Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, February 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ...

  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ...

  • ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ...

  • ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ...

  • ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ...

  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ...

  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ...

Home ›› ››ଏମିତି ମନ୍ଦିର, ଯେଉଁଠି ଦୁର୍ଯ୍ୟୋଧନଙ୍କୁ କରାଯାଏ ଆରାଧନା

ଏମିତି ମନ୍ଦିର, ଯେଉଁଠି ଦୁର୍ଯ୍ୟୋଧନଙ୍କୁ କରାଯାଏ ଆରାଧନା

2021-05-30 19:52:30
15477
Share:
Facebook
Twitter
E-Mail
WhatsApp
Telegram
ଏମିତି ମନ୍ଦିର, ଯେଉଁଠି ଦୁର୍ଯ୍ୟୋଧନଙ୍କୁ କରାଯାଏ ଆରାଧନା

ଭିନ୍ନ ଭିନ୍ନ ନାଁରେ ଦେବାଦେବୀ ହିଁ ପୂଜା ପାଆନ୍ତି । କେଉଁ ମନ୍ଦିରରେ ଭଗବାନ ବିଷ୍ଣୁପୂଜା ପାଉଛନ୍ତି ତ ଆଉ କେଉଁଠି ଭଗବାନ ଶିବ ।  ସବୁ ମନ୍ଦିରରେ ଆମେ ଭକ୍ତି ନୈବେଦ୍ୟ ସ୍ୱୟଂ ଈଶ୍ୱରଙ୍କ ଆଗରେ ହିଁ ସମର୍ପଣ କରିଥାଉ । କିନ୍ତୁ ଆମେ ଯଦି କହିବୁ ଭାରତରେ ଏପରି ମନ୍ଦିର ଅଛି ଯେଉଁଠି ଈଶ୍ୱର ନୁହଁନ୍ତି, ବରଂ ଏମିତି ଜଣଙ୍କୁ ଆରଧନା କରାଯାଏ ଯାହାଙ୍କୁ କେହି କେବେ ଭକ୍ତି ଦୂରର କଥା, ଶ୍ରଦ୍ଧା ବି କରନ୍ତି ନାହିଁ । ସେ କିଏ ଜାଣନ୍ତି? ସେ ହେଉଛନ୍ତି ମହାଭାରତର ମୁଖ୍ୟ ଖଳନାୟକ ଦୁର୍ଯ୍ୟୋଧନ, ଯାହାଙ୍କ ପାଇଁ ପାଣ୍ଡବମାନଙ୍କ ଜୀବନର ଅନେକ ବର୍ଷ ବନବାସରେ ବିତିଥିଲା । ଯାହାଙ୍କ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା ଭାଇ ଭାଇ ଯେ ଚିର ଶତ୍ରୁ ହୋଇପାରନ୍ତି ଦୁର୍ଯ୍ୟୋଧନ ହିଁ ସବୁଠୁ ବଡ ଉଦାହରଣ । ପୁରାଣ ବର୍ଣ୍ଣିତ ଏମିତି ଜଣେ ଚରିତ୍ର ପୁଣି କେଉଁ ମନ୍ଦିରରେ ପୂଜା ପାଆନ୍ତି ତାହା ହୁଏ ବିଶ୍ୱାସଯୋଗ୍ୟ ହୋଇନପାରେ । ତେବେ ଏମିତି ଏକ ମନ୍ଦିର ଅଛି କେରଳରେ । ଏହି ମନ୍ଦିରର ନାଁ ମାଲାନଦ । ଏହି ମନ୍ଦିରକୁ ପେରୁଭିରୁଥି ମାଲାନଦ ମନ୍ଦିର ବୋଲି ମଧ୍ୟ କୁହାଯାଏ । ମନ୍ଦିରଟି କେରଳର କୋଲାମ ଜିଲ୍ଲାର ପୋରୁଭାଜି ଗ୍ରାମରେ ଅବସ୍ଥିତ । ପ୍ରତିବର୍ଷ ଏହି ମନ୍ଦିରରେ ଏକ ଉତ୍ସବ ବେଶ୍ ଜାକଜମକରେ ଆୟୋଜିତ ହୋଇଥାଏ । ଏହି ଉତ୍ସବର ନାଁ ମାଲାକୁଦ୍ଦା । 

କିମ୍ବଦନ୍ତୀ ଅନୁସାରେ ଦୁର୍ଯ୍ୟୋଧନ ପାଣ୍ଡବଙ୍କ ପିଛା କରି ଥକି ଯିବା ପରେ ଏହି ସ୍ଥାନରେ ଅଟକି ଯାଇଥିଲେ । ସେତେବେଳକୁ ତୃଷ୍ଣାରେ ତାଙ୍କ ତଣ୍ଟି ଶୁଖିଯାଇଥିଲା । କ୍ଷୁଧାର ଜ୍ୱାଳା ତାଙ୍କୁ ଆଗକୁ ପାଦ ପକାଇବାକୁ ଦେଉନଥାଏ । ସେହି ସମୟରେ କୁରୁୱା ଜନଜାତିର ଜଣେ ବୃଦ୍ଧ ତାଙ୍କ କ୍ଷୁଧା, ତୃଷ୍ଣା ନିବାରଣ କରିଥିଲେ । ତାଙ୍କୁ ସେହି ସମୟରେ ଆଶ୍ରୟ ମଧ଼୍ୟ ଦେଇଥିଲେ । ବୃଦ୍ଧଙ୍କର ଆତିଥେୟରେ ମୁଗ୍ଧ ହୋଇଥିଲେ ଦୁର୍ଯ୍ୟୋଧନ । ଜଣେ ନୀଚ ଜାତିର ହୋଇଥିବା ଜାଣି ମଧ୍ୟ ଦୁର୍ଯ୍ୟୋଧନ ସେହି ବୃଦ୍ଧଙ୍କ ମହାନୀୟତା ଆଗରେ ମୁଣ୍ଡ ନୁଆଁଇଥିଲେ ଏବଂ ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ । 

ସେହି ସ୍ଥାନରୁ ବିଦାୟ ନେବା ବେଳେ ଦୁର୍ଯ୍ୟୋଧନ ଉକ୍ତ ବୃଦ୍ଧଙ୍କୁ କହିଥିଲେ କୁରୁକ୍ଷେତ୍ର ଯୁଦ୍ଧର ସମାପ୍ତି ପରେ ସେ ନିଶ୍ଚିତ ଭାବେ ଏହି ଜାଗାକୁ ଫେରିବେ ଏବଂ ବୃଦ୍ଧଙ୍କୁ ଦେଖା କରିବେ । କିନ୍ତୁ ଯୁଦ୍ଧର ଅନ୍ତିମ ପରିଣତି ହୋଇଥିଲା ଭିନ୍ନ । ଦୁର୍ଯ୍ୟୋଧନ କୁରୁକ୍ଷେତ୍ର ଯୁଦ୍ଧରେ ପ୍ରାଣ ହରାଇଥିଲେ । ଦୁର୍ଯ୍ୟୋଧନ ସେହି ବୃଦ୍ଧ ବ୍ୟକ୍ତିଙ୍କୁ ଦେଇଥିବା କଥା ସିନା ରଖିପାରି ନଥିଲେ । କିନ୍ତୁ ପରବତ୍ତୀ ସମୟରେ ବୃଦ୍ଧଜଣଙ୍କୁ କୁଆଡେ ସ୍ୱପ୍ନରେ ଦେଖା ଦେଇଥିଲେ । ବୃଦ୍ଧ ବ୍ୟକ୍ତି ଦୁର୍ଯ୍ୟୋଧନଙ୍କୁ ସ୍ୱପ୍ନରେ ଦେଖି ତାଙ୍କୁ ସାକ୍ଷାତ ଈଶ୍ୱର ବୋଲି ବିଶ୍ୱାସ କରିଥିଲେ । ଦୁର୍ଯ୍ୟୋଧନଙ୍କ ଉଦ୍ଦେଶ୍ୟରେ ନିକଟସ୍ଥ ଏକ ବରଗଛ ମୂଳରେ ତପସ୍ୟା ଆରମ୍ଭ କରିଥିଲେ । ସେହି ସ୍ଥାନରେ ହିଁ ଏକ ମନ୍ଦିର ତିଆରି କରି ଦୁର୍ଯ୍ୟୋଧନଙ୍କୁ ପୂଜା କରିବାକୁ ଲାଗିଲେ । ତେବେ ବୃଦ୍ଧ ମନ୍ଦିର ତିଆରି କଲାବେଳେ ଦୁର୍ଯ୍ୟୋଧନଙ୍କ ଚେହେରା କିପରି ତାହା ଠଉରାଇ ପାରିନଥିଲେ । ତେଣୁ ମନ୍ଦିରରେ କାହାର ବିଗ୍ରହ ପ୍ରତିଷ୍ଠା କରିନଥିଲେ । 

ବିଶ୍ୱାସ କରାଯାଏ ସେହି ମନ୍ଦିରରେ ତେଣୁ କୌଣସି ମୂତ୍ତି ପୂଜା ପାଆନ୍ତି ନାହିଁ । କେବଳ ଦୁର୍ଯ୍ୟୋଦନଙ୍କ ଉଦ୍ଦେଶ୍ୟରେ ହିଁ ଏହି ମନ୍ଦିର ସ୍ଥାପନା ହେଇଥିଲା । ପୂଜା ମଧ୍ୟ ତାଙ୍କରି ଉଦ୍ଦେଶ୍ୟରେ କରାଯାଏ । ଆଜି ବି ଏହି ମନ୍ଦିରର ପୂଜକ ହେଉଛନ୍ତି କୁରୁୱା ଜନଜାତିର ଲୋକ । କୁରୁୱା ଜନଜାତି ବ୍ୟତୀତ ଏହି ମନ୍ଦିରରେ ଆଉ କୌଣସି ସଂପ୍ରଦାୟର ଲୋକ ପୂଜା କରନ୍ତି ନାହିଁ । ଯଦିଓ ଅନ୍ୟମାନେ ମନ୍ଦିରକୁ ଯାଇପାରନ୍ତି । ତେବେ ପୂଜା କରିବାର ଅଧିକାର ରହିଛି କେବଳ କୁରୁୱା ଜନଜାତିର ଳୋକଙ୍କ ପାଖରେ । 

ଭାବୁଛନ୍ତି କି, ଏଭଳି ମନ୍ଦିର କେବଳ କେରଳରେ ଅବସ୍ଥିତ । ଭାରତର ଅନ୍ୟ କୌଣସି ସ୍ଥାନରେ ଏଭଳି ଅଜବ ମନ୍ଦିର ନଥିବ । କିନ୍ତୁ ନା, ଗଡୱାଲ୍ ରେ ମଧ୍ୟ ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ଦୁର୍ଯ୍ୟୋଧନଙ୍କୁ ପୂଜା କରାଯାଏ । 

Powered by Froala Editor

Tags duryodhan temple

Related articles Odisha News Lens 4.1

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ
    ବାଣିଜ୍ୟ

    ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15265
    Feb 23, 2026
  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍
    ଦେଶ-ଦେଶାନ୍ତର

    ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

    15407
    Feb 24, 2026
  • ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ

    15150
    Feb 24, 2026
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ
    ବିଶେଷ

    ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    14654
    Feb 25, 2026
  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    15076
    Feb 23, 2026
  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍
    ଦେଶ-ଦେଶାନ୍ତର

    ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

    15219
    Feb 23, 2026
  • ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି, ୭୪ ଲକ୍ଷରୁ ଅଧିକ ଭୋଟର ପଡିଛନ୍ତି ବାଦ
    ଦେଶ-ଦେଶାନ୍ତର

    ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି, ୭୪ ଲକ୍ଷରୁ ଅଧିକ ଭୋଟର ପଡିଛନ୍ତି ବାଦ

    13581
    Feb 24, 2026
  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ
    ଦେଶ-ଦେଶାନ୍ତର

    ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

    14454
    Feb 24, 2026
  •  ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ବାଚସ୍ପତି
    ଦେଶ-ଦେଶାନ୍ତର

    ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ବାଚସ୍ପତି

    13549
    Feb 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

    14786
    Feb 23, 2026
  • ବାଣିଜ୍ୟ

    ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15265
    Feb 23, 2026
  • ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ

    15150
    Feb 24, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17351
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17420
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17763
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16238
    Apr 03, 2021

ବିଶେଷ

  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    14654
    Feb 25, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15524
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    16108
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14507
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15276
    Feb 18, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15114
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14966
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14478
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16088
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

    14454
    Feb 24, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15265
    Feb 23, 2026
  • ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ବାଚସ୍ପତି

    13549
    Feb 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In