେ ଆବେଦନ କରିଛନ୍ତି । ଆବେଦନ ତାରିଖଠୁ ଏକମାସର ନୋଟିସ୍ ଅବଧି ଶେଷ ପରେ ଶ୍ରୀ ଦାସ ନିଜର ବାନ୍ଧବୀଙ୍କୁ ବିବାହ କରିବେ । ପ୍ରତ୍ୟୁଷାଙ୍କ ଘର କଟକରେ ହୋଇଥିବାରୁ ଉଭୟ କଟକ ସବରେଜିଷ୍ଟ୍ରାରଙ୍କ ଅଫିସରେ ବିବାହ ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ପ୍ରତ୍ୟୁଷାଙ୍କ ସହ ଶ୍ରୀ ଦାସ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୀର୍ଘଦିନ ଧରି ଲିଭ-ଇନରେ ରହୁଛନ୍ତି । ପ୍ରତ୍ୟୁଷା ପୂର୍ବରୁ ବିବାହିତା ଓ ତାଙ୍କର ୫-୬ବର୍ଷ ବୟସର ଗୋଟିଏ ପୁଅ ମଧ୍ୟ ଅଛି । ପ୍ରତ୍ୟୁଷାଙ୍କ ସ୍ୱାମୀ ରାଜ୍ୟ ବାହାରେ ଏକ ସଫ୍ଟୱେୟାର କମ୍ପାନୀରେ କାର୍ୟ୍ୟରତ ଅଛନ୍ତି । ପ୍ରତ୍ୟୁଷାଙ୍କ ପ୍ରଥମ ବିବାହ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ହୋଇଥିଲା ।
ପ୍ରତ୍ୟୁଷାଙ୍କ ସହ ସମ୍ପର୍କ ଗଢ଼ି ଉଠିବା ପରେ ବିଧାୟକ ଶ୍ରୀ ଦାସ ତାଙ୍କର ଦୀର୍ଘଦିନର ପ୍ରେମିକା ସୋମାଲିକାଙ୍କଠୁ ଦୂରେଇ ଯାଇଥିଲେ । ୨୦୨୧ ମସିହାରେ ବିଧାୟକ ବିଜୟଶଙ୍କର ଓ ସୋମାଲିକାଙ୍କ ସମ୍ପର୍କ ମଧ୍ୟରେ ପ୍ରତ୍ୟୁଷାଙ୍କ ଏଣ୍ଟ୍ରି  ପରଠୁ ବିବାଦ ଦେଖାଦେଇଥିଲା । ପ୍ରତ୍ୟୁଷା ତାଙ୍କ ସ୍ୱାମୀଙ୍କ ସହ ବାଙ୍ଗାଲୋରରେ ରହୁଥିବାବେଳେ କୋଭିଡ୍ ସମୟରେ ନିଜ ଘରକୁ ଫେରିଥିଲେ । ଆଉ ତା’ପରେ ହିଁ ବିଜୟଶଙ୍କର ସହ ତାଙ୍କର ଘନିଷ୍ଠତା ଗଢ଼ି ଉଠିଥିଲା । ବିଜୟଶଙ୍କର ସହ ପ୍ରତ୍ୟୁଷା ଏକାଠି ପାଠ ପଢ଼ୁଥିଲେ । ଅବଶ୍ୟ ଇତିମଧ୍ୟରେ ପ୍ରତ୍ୟୁଷାଙ୍କର ପ୍ରଥମ ବିବାହର ଡିର୍ଭୋସ ହୋଇସାରିଥିବା ଜଣାପଡ଼ିଛି ।

Powered by Froala Editor

Tags Tirtol mla

Related articles Odisha News Lens 4.1

  • ଝିଅର ଚିକିତ୍ସା କରିପାରିଲାନି ମା’, ହ୍ରଦକୁ ଠେଲିଦେଲା
    ଦେଶ-ଦେଶାନ୍ତର

    ଝିଅର ଚିକିତ୍ସା କରିପାରିଲାନି ମା’, ହ୍ରଦକୁ ଠେଲିଦେଲା

    13849
    Oct 11, 2026
  •  କୋଟିକୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା: ଜିପିଆଇଏଲ୍‌ରେ ପ୍ରବର୍ତ୍ତନ ...
    ଦେଶ-ଦେଶାନ୍ତର

    କୋଟିକୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା: ଜିପିଆଇଏଲ୍‌ରେ ପ୍ରବର୍ତ୍ତନ ...

    14535
    Oct 11, 2026
  • ଅଯୋଧ୍ୟା ରାମ ମନ୍ଦିର ପ୍ରସାଦକୁ ସର୍ବୋଚ୍ଚ ରେଟିଂ
    ଦେଶ-ଦେଶାନ୍ତର

    ଅଯୋଧ୍ୟା ରାମ ମନ୍ଦିର ପ୍ରସାଦକୁ ସର୍ବୋଚ୍ଚ ରେଟିଂ

    14053
    Oct 11, 2026
  • ମଣିପୁର ହିଂସାରେ ୫ ମୃତ, ୨୪ ଘଣ୍ଟିଆ ବନ୍ଦ ଡାକରା
    ଦେଶ-ଦେଶାନ୍ତର

    ମଣିପୁର ହିଂସାରେ ୫ ମୃତ, ୨୪ ଘଣ୍ଟିଆ ବନ୍ଦ ଡାକରା

    13391
    Oct 11, 2026
  • ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା
    ଅପରାଧ

    ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା

    13688
    Oct 11, 2026
  • ୮.୯୮ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ, ଦୁଇ ଗିରଫ
    ଦେଶ-ଦେଶାନ୍ତର

    ୮.୯୮ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ, ଦୁଇ ଗିରଫ

    13498
    Oct 11, 2026
  • ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ‘ଗୋତି ଶ୍ରମିକ’ କହିଲେ ଜେଡି ଭାନ୍ସ
    ଦେଶ-ଦେଶାନ୍ତର

    ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ‘ଗୋତି ଶ୍ରମିକ’ କହିଲେ ଜେଡି ଭାନ୍ସ

    15723
    Oct 10, 2026
  • ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
    ଦେଶ-ଦେଶାନ୍ତର

    ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

    15275
    Oct 11, 2026
  • ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ଆଦୌ ମୁଣ୍ଡ ନୁଆଁଇବ ନାହିଁ : ଭାରତ
    ଦେଶ-ଦେଶାନ୍ତର

    ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ଆଦୌ ମୁଣ୍ଡ ନୁଆଁଇବ ନାହିଁ : ଭାରତ

    15651
    Oct 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା

    13688
    Oct 11, 2026
  • ଦେଶ-ଦେଶାନ୍ତର

    ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ‘ଗୋତି ଶ୍ରମିକ’ କହିଲେ ଜେଡି ଭାନ୍ସ

    15723
    Oct 10, 2026
  • ଦେଶ-ଦେଶାନ୍ତର

    ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

    15275
    Oct 11, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17171
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17861
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17819
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18236
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14505
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14611
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15617
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14290
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16027
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15796
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15025
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15548
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14026
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ଆଦୌ ମୁଣ୍ଡ ନୁଆଁଇବ ନାହିଁ : ଭାରତ

    15651
    Oct 11, 2026
  • ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

    15275
    Oct 11, 2026
  • ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ‘ଗୋତି ଶ୍ରମିକ’ କହିଲେ ଜେଡି ଭାନ୍ସ

    15723
    Oct 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In