Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Saturday, September 23, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ...

  • ଜାତିସଂଘର ମହାସଭାରେ ପାକିସ୍ତାନ କୁ ...

  • ଇସ୍ରୋ ଦେଲା ସୂଚନା : ବିକ୍ରମ ଏବଂ ...

  • ବିଜେଡିରୁ ବହିଷ୍କୃତ ହେଲେ ପୁଣି ୨ ନେତା

  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

  • ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ...

  • ସମ୍ଭାବ୍ୟ ବାତ୍ୟାକୁ ନେଇ କ'ଣ କହିଲେ ...

  • ଅର୍ଥନୈତିକ ସ୍ବାଧୀନତା ସୂଚୀରେ ୮୭ତମ ...

  • ନୂଆ ଆଦେଶ: ହିଜାବ ନ ପିନ୍ଧିଲେ ହେବ ୧୦ ବର୍ଷ ...

  • ପରୀକ୍ଷାରେ ଫେଲ୍ କରିବାକୁ ଧମକ ଦେଇ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଲିବ୍ୟାରେ ବନ୍ୟା: ମୃତ୍ୟୁସଂଖ୍ୟା ୫ ହଜାର ୩୦୦କୁ ପାର

ଲିବ୍ୟାରେ ବନ୍ୟା: ମୃତ୍ୟୁସଂଖ୍ୟା ୫ ହଜାର ୩୦୦କୁ ପାର

2023-09-13 16:27:29
13739
Share:
Facebook
Twitter
E-Mail
WhatsApp
Telegram
ଲିବ୍ୟାରେ ବନ୍ୟା: ମୃତ୍ୟୁସଂଖ୍ୟା ୫ ହଜାର ୩୦୦କୁ ପାର

ତ୍ରିପୋଲି: ଉତ୍ତର ଆଫ୍ରିକୀୟ ଦେଶ ଲିବ୍ୟାରେ ସାମୁଦ୍ରିକ ଝଡ଼ 'ଡାନିଏଲ' ମୃତ୍ୟୁର ବିଭୀଷିକା ରଚିଛି । ବାତ୍ୟା ପରେ ପ୍ରଳୟଙ୍କାରୀ ବନ୍ୟାରେ ଲିବ୍ୟାର ପୂର୍ବ ସହର ଡେର୍ନା ନଗରୀ ପୁରାପୁରି ଛାରଖାର୍ ହୋଇଯାଇଛି । ହଜାର ହଜାର ଲୋକେ ମୃତ୍ୟୁର କୋଳରେ ଶୋଇଯାଇ ଥିବାବେଳେ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ମଙ୍ଗଳବାର ଗୋଟିଏ ଦିନରେ ଡେର୍ନା ସହରରେ ୧୫୦୦ରୁ ଅଧିକ ମୃତଦେହ ଉଦ୍ଧାର ହୋଇଛି । ଯାହାଫଳରେ ସହରରେ ମୃତ୍ୟୁସଂଖ୍ୟା ୫ ହଜାର ୩୦୦ ଅତିକ୍ରମ କରିଛି । ଏହି ସଂଖ୍ୟା ଆଗକୁ ଆହୁରି ବଢିବ । କାରଣ ପ୍ରାୟ ୧୦ ହଜାର ଲୋକେ ବନ୍ୟାଜଳରେ ଭାସି ଯାଇ ଏବେ ବି ନିଖୋଜ ଅଛନ୍ତି । ଏନେଇ ଲିବ୍ୟା ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଆଧାରରେ ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି ।

ଡେର୍ନାରେ ପ୍ରଳୟଙ୍କାରୀ ବନ୍ୟା ସୁନାମୀ ଭଳି ସ୍ଥିତି ସୃଷ୍ଟି କରିଛି । ବନ୍ୟା ଯୋଗୁଁ ଦୁଇଟି ଡ୍ୟାମ୍ ଭୁଶୁଡି ପଡିବା କାରଣରୁ ଡେର୍ନା ସହରରେ ଶତାଧିକ ଘରଦ୍ବାର, ରାସ୍ତାଘାଟ ପାଣିରେ ଭାସିଯାଇଛି । ପାଖାପାଖି ୯୦ ହଜାର ଲୋକେ ବାସହରା ହୋଇପଡିଛନ୍ତି । ବନ୍ୟାଜଳରେ ବଡ ବଡ ଅଟ୍ଟାଳିକା ତାସ୍ ଘର ଭଳି ଭାସିଯାଉଛି । ସହରରେ ଯୋଗାଯୋଗ ଓ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ମୃତାହତ ସଂଖ୍ୟା ଏତେ ଯେ ଏବେ ହସ୍ପିଟାଲଗୁଡିକରେ ମଧ୍ୟ ଆଉ ଜାଗା ନାହିଁ । ମୃତେଦହ ଗୁଡିକୁ ମୋର୍ଚରୀ ବାହାରେ ରଖାଯାଉଛ । ଗୋଟିଏ ହସ୍ପିଟାଲ ପରିସରରେ ଡର୍ଜନରୁ ଅଧିକ ମୃତଦେହ ଘୋଡାହୋଇ ରଖାଯାଇଥିବାର ଏକ ଫୁଟେଜ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ବନ୍ୟା ପ୍ରଭାବିତ ଡେର୍ନାରେ ଯୁଦ୍ଧାକାଳୀନ ଭିତରେ ରେସ୍କ୍ୟୁ ଅପରେସନ ଜାରି ରହିଛି ।

Powered by Froala Editor

Tags Flood in libya

Related articles Odisha News Lens 3.2

  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ
    ବିଶେଷ

    ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15225
    Sep 23, 2023
  •  ନୂଆ ଆଦେଶ: ହିଜାବ ନ ପିନ୍ଧିଲେ ହେବ ୧୦ ବର୍ଷ ଜେଲ
    ଦେଶ-ଦେଶାନ୍ତର

    ନୂଆ ଆଦେଶ: ହିଜାବ ନ ପିନ୍ଧିଲେ ହେବ ୧୦ ବର୍ଷ ଜେଲ

    15292
    Sep 22, 2023
  •  ପିଅନ୍ତୁ ହଳଦୀ ଓ ଡାଳଚିନି ଚା’,  ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି
    ବିଶେଷ

    ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି

    14695
    Sep 23, 2023
  • ବିଜେଡିରୁ ବହିଷ୍କୃତ ହେଲେ ପୁଣି ୨ ନେତା
    ରାଜନୀତି

    ବିଜେଡିରୁ ବହିଷ୍କୃତ ହେଲେ ପୁଣି ୨ ନେତା

    14791
    Sep 23, 2023
  • ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟି’ ର ପ୍ରଥମ ବୈଠକ
    ଦେଶ-ଦେଶାନ୍ତର

    ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟି’ ର ପ୍ରଥମ ବୈଠକ

    13892
    Sep 23, 2023
  • ଜାତିସଂଘର ମହାସଭାରେ ପାକିସ୍ତାନ କୁ ଭାରତର କଡା ଜବାବ- ପାକ୍‌ ଅଧିକୃତ କଶ୍ମୀର ଛାଡ଼
    ଦେଶ-ଦେଶାନ୍ତର

    ଜାତିସଂଘର ମହାସଭାରେ ପାକିସ୍ତାନ କୁ ଭାରତର କଡା ଜବାବ- ପାକ୍‌ ଅଧିକୃତ କଶ୍ମୀର ଛାଡ଼

    14074
    Sep 23, 2023
  • ଅର୍ଥନୈତିକ ସ୍ବାଧୀନତା ସୂଚୀରେ ୮୭ତମ ସ୍ଥାନରେ ରହିଛି ଭାରତ
    ଦେଶ-ଦେଶାନ୍ତର

    ଅର୍ଥନୈତିକ ସ୍ବାଧୀନତା ସୂଚୀରେ ୮୭ତମ ସ୍ଥାନରେ ରହିଛି ଭାରତ

    15428
    Sep 22, 2023
  • ସମ୍ଭାବ୍ୟ ବାତ୍ୟାକୁ ନେଇ କ'ଣ କହିଲେ ଆଇଏମଡି ଡିଜି ଜାଣନ୍ତୁ
    ଦେଶ-ଦେଶାନ୍ତର

    ସମ୍ଭାବ୍ୟ ବାତ୍ୟାକୁ ନେଇ କ'ଣ କହିଲେ ଆଇଏମଡି ଡିଜି ଜାଣନ୍ତୁ

    14409
    Sep 22, 2023
  • ପରୀକ୍ଷାରେ ଫେଲ୍ କରିବାକୁ ଧମକ ଦେଇ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଗଣଦୁଷ୍କର୍ମ
    ଦେଶ-ଦେଶାନ୍ତର

    ପରୀକ୍ଷାରେ ଫେଲ୍ କରିବାକୁ ଧମକ ଦେଇ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଗଣଦୁଷ୍କର୍ମ

    14830
    Sep 22, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅର୍ଥନୈତିକ ସ୍ବାଧୀନତା ସୂଚୀରେ ୮୭ତମ ସ୍ଥାନରେ ରହିଛି ଭାରତ

    15428
    Sep 22, 2023
  • ଦେଶ-ଦେଶାନ୍ତର

    ଜାତିସଂଘର ମହାସଭାରେ ପାକିସ୍ତାନ କୁ ଭାରତର କଡା ଜବାବ- ପାକ୍‌ ଅଧିକୃତ କଶ୍ମୀର ଛାଡ଼

    14074
    Sep 23, 2023
  • ବିଶେଷ

    ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି

    14695
    Sep 23, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15225
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15538
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14262
    Apr 03, 2021

ବିଶେଷ

  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15225
    Sep 23, 2023
  • ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି

    14695
    Sep 23, 2023
  • ଏହା କଲେ କମିଥାଏ ଆୟୁଷ

    15492
    Sep 20, 2023
  • କର୍କଟ ରୋଗର କାରଣ ‘କୋଇ ପ୍ଲା’ ମାଛ

    14754
    Sep 20, 2023
  • ଏମିତି ଏକ ଗାଁ, ଯେଉଁଠି ରୁହେ ଗୋଟିଏ ପରିବାର

    15178
    Sep 20, 2023

ବାଣିଜ୍ୟ

ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮ ପଏଣ୍ଟକୁ ଛୁଇଁଥିଲା। ଏଥି ସହିତ, ନିଫ୍ଟି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ୧,୧୮ ପ୍ରତିଶତ ବା ୨୩୮ ପଏଣ୍ଟ ହ୍ରାସ ପାଇ ୧୯,୮୯୫ ପଏଣ୍ଟରେ ପହଞ୍ଚିଥିଲା । ଯାହା ଦ୍ୱାରା ଏଚଡିଏଫସି ବ୍ୟାଙ ...

  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14312
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15761
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14134
    Aug 02, 2023
  • ଯନ୍ତ୍ରଣାରୁ ରୋଗୀକୁ ଆରାମ ଦିଏ ବନ୍ଧାକୋବି

    14515
    Jul 14, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜାତିସଂଘର ମହାସଭାରେ ପାକିସ୍ତାନ କୁ ଭାରତର କଡା ଜବାବ- ପାକ୍‌ ଅଧିକୃତ କଶ୍ମୀର ଛାଡ଼

    14074
    Sep 23, 2023
  • ବିଜେଡିରୁ ବହିଷ୍କୃତ ହେଲେ ପୁଣି ୨ ନେତା

    14791
    Sep 23, 2023
  • ପରୀକ୍ଷାରେ ଫେଲ୍ କରିବାକୁ ଧମକ ଦେଇ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଗଣଦୁଷ୍କର୍ମ

    14830
    Sep 22, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In