Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ...

  • ଭାରତ ଏବଂ ୟୁଏଇ ମଧ୍ୟରେ ରଣନୈତିକ ...

  • ଆସନ୍ତା ବର୍ଷରୁ ଅନଲାଇନରେ ହେବ ନିଟ୍ ...

  • ଜୁନ୍ ୨୧ରେ ହେବ ନିଟ୍ ୟୁଜି ୨୦୨୬ ପରୀକ୍ଷା

  • ଏହା କଲେ ନିୟନ୍ତ୍ରଣରେ ରହିବ କୋଲେଷ୍ଟରଲ

  • ଭିଡି ସତୀଶନ କେରଳର ପରବର୍ତ୍ତୀ ...

  • ଏହି ଗାଡି କିଣିଲେ ମିଳିବ ୧ ଲକ୍ଷ ଟଙ୍କା ଲାଭ

  • ପ୍ରତ୍ୟେକ ସ୍କୁଲର ସକାଳ ସଭାରେ ଏବେ ...

  • ନାଁ ଘୋଷଣା କଲା କଂଗ୍ରେସ: ଭିଡି ସତୀଶନ ...

  • ଚଳନ୍ତା ବସ୍‌ରେ ୩୦ ବର୍ଷୀୟା ମହିଳାଙ୍କୁ ...

ରାଜ୍ୟ
Home ›› ରାଜ୍ୟ ››ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ୫ ମୃତ

ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ୫ ମୃତ

2023-06-28 05:11:22
14549
Share:
Facebook
Twitter
E-Mail
WhatsApp
Telegram
ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ୫ ମୃତ

କେନ୍ଦୁଝର : ରବିବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ମୌଳାଭଞ୍ଜାର ମର୍ମନ୍ତୁଦ ଦୁର୍ଘଟଣା ସ୍ମୃତିରେ ସତେଜ ଥିବାବେଳେ ୪୮ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଜୁଡିଆ ଘାଟି ଷଠୀଘର ନିକଟରେ ଆଉ ଏକ ଦୁର୍ଘଟଣା ସ୍ତବ୍ଧ କରିଦେଇଛି । ମଙ୍ଗଳବାର ରାତି ୨ଟା । କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଷଠୀଘର ସାହି ନିକଟରେ ବିବାହ ଶୋଭାଯାତ୍ରା ଚାଲିଥିଲା । ହରିଚନ୍ଦନପୁର ବ୍ଲକ୍‌ ଜଙ୍ଘିରା ନିକଟସ୍ଥ ମାନପୁର ଗ୍ରାମରୁ ଏକ ବରଯାତ୍ରୀ ଦଳ କେନ୍ଦୁଝର ଆସିଥିଲେ । ଷଠୀଘର ସାହିରେ କନ୍ୟାଘର ସମ୍ମୁଖରେ ବରଯାତ୍ରୀ ଦଳ ପହଞ୍ଚିଥିଲେ । ଡିଜେର ତାଳେ ତାଳେ ମସଗୁଲ୍‌ ବରଯାତ୍ରୀମାନେ ନାଚୁଥିଲେ । ଏହି ସମୟରେ ଶୁଆକାଟୀ ପଟୁ ହଠାତ୍‌ ଏକ ଟ୍ରକ୍‌ ଦ୍ରୁତବେଗରେ ଆସି ବରଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ୫ ଜଣ ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇବା ସହ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଥିଲେ ।

ମୃତକଙ୍କ ମଧ୍ୟରେ ୩ ଜଣ କନ୍ୟାଘରର ବୋଲି ଜଣାପଡ଼ିଛି । ମୃତକମାନେ ମାନପୁର ଗ୍ରାମର ଜିତ୍‌ ପାତ୍ର, କାଳିଆ ମହାନ୍ତ, ଲକ୍ଷ୍ମୀପାଦର ରତି ମୁଣ୍ଡା, ଷଠୀଘରର ଅମିତ୍‌ ପାତ୍ର ଏବଂ କେଉଟସାହିର ବାପୁନ୍‌ ଦେହୁରୀ ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ବର ଓ କନ୍ୟାଙ୍କ ପରିବାର ସମେତ ସମଗ୍ର ଗାଁ କାନ୍ଦବୋବାଳିରେ ଫାଟି ପଡ଼ିଥିଲା । ବାହାଘର ବନ୍ଦ ରହିଛି । ସେପଟେ ଦୁର୍ଘଟଣା ପରେ ଟ୍ରକ୍‌ ଫେରାର୍‌ ହୋଇଯାଇଥିଲା । ପ୍ରାୟ ୩ କିଲୋମିଟର ପରେ ପୁଲିସ୍‌ ତାକୁ ଜବତ କରିଛି । ଆହତମାନଙ୍କ ପରିଚୟ ଜଣାପଡ଼ିନାହିଁ ।

Powered by Froala Editor

Tags Accident

Related articles Odisha News Lens 4.1

  • ଚଳନ୍ତା ବସ୍‌ରେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ
    ଦେଶ-ଦେଶାନ୍ତର

    ଚଳନ୍ତା ବସ୍‌ରେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ

    13622
    May 14, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....
    ବିଶେଷ

    ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    14399
    May 15, 2026
  • ନାଁ ଘୋଷଣା କଲା କଂଗ୍ରେସ: ଭିଡି ସତୀଶନ ହେବେ କେରଳମ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ନାଁ ଘୋଷଣା କଲା କଂଗ୍ରେସ: ଭିଡି ସତୀଶନ ହେବେ କେରଳମ ମୁଖ୍ୟମନ୍ତ୍ରୀ

    14961
    May 14, 2026
  • ଆସନ୍ତା ବର୍ଷରୁ ଅନଲାଇନରେ ହେବ ନିଟ୍ ପରୀକ୍ଷା
    ଦେଶ-ଦେଶାନ୍ତର

    ଆସନ୍ତା ବର୍ଷରୁ ଅନଲାଇନରେ ହେବ ନିଟ୍ ପରୀକ୍ଷା

    14998
    May 15, 2026
  • ଭାରତ ଏବଂ ୟୁଏଇ ମଧ୍ୟରେ ରଣନୈତିକ ପ୍ରତିରକ୍ଷା ସହଭାଗୀତା ଉପରେ ଚୁକ୍ତିନାମା
    ଦେଶ-ଦେଶାନ୍ତର

    ଭାରତ ଏବଂ ୟୁଏଇ ମଧ୍ୟରେ ରଣନୈତିକ ପ୍ରତିରକ୍ଷା ସହଭାଗୀତା ଉପରେ ଚୁକ୍ତିନାମା

    15236
    May 15, 2026
  • ଏହା କଲେ ନିୟନ୍ତ୍ରଣରେ ରହିବ କୋଲେଷ୍ଟରଲ
    ବିଶେଷ

    ଏହା କଲେ ନିୟନ୍ତ୍ରଣରେ ରହିବ କୋଲେଷ୍ଟରଲ

    14910
    May 14, 2026
  • ଭିଡି ସତୀଶନ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭିଡି ସତୀଶନ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

    13903
    May 14, 2026
  • ଏହି ଗାଡି କିଣିଲେ ମିଳିବ ୧ ଲକ୍ଷ ଟଙ୍କା ଲାଭ
    ଦେଶ-ଦେଶାନ୍ତର

    ଏହି ଗାଡି କିଣିଲେ ମିଳିବ ୧ ଲକ୍ଷ ଟଙ୍କା ଲାଭ

    14507
    May 14, 2026
  • ଜୁନ୍ ୨୧ରେ ହେବ ନିଟ୍ ୟୁଜି ୨୦୨୬ ପରୀକ୍ଷା
    ଦେଶ-ଦେଶାନ୍ତର

    ଜୁନ୍ ୨୧ରେ ହେବ ନିଟ୍ ୟୁଜି ୨୦୨୬ ପରୀକ୍ଷା

    14435
    May 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଚଳନ୍ତା ବସ୍‌ରେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ

    13622
    May 14, 2026
  • ଦେଶ-ଦେଶାନ୍ତର

    ଭିଡି ସତୀଶନ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

    13903
    May 14, 2026
  • ଦେଶ-ଦେଶାନ୍ତର

    ଜୁନ୍ ୨୧ରେ ହେବ ନିଟ୍ ୟୁଜି ୨୦୨୬ ପରୀକ୍ଷା

    14435
    May 15, 2026

Advertisement