ଆରଆରଆର ଫିଲ୍ମକୁ ପ୍ରଂଶସା କଲେ ବ୍ରାଜିଲ୍ ରାଷ୍ଟ୍ରପତି
ଭୁବନେଶ୍ୱର : ଓସ୍କାର ପୁରସ୍କାର ବିଜେତା ଆରଆରଆର ଫିଲ୍ମକୁ ପ୍ରଂଶସା କରିଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି ଲୁଲା ଦା ସିଲର୍ଭା । ରାଜମୌଳିଙ୍କ ଦ୍ୱାରା ନିର୍ମିତ ଓସ୍କାର ପୁରସ୍କାର ବିଜୟୀ ଏହି ଚଳଚ୍ଚିତ୍ର ଲୁଲାଙ୍କୁ ଖୁବ୍ ପ୍ରଭାଭିତ କରିଥିଲା । ଜି-୨୦ ସମ୍ମିଳନୀ ଅବସରରେ ଲୁଲା ଏହି ଫିଲ୍ମର ପ୍ରଶଂସା କରିବାକୁ ଭୁଲି ନଥିଲେ । ଜୁନିୟର ଏନ୍ଟିଆର ଓ ରାମଚରଣଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ପ୍ରସିଦ୍ଦ ଗୀତ ନାଟୁ ନାଟୁ ଓ ଏହାର ଡ୍ୟାନ୍ସ୍ ତାଙ୍କୁ ଖୁବକ ଭଲ ଲାଗିଥିଲା । ଏଥିରେ ସେ ବ୍ରିଟିଶ୍ ସମ୍ୟକ୍ ସମାଲୋଚନା କରାଯାଇଥିଲା । ସେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓ ଅଭିନେତାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଏଥିପାଇଁ ରାଜମୌଳି ଲୁଲାଙ୍କ ନିକଟରେ ପ୍ରଶଂସା କରିଛନ୍ତି ।
Powered by Froala Editor