Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Saturday, September 23, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସାଇ ପଲ୍ଲବୀଙ୍କ ବିବାହ ଚର୍ଚ୍ଚା, ଫୁଲମାଳ ...

  • ହମସଫର ଏକ୍ସପ୍ରେସରେ ନିଆଁ

  • ପନ୍ନୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ...

  • ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ...

  • ‘ସିଂଘମ୍‌’ ପରି ସିନେମା ସମାଜକୁ ...

  • ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ...

  • ଜାତିସଂଘର ମହାସଭାରେ ପାକିସ୍ତାନ କୁ ...

  • ଇସ୍ରୋ ଦେଲା ସୂଚନା : ବିକ୍ରମ ଏବଂ ...

  • ବିଜେଡିରୁ ବହିଷ୍କୃତ ହେଲେ ପୁଣି ୨ ନେତା

  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବଢ଼ିବ ସାର ଦର

ବଢ଼ିବ ସାର ଦର

2023-09-13 16:22:57
15299
Share:
Facebook
Twitter
E-Mail
WhatsApp
Telegram
ବଢ଼ିବ ସାର ଦର

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତରେ ସାର ମହଙ୍ଗା ହେବାର ଆଶଙ୍କା ଦେଖାଦେଇଛି। ରୁଷ୍ କମ୍ପାନିଗୁଡ଼ିକ ପୂର୍ବରୁ ଭାରତକୁ ସାର ବିକ୍ରିରେ ଯେଉଁ ରିହାତି ପ୍ରଦାନ କରୁଥିଲେ ତାହାକୁ ଏବେ ବନ୍ଦ କରିଦେଇଛନ୍ତି। ବଜାର ଦରରେ ଭାରତକୁ ସାର ବିକ୍ରି କରୁଛନ୍ତି। ଅଗଷ୍ଟ ମାସରେ ରୁଷ୍ କମ୍ପାନିଗୁଡ଼ିକ ଭାରତକୁ ବଜାର ଦରରେ ସାର ବିକ୍ରି କରିଛନ୍ତି। ଏଥିଯୋଗୁ ଭାରତର ସାର ଆମଦାନି ମୂଲ୍ୟ ଏବଂ ସରକାରଙ୍କ ସବସିଡି ବାବଦ ବୋଝ ବଢ଼ିଯିବ। ଅନ୍ତର୍ଜାତୀୟ ବଜାରରେ ସାର ଦାମ ବଢ଼ୁଥିବାବେଳେ ରୁଷ୍ର ଏଭଳି ପଦକ୍ଷେପ ଭାରତ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଅନ୍ତର୍ଜାତୀୟ ବଜାରରେ ସାର ମୂଲ୍ୟ ଗତ ଦୁଇମାସ ହେଲା ବୃଦ୍ଧି ପାଉଛି। ଫଳରେ ଭାରତୀୟ କମ୍ପାନିଙ୍କୁ ଆଗାମୀ ଦିନର ଆବଶ୍ୟକତା ପୂରଣ ପାଇଁ ସାର ମହଜୁଦ ରଖିବା କଷ୍ଟକର ହୋଇପଡ଼ିଛି। ଆସନ୍ତା ଶୀତଦିନେ ଗହମ ଚାଷ ପାଇଁ ଭାରତରେ ଡିଏପି ସାର ଚାହିଦା ବଢ଼ିଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଜୁଲାଇ ମାସରେ ଅନ୍ତର୍ଜାତୀୟ ସ୍ତରରେ କମ୍ପାନିଗୁଡ଼ିକ ଟନ୍ ପିଛା ପାଖାପାଖି ୩୦୦ ଡଲାରରେ ୟୁରିଆ ଯୋଗାଇ ଦେଉଥିଲେ। କିନ୍ତୁ ଏବେ ସେମାନେ ଟନ ପିଛା ୪୦୦ ଡଲାର ମାଗୁଛନ୍ତି। ସେହିଭଳି ଜୁଲାଇରେ ଡିଏପି ସାର ମୂଲ୍ୟ ଟନ ପିଛା ୪୪୦ ଡଲାର ଥିଲା। ଆଗାମୀ ଦିନରେ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି। ସାଧାରଣ ନିର୍ବାଚନ ପୂର୍ବରୁ ଏସବୁ ରାଜ୍ୟର ବିଧାନସଭା ନିର୍ବାଚନ ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ତେଣୁ ସରକାର ଚାଷୀଙ୍କୁ ସାରରେ ଅଧିକ ସବ୍ସିଡି ଦେବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ ବୋଲି ଏକ ସାର କମ୍ପାନିର ଜଣେ ଅଧିକାରୀ କହିଛନ୍ତି। 

Powered by Froala Editor

Tags fertilizer will be expensive

Related articles Odisha News Lens 3.2

  • ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟି’ ର ପ୍ରଥମ ବୈଠକ
    ଦେଶ-ଦେଶାନ୍ତର

    ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟି’ ର ପ୍ରଥମ ବୈଠକ

    13909
    Sep 23, 2023
  • ‘ସିଂଘମ୍‌’ ପରି ସିନେମା ସମାଜକୁ ବିପଜ୍ଜନକ ବାର୍ତ୍ତା ଦେଇଥାଏ
    ଦେଶ-ଦେଶାନ୍ତର

    ‘ସିଂଘମ୍‌’ ପରି ସିନେମା ସମାଜକୁ ବିପଜ୍ଜନକ ବାର୍ତ୍ତା ଦେଇଥାଏ

    14641
    Sep 23, 2023
  • ସାଇ ପଲ୍ଲବୀଙ୍କ ବିବାହ ଚର୍ଚ୍ଚା, ଫୁଲମାଳ ଦେଖି ଚମକିଲେ ଫ୍ୟାନ୍ସ
    ମନୋରଞ୍ଜନ

    ସାଇ ପଲ୍ଲବୀଙ୍କ ବିବାହ ଚର୍ଚ୍ଚା, ଫୁଲମାଳ ଦେଖି ଚମକିଲେ ଫ୍ୟାନ୍ସ

    14139
    Sep 23, 2023
  • ବିଜେଡିରୁ ବହିଷ୍କୃତ ହେଲେ ପୁଣି ୨ ନେତା
    ରାଜନୀତି

    ବିଜେଡିରୁ ବହିଷ୍କୃତ ହେଲେ ପୁଣି ୨ ନେତା

    14806
    Sep 23, 2023
  • ହମସଫର ଏକ୍ସପ୍ରେସରେ ନିଆଁ
    ଦେଶ-ଦେଶାନ୍ତର

    ହମସଫର ଏକ୍ସପ୍ରେସରେ ନିଆଁ

    13748
    Sep 23, 2023
  • ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ପହଞ୍ଚିଲେ ପରିଣୀତି, ରାଘବ
    ମନୋରଞ୍ଜନ

    ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ପହଞ୍ଚିଲେ ପରିଣୀତି, ରାଘବ

    14803
    Sep 23, 2023
  • ଇସ୍ରୋ ଦେଲା ସୂଚନା  : ବିକ୍ରମ ଏବଂ ପ୍ରଜ୍ଞାନଠାରୁ ମିଳୁନି କୌଣସି ସିଗନାଲ
    ଦେଶ-ଦେଶାନ୍ତର

    ଇସ୍ରୋ ଦେଲା ସୂଚନା : ବିକ୍ରମ ଏବଂ ପ୍ରଜ୍ଞାନଠାରୁ ମିଳୁନି କୌଣସି ସିଗନାଲ

    14310
    Sep 23, 2023
  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ
    ବିଶେଷ

    ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15242
    Sep 23, 2023
  • ଜାତିସଂଘର ମହାସଭାରେ ପାକିସ୍ତାନ କୁ ଭାରତର କଡା ଜବାବ- ପାକ୍‌ ଅଧିକୃତ କଶ୍ମୀର ଛାଡ଼
    ଦେଶ-ଦେଶାନ୍ତର

    ଜାତିସଂଘର ମହାସଭାରେ ପାକିସ୍ତାନ କୁ ଭାରତର କଡା ଜବାବ- ପାକ୍‌ ଅଧିକୃତ କଶ୍ମୀର ଛାଡ଼

    14091
    Sep 23, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପନ୍ନୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ଚଣ୍ଡିଗଡ଼, ଅମୃତସରର ସମ୍ପତ୍ତି ଜବତ

    15051
    Sep 23, 2023
  • ମନୋରଞ୍ଜନ

    ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ପହଞ୍ଚିଲେ ପରିଣୀତି, ରାଘବ

    14803
    Sep 23, 2023
  • ଦେଶ-ଦେଶାନ୍ତର

    ‘ସିଂଘମ୍‌’ ପରି ସିନେମା ସମାଜକୁ ବିପଜ୍ଜନକ ବାର୍ତ୍ତା ଦେଇଥାଏ

    14641
    Sep 23, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15225
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15538
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14262
    Apr 03, 2021

ବିଶେଷ

  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15242
    Sep 23, 2023
  • ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି

    14712
    Sep 23, 2023
  • ଏହା କଲେ କମିଥାଏ ଆୟୁଷ

    15494
    Sep 20, 2023
  • କର୍କଟ ରୋଗର କାରଣ ‘କୋଇ ପ୍ଲା’ ମାଛ

    14756
    Sep 20, 2023
  • ଏମିତି ଏକ ଗାଁ, ଯେଉଁଠି ରୁହେ ଗୋଟିଏ ପରିବାର

    15180
    Sep 20, 2023

ବାଣିଜ୍ୟ

ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮ ପଏଣ୍ଟକୁ ଛୁଇଁଥିଲା। ଏଥି ସହିତ, ନିଫ୍ଟି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ୧,୧୮ ପ୍ରତିଶତ ବା ୨୩୮ ପଏଣ୍ଟ ହ୍ରାସ ପାଇ ୧୯,୮୯୫ ପଏଣ୍ଟରେ ପହଞ୍ଚିଥିଲା । ଯାହା ଦ୍ୱାରା ଏଚଡିଏଫସି ବ୍ୟାଙ ...

  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14312
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15761
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14134
    Aug 02, 2023
  • ଯନ୍ତ୍ରଣାରୁ ରୋଗୀକୁ ଆରାମ ଦିଏ ବନ୍ଧାକୋବି

    14515
    Jul 14, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ପହଞ୍ଚିଲେ ପରିଣୀତି, ରାଘବ

    14803
    Sep 23, 2023
  • ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟି’ ର ପ୍ରଥମ ବୈଠକ

    13909
    Sep 23, 2023
  • ସାଇ ପଲ୍ଲବୀଙ୍କ ବିବାହ ଚର୍ଚ୍ଚା, ଫୁଲମାଳ ଦେଖି ଚମକିଲେ ଫ୍ୟାନ୍ସ

    14139
    Sep 23, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In