Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Saturday, September 23, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସାଇ ପଲ୍ଲବୀଙ୍କ ବିବାହ ଚର୍ଚ୍ଚା, ଫୁଲମାଳ ...

  • ହମସଫର ଏକ୍ସପ୍ରେସରେ ନିଆଁ

  • ପନ୍ନୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ...

  • ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ...

  • ‘ସିଂଘମ୍‌’ ପରି ସିନେମା ସମାଜକୁ ...

  • ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ...

  • ଜାତିସଂଘର ମହାସଭାରେ ପାକିସ୍ତାନ କୁ ...

  • ଇସ୍ରୋ ଦେଲା ସୂଚନା : ବିକ୍ରମ ଏବଂ ...

  • ବିଜେଡିରୁ ବହିଷ୍କୃତ ହେଲେ ପୁଣି ୨ ନେତା

  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପେମେଣ୍ଟ୍‌ ଲାଗି ଡଲାର ବଦଳରେ ଟଙ୍କାକୁ ବ୍ୟବହାର କରିବା ଆଲୋଚନା ଚାଲିଛି: ନିର୍ମଳା‌ ସୀତାରମଣ

ପେମେଣ୍ଟ୍‌ ଲାଗି ଡଲାର ବଦଳରେ ଟଙ୍କାକୁ ବ୍ୟବହାର କରିବା ଆଲୋଚନା ଚାଲିଛି: ନିର୍ମଳା‌ ସୀତାରମଣ

2023-09-16 16:26:51
15290
Share:
Facebook
Twitter
E-Mail
WhatsApp
Telegram
ପେମେଣ୍ଟ୍‌ ଲାଗି ଡଲାର ବଦଳରେ ଟଙ୍କାକୁ ବ୍ୟବହାର କରିବା ଆଲୋଚନା ଚାଲିଛି: ନିର୍ମଳା‌ ସୀତାରମଣ

ନୂଆଦିଲ୍ଲୀ: ଦ୍ବିପାକ୍ଷିକ କାରବାରରେ ପେମେଣ୍ଟ୍‌ ଲାଗି ଡଲାର ବଦଳରେ ଟଙ୍କାକୁ ବ୍ୟବହାର କରିବା ପାଇଁ ୨୨ଟି ଦେଶ ସହ ଆଲୋଚନା ଚାଲିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା‌ ସୀତାରମଣ କହିଛନ୍ତି। ସେ କହିଛନ୍ତି ଯେ ଯେଉଁ ଦେଶଗୁଡ଼ିକ ପାଖରେ କମ୍ ଡଲାର ରହିଛି ସେମାନେ ଆମ ପାଖରେ ପହଞ୍ଚିଛନ୍ତି। ଟଙ୍କା ଜରିଆରେ ନେଣଦେଣର କ’ଣ ସମ୍ଭାବନା ରହିଛି ତାହା ଜାଣିବାକୁ ସେମାନେ ପ୍ରୟାସ କରୁଛନ୍ତି। ଡଲାରର ପ୍ରଭାବ ଦୂର କରିବା ଲାଗି ଆନ୍ତର୍ଜାତିକ କାରବାରରେ ଟଙ୍କାକୁ ବ୍ୟବହାର କରିବା ପାଇଁ ଭାରତ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ବିଦେଶୀ ରାଷ୍ଟ୍ରଗୁଡ଼ିକୁ ‌ଯେକୌଣସି ଭାରତୀୟ ବ୍ୟାଙ୍କରେ ଟଙ୍କା ଭଷ୍ଟ୍ରୋ ଖାତା ଖୋଲିବାକୁ ପଡ଼ୁଛି। ସେହି ଖାତା ଜରିଆରେ କାରବାର ହେଉଛି।

ବିଦେଶୀ ରାଷ୍ଟ୍ରର ବ୍ୟାଙ୍କ ଓ ଭାରତୀୟ ବ୍ୟାଙ୍କ ମଧ୍ୟରେ କାରବାର ସମ୍ପାଦିତ ହେଉଛି। ଏଭଳି ୨୨ଟି ଦେଶ ସହ ଟଙ୍କାରେ କାରବାର କରିବା ଲାଗି ପ୍ରୟାସ ଜାରି ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୮ଟି ଦେଶର ବ୍ୟାଙ୍କକୁ ଭାରତୀୟ ବ୍ୟାଙ୍କରେ ଟଙ୍କା ଭଷ୍ଟ୍ରୋ ଖାତା ଖୋଲିବାକୁ ଅନୁମତି ଦିଆଯାଇଛି। ବ୍ରିକ୍‌ସ ରାଷ୍ଟ୍ରଗୁଡ଼ିକଠାରୁ ମଧ୍ୟ ଟଙ୍କାରେ ଦ୍ବିପାକ୍ଷିକ କାରବାର ନେଇ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। ଜାତୀୟ ମୁଦ୍ରା ‌ଆଦାନପ୍ରଦାନ ଜରିଆରେ କିଭଳି କାରବାର ହୋଇପାରିବ ସେବିଷୟରେ ବହୁ ଦିନରୁ ବ୍ରିକ୍‌ସ ସମୂହ ଅଧୀନରେ ଥିବା ଦେଶଗୁଡ଼ିକୁ ବିଚାର କରୁଛନ୍ତି ବୋଲି କିଛି ଦିନ ପୂର୍ବେ ବୈଦେଶିକ ସଚିବ ବିନୟ କ୍ବାତ୍ରା କହିଥିଲେ। 

Powered by Froala Editor

Tags Nirmala sitaraman

Related articles Odisha News Lens 3.2

  • ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟି’ ର ପ୍ରଥମ ବୈଠକ
    ଦେଶ-ଦେଶାନ୍ତର

    ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟି’ ର ପ୍ରଥମ ବୈଠକ

    13908
    Sep 23, 2023
  • ଜାତିସଂଘର ମହାସଭାରେ ପାକିସ୍ତାନ କୁ ଭାରତର କଡା ଜବାବ- ପାକ୍‌ ଅଧିକୃତ କଶ୍ମୀର ଛାଡ଼
    ଦେଶ-ଦେଶାନ୍ତର

    ଜାତିସଂଘର ମହାସଭାରେ ପାକିସ୍ତାନ କୁ ଭାରତର କଡା ଜବାବ- ପାକ୍‌ ଅଧିକୃତ କଶ୍ମୀର ଛାଡ଼

    14090
    Sep 23, 2023
  • ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ପହଞ୍ଚିଲେ ପରିଣୀତି, ରାଘବ
    ମନୋରଞ୍ଜନ

    ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ପହଞ୍ଚିଲେ ପରିଣୀତି, ରାଘବ

    14802
    Sep 23, 2023
  • ସାଇ ପଲ୍ଲବୀଙ୍କ ବିବାହ ଚର୍ଚ୍ଚା, ଫୁଲମାଳ ଦେଖି ଚମକିଲେ ଫ୍ୟାନ୍ସ
    ମନୋରଞ୍ଜନ

    ସାଇ ପଲ୍ଲବୀଙ୍କ ବିବାହ ଚର୍ଚ୍ଚା, ଫୁଲମାଳ ଦେଖି ଚମକିଲେ ଫ୍ୟାନ୍ସ

    14138
    Sep 23, 2023
  • ‘ସିଂଘମ୍‌’ ପରି ସିନେମା ସମାଜକୁ ବିପଜ୍ଜନକ ବାର୍ତ୍ତା ଦେଇଥାଏ
    ଦେଶ-ଦେଶାନ୍ତର

    ‘ସିଂଘମ୍‌’ ପରି ସିନେମା ସମାଜକୁ ବିପଜ୍ଜନକ ବାର୍ତ୍ତା ଦେଇଥାଏ

    14640
    Sep 23, 2023
  • ପନ୍ନୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ଚଣ୍ଡିଗଡ଼, ଅମୃତସରର ସମ୍ପତ୍ତି ଜବତ
    ଦେଶ-ଦେଶାନ୍ତର

    ପନ୍ନୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ଚଣ୍ଡିଗଡ଼, ଅମୃତସରର ସମ୍ପତ୍ତି ଜବତ

    15050
    Sep 23, 2023
  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ
    ବିଶେଷ

    ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15241
    Sep 23, 2023
  • ବିଜେଡିରୁ ବହିଷ୍କୃତ ହେଲେ ପୁଣି ୨ ନେତା
    ରାଜନୀତି

    ବିଜେଡିରୁ ବହିଷ୍କୃତ ହେଲେ ପୁଣି ୨ ନେତା

    14805
    Sep 23, 2023
  • ହମସଫର ଏକ୍ସପ୍ରେସରେ ନିଆଁ
    ଦେଶ-ଦେଶାନ୍ତର

    ହମସଫର ଏକ୍ସପ୍ରେସରେ ନିଆଁ

    13747
    Sep 23, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପନ୍ନୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ଚଣ୍ଡିଗଡ଼, ଅମୃତସରର ସମ୍ପତ୍ତି ଜବତ

    15050
    Sep 23, 2023
  • ଦେଶ-ଦେଶାନ୍ତର

    ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟି’ ର ପ୍ରଥମ ବୈଠକ

    13908
    Sep 23, 2023
  • ମନୋରଞ୍ଜନ

    ସାଇ ପଲ୍ଲବୀଙ୍କ ବିବାହ ଚର୍ଚ୍ଚା, ଫୁଲମାଳ ଦେଖି ଚମକିଲେ ଫ୍ୟାନ୍ସ

    14138
    Sep 23, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15225
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15538
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14262
    Apr 03, 2021

ବିଶେଷ

  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15241
    Sep 23, 2023
  • ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି

    14711
    Sep 23, 2023
  • ଏହା କଲେ କମିଥାଏ ଆୟୁଷ

    15494
    Sep 20, 2023
  • କର୍କଟ ରୋଗର କାରଣ ‘କୋଇ ପ୍ଲା’ ମାଛ

    14756
    Sep 20, 2023
  • ଏମିତି ଏକ ଗାଁ, ଯେଉଁଠି ରୁହେ ଗୋଟିଏ ପରିବାର

    15180
    Sep 20, 2023

ବାଣିଜ୍ୟ

ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮ ପଏଣ୍ଟକୁ ଛୁଇଁଥିଲା। ଏଥି ସହିତ, ନିଫ୍ଟି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ୧,୧୮ ପ୍ରତିଶତ ବା ୨୩୮ ପଏଣ୍ଟ ହ୍ରାସ ପାଇ ୧୯,୮୯୫ ପଏଣ୍ଟରେ ପହଞ୍ଚିଥିଲା । ଯାହା ଦ୍ୱାରା ଏଚଡିଏଫସି ବ୍ୟାଙ ...

  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14312
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15761
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14134
    Aug 02, 2023
  • ଯନ୍ତ୍ରଣାରୁ ରୋଗୀକୁ ଆରାମ ଦିଏ ବନ୍ଧାକୋବି

    14515
    Jul 14, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15241
    Sep 23, 2023
  • ଇସ୍ରୋ ଦେଲା ସୂଚନା : ବିକ୍ରମ ଏବଂ ପ୍ରଜ୍ଞାନଠାରୁ ମିଳୁନି କୌଣସି ସିଗନାଲ

    14309
    Sep 23, 2023
  • ହମସଫର ଏକ୍ସପ୍ରେସରେ ନିଆଁ

    13747
    Sep 23, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In